Dharmendra Pradhan FC

12.8K posts

Dharmendra Pradhan FC banner
Dharmendra Pradhan FC

Dharmendra Pradhan FC

@DPradhanFC

Cabinet Minister Dharmendra Pradhan's Fan Twitter

Bhubaneshwar, India Katılım Eylül 2016
63 Takip Edilen759 Takipçiler
Dharmendra Pradhan FC
Dharmendra Pradhan FC@DPradhanFC·
ସକାଳର ଏହି ସରଳ ଅଭ୍ୟାସ ଆମକୁ ସୁସ୍ଥ, ସଚେତନ ଓ ସକ୍ରିୟ ଜୀବନ ପାଇଁ ପ୍ରେରିତ କରେ। #DharmendraPradhan
OR
0
0
0
16
Dharmendra Pradhan FC
Dharmendra Pradhan FC@DPradhanFC·
ସେ ଜାତୀୟ ଶିକ୍ଷାନୀତିରେ ସୁଧାର ଆଣିବା ହେଉ କିମ୍ବା ଉଜ୍ଜ୍ଵଳା ଯୋଜନାରେ ଘରେ ଘରେ ଗ୍ଯାସ ପହଞ୍ଚାଇବା ହେଉ ପ୍ରତ୍ୟେକ କ୍ଷେତ୍ରରେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି ଧର୍ମେନ୍ଦ୍ର । #DharmendraPradhan
OR
0
0
0
3
Dharmendra Pradhan FC
Dharmendra Pradhan FC@DPradhanFC·
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସ୍ଵର୍ଗତ ପିତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପଥ ଅନୁସରଣ କରି କେନ୍ଦ୍ର ସରକାରଙ୍କ ଅନେକ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ବହନ କରିଚାଲିଛନ୍ତି।
OR
1
0
1
14
Dharmendra Pradhan FC
Dharmendra Pradhan FC@DPradhanFC·
ଦେବେନ୍ଦ୍ର ପ୍ରଧାନଙ୍କ ପଥ ଅନୁସରଣ କରି କେନ୍ଦ୍ରରେ ଗରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ତାଙ୍କର ସୁପୁତ୍ର ଧର୍ମେନ୍ଦ୍ର ପ୍ରଧାନ।
OR
0
0
0
15
Dharmendra Pradhan FC
Dharmendra Pradhan FC@DPradhanFC·
ଓଡ଼ିଶା ବିଜେପିର ଭୀଷ୍ମ ପିତାମହ ଡ଼କ୍ଟର ଦେବେନ୍ଦ୍ର ପ୍ରଧାନ।
OR
0
0
0
6
Dharmendra Pradhan FC
Dharmendra Pradhan FC@DPradhanFC·
ଓଡ଼ିଶାରେ ବିଜେପିକୁ ମଜଭୁତ କରିବାରେ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଯୋଗଦାନ ଅଦ୍ଵିତୀୟ।
OR
0
0
0
20
Dharmendra Pradhan FC
Dharmendra Pradhan FC@DPradhanFC·
ଓଡ଼ିଶାରେ ବିଜେପିର ବିସ୍ତାର କରିବାରେ ଦେବେନ୍ଦ୍ର ପ୍ରଧାନଙ୍କ ଭୂମିକା ଥିଲା ଅତୁଳନୀୟ।
OR
0
0
0
6
Dharmendra Pradhan FC
Dharmendra Pradhan FC@DPradhanFC·
ଡାକ୍ତର ଦେବେନ୍ଦ୍ର ପ୍ରଧାନ ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ଜଣେ ସଚ୍ଚୋଟ ବ୍ୟକ୍ତି ଥିଲେ।
OR
0
0
0
10
Dharmendra Pradhan FC
Dharmendra Pradhan FC@DPradhanFC·
ପ୍ରତିକ୍ଷଣକୁ ଆହ୍ୱାନ ଭାବରେ ଗ୍ରହଣ କରିବାର ବ୍ୟକ୍ତିତ୍ୱ ଥିଲେ ଦେବେନ୍ଦ୍ର ପ୍ରଧାନ।
OR
0
0
0
11
Dharmendra Pradhan FC
Dharmendra Pradhan FC@DPradhanFC·
ରାଜନୀତି ଶବ୍ଦରେ ବିଶ୍ୱସନୀୟତା ଭରିଥିଲେ ଡକ୍ଟର ଦେବେନ୍ଦ୍ର ପ୍ରଧାନ ।
OR
0
0
0
12
Dharmendra Pradhan FC
Dharmendra Pradhan FC@DPradhanFC·
ଭାରତୀୟ ଜନତା ପାର୍ଟିର ଦୃଢ଼ ସଙ୍ଗଠକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବର୍ଗତଃ ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିସଭାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।
OR
0
0
0
8
Dharmendra Pradhan FC
Dharmendra Pradhan FC@DPradhanFC·
ଓଡ଼ିଶା ବିଜେପିର ପ୍ରାଣ ପ୍ରତିଷ୍ଠାତାମାନଙ୍କ ମଧ୍ୟରୁ ଅନ୍ୟତମ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ବିଜେପି ରାଜ୍ୟ ସମ୍ପାଦକ ଶ୍ରୀ କାଳନ୍ଦି ସାମଲଙ୍କ ସ୍ଵତନ୍ତ୍ର ଆଲେଖ୍ୟ 'ଉଚିତ୍ ମାର୍ଗ, ସ୍ପଷ୍ଟ ନୀତି' ।
Dharmendra Pradhan FC tweet media
OR
0
0
1
10
Dharmendra Pradhan FC
Dharmendra Pradhan FC@DPradhanFC·
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ସଭାପତି ସ୍ୱର୍ଗତଃ ଦେବେନ୍ଦ୍ର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଦ୍ଵାରା ଲିଖିତ ସ୍ଵତନ୍ତ୍ର ଆଲେଖ୍ୟ 'କୁଶଳୀ ସଂଗଠକ ଓ ବିଚାରନିଷ୍ଠ ବ୍ୟକ୍ତିତ୍ବ'।
Dharmendra Pradhan FC tweet media
OR
0
0
0
14
Dharmendra Pradhan FC
Dharmendra Pradhan FC@DPradhanFC·
ଡକ୍ଟର ଦେବେନ୍ଦ୍ର ପ୍ରଧାନ ଜଣେ ସରଳ ମଣିଷ ଥିଲେ। ସମାଜ ସେବାରେ ତାଙ୍କର ସମ୍ପୂର୍ଣ୍ଣ ଜୀବନ ସମର୍ପିତ ଥିଲା।ବିଜେପିର ବିଷମ ପରିସ୍ଥିତିରେ ମଧ୍ୟ ଦେବେନ୍ଦ୍ର ପ୍ରଧାନ ଜଣେ ସୁସଙ୍ଗଠକ ଭାବେ ନିଜକୁ ପ୍ରତିପାଦିତ କରିପାରିଥିଲେ। ରାଷ୍ଟ୍ରସେବା ପ୍ରତି ତାଙ୍କର ସମର୍ପିତ ମନୋଭାବ ଚିରକାଳ ପ୍ରେରଣାଦାୟୀ ।
OR
0
0
0
3
Dharmendra Pradhan FC
Dharmendra Pradhan FC@DPradhanFC·
ଓଡ଼ିଶା ବିଜେପିର ପ୍ରାଣ ପ୍ରତିଷ୍ଠାତାମାନଙ୍କ ମଧ୍ୟରୁ ଅନ୍ୟତମ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।
Dharmendra Pradhan FC tweet media
OR
1
0
0
10
Dharmendra Pradhan FC
Dharmendra Pradhan FC@DPradhanFC·
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ସ୍ମୃତିସଭାରେ ଯୋଗ ଦେବାକୁ ବିନମ୍ର ନିବେଦନ । ତାରିଖ/ସମୟ: ୧୭.୦୩.୨୦୨୬ (ମଙ୍ଗଳବାର), ଅପରାହ୍ନ ୪ ଘ. ସ୍ଥାନ : କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟ, ଓ.ୟୁ.ଏ.ଟି., ଭୁବନେଶ୍ବର
Dharmendra Pradhan FC tweet media
OR
0
0
1
16
Dharmendra Pradhan FC
Dharmendra Pradhan FC@DPradhanFC·
ଓଡ଼ିଆ କଳା ଏବଂ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ଆୟୋଜିତ ‘ଓଡ଼ିଶା ପର୍ବ’ ଦିଲ୍ଲୀରେ ଓଡ଼ିଶାର ଭାବାବେଗକୁ ପ୍ରତିଫଳିତ କରିବାର ଏକ ଉତ୍କୃଷ୍ଟ ମଞ୍ଚ । #OdishaParba2026
OR
0
0
0
35
Dharmendra Pradhan FC
Dharmendra Pradhan FC@DPradhanFC·
ଆଜିର ସମୟରେ ପାରାଦୀପ କେବଳ ଏକ ଭୌଗୋଳିକ ଅଞ୍ଚଳ ନୁହେଁ, ବରଂ ଏହା ଭାରତର ଏକ ପ୍ରମୁଖ ଆର୍ଥିକ ପ୍ରୟୋଗଶାଳା ଭାବେ ଉଭା ହୋଇଛି ।
OR
0
0
0
19
Dharmendra Pradhan FC
Dharmendra Pradhan FC@DPradhanFC·
ସମ୍ବଲପୁରରେ ପ୍ରତିଷ୍ଠା ହେବ କେନ୍ଦ୍ର ସରକାରୀ ସ୍ୱାସ୍ଥ୍ୟ ଯୋଜନାରେ ସ୍ୱାସ୍ଥ୍ୟ ଆରୋଗ୍ଯ କେନ୍ଦ୍ର। ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏ ନେଇ ଚିଠି ଲେଖିବା ପରେ ଉତ୍ତର ରଖିଛନ୍ତି ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ।
Dharmendra Pradhan FC tweet media
OR
0
0
0
20