Learn to remain calm, because by answering you can win an argument, but by remaining calm you can win Life.ଶାନ୍ତ ରହିବା ଶିଖ, କାରଣ ଉତ୍ତର ଦେଇ ତୁମେ ଯୁକ୍ତି ଜିତିପାରିବ, କିନ୍ତୁ ଶାନ୍ତ ରହିଲେ ତୁମେ ଜୀବନକୁ ଜିତିପାରିବ।
Man is so selfish that he even goes to a funeral with the thought, if we don't go then who will come for us?ମଣିଷ ଏତେ ସ୍ୱାର୍ଥପର ଯେ ସେ ଶବଦାହକୁ ମଧ୍ୟ ଏହି ଭାବନା ସହିତ ଯାଏ ଯେ,ଯଦି ଆମେ ନ ଯିବୁ ତେବେ ଆମ ପାଇଁ କିଏ ଆସିବ?
The more you understand this world, the more you destroy yourself. That is why fools are happy and wise people live in solitude.ତୁମେ ଏହି ଦୁନିଆକୁ ଯେତେ ବୁଝିବ,ସେତେ ନିଜକୁ ନଷ୍ଟ କରିବ। ସେଥିପାଇଁ ମୂର୍ଖମାନେ ଖୁସିରେ ରୁହନ୍ତି ଏବଂ ଜ୍ଞାନୀ ଲୋକମାନେ ଏକାକୀ ରୁହନ୍ତି।
The intellect measures and analyzes, while the heart simply feels and trusts without conditions.ବୁଦ୍ଧି ସବୁକିଛିକୁ ମାପେ ଓ ବିଶ୍ଳେଷଣ କରେ, କିନ୍ତୁ ହୃଦୟ କୌଣସି ସର୍ତ୍ତ ବିନା ଅନୁଭବ କରେ ଓ ବିଶ୍ୱାସ କରେ।
People care about results, not effort; and the irony is that while the effort is in our hands, the result is not.ଲୋକମାନେ ପ୍ରୟାସ ନୁହେଁ, ଫଳାଫଳ ବିଷୟରେ ଚିନ୍ତିତ ଏବଂ ବିଡ଼ମ୍ବନା ହେଉଛି ଯେ ଆମ ହାତରେ ଯାହା ଅଛି ତାହା ହେଉଛି ପ୍ରୟାସ, ଫଳାଫଳ ନୁହେଁ।
When people ask, "What do you do?" they're really calculating how much work you can get done for them.ଯେତେବେଳେ ଲୋକମାନେ ପଚାରନ୍ତି ଯେ"ତୁମେ କଣ କରୁଛ?"ସେମାନେ ପ୍ରକୃତରେ ହିସାବ କରୁଛନ୍ତି ଯେ ତୁମେ ତାଙ୍କର କେତେ କାମରେ ଆସି ପାରିବ।
If a balloon ever bursts in your face, don't get angry because it was you who inflated it beyond its capacity.ଯଦି କେବେ ତୁମ ମୁହଁରେ ବେଲୁନ ଫୁଟିଯାଏ,ତେବେ ରାଗ କରନାହିଁ କାରଣ ତୁମେ ହିଁ ତାକୁ ତାର କ୍ଷମତାଠାରୁ ଅଧିକ ଫୁଲାଇଥିଲେ।
Always finding fault in others is proof of one's own guilt.हमेशा दूसरे में दोष खोजना, खुद के दोषी होने का प्रमाण है.ସବୁବେଳେ ଅନ୍ୟର ଦୋଷ ଖୋଜିବା ନିଜ ଦୋଷର ପ୍ରମାଣ।
Whoever strives to remain ever-joyful receives the support of all the divine powers that exist in this world.ଯିଏ ସବୁବେଳେ ଖୁସି ରହିବାକୁ ଚେଷ୍ଟା କରେ,ତାକୁ ଏହି ଜଗତର ସମସ୍ତ ଦିବ୍ୟ ଶକ୍ତିର ସମର୍ଥନ ମିଳିଥାଏ।
If everyone always likes you, it may be because you have never dared to speak the truth.ଯଦି ସମସ୍ତେ ସବୁବେଳେ ତୁମକୁ ପସନ୍ଦ କରନ୍ତି, ତାହେଲେ ହୋଇପାରେ ତୁମେ କେବେ ସତ୍ୟ କହିବାକୁ ସାହସ କରିନାହଁ।
"It might come in handy sometime" - this is why people maintain their relationships.ଏହା କେବେ କାମରେ ଆସିପାରେ" - ଏହି କାରଣରୁ ଲୋକମାନେ ସେମାନଙ୍କର ସମ୍ପର୍କକୁ ବଜାୟ ରଖୁଛନ୍ତି!
Time and faith, these two birds, once they fly away, they can never return.ସମୟ ଏବଂ ବିଶ୍ୱାସ ,ଏହି ଦୁଇଟି ଏପରି ପକ୍ଷୀ ଥରେ ସେମାନେ ଉଡ଼ିଗଲେ,ଆଉ କେବେ ଫେରି ପାରନ୍ତି ନାହିଁ।
If you sleep on a flower,it is a flower bed. If a flower sleeps on you,it is a final bed.ଫୁଲ ଉପର ତୁମେ ଶୋଇଲେ ତାହା ଫୁଲଶଯ୍ୟା,ତୁମ ଉପରେ ଫୁଲ ଶୋଇଲେ ତାହା ଶେଷଶଯ୍ୟା।