Debendra Pattanayak

534 posts

Debendra Pattanayak

Debendra Pattanayak

@DebendraPattan8

Debendra pattanayak at/po-Tikan pur Dist-kendrapara

Katılım Ekim 2021
51 Takip Edilen12 Takipçiler
Vkpandianfanclub
Vkpandianfanclub@Vkpandianfancl1·
ଧୀରେ ଧୀରେ ଓଡିଶା ଆତଙ୍କବାଦୀ ଙ୍କ ଆଡା ହେଇ ଯିବ ଆମେ ମାନେ କେହି ସୁରକ୍ଷିତ ରହି ପାରିବନି !୨୪ ବର୍ଷ କାଳ ନବୀନ-ପାଣ୍ଡିଆନ ଓଡିଶା କୁ ଜଗି ରଖି ଥିଲେ ତ କାହାର ସାହସ ହଉ ନ ଥିଲା , ଏବେ ତା ରାତି ପହିଲେ Dummy CM ଆସାମ , କେରଳ ଆଉ କୁଆଡେ ଓଡିଶା କଥା ବୁଝେ କିଏ ? ଆମକୁ ଦରକାର ଯିଏ ଓଡିଶା କୁ ଜଗିବ Iତେଣୁ ପାଣ୍ଡିଆନ ଆଣ ଓଡିଶା ବଞ୍ଚାଅ
Vkpandianfanclub tweet media
OR
14
3
55
1.8K
Cockroach 🪳 Bashi Pakhala
Cockroach 🪳 Bashi Pakhala@bashipakhala·
@DebendraPattan8 ଆଉ ପ୍ରତି ପୋଷ୍ଟରେ ଆସି ତୋ ଭୁକିବାରୁ ତୁ ନିଜକୁ କଣ ଭାବୁଛୁ ହିରୋ? ମୁଁ କିନ୍ତୁ ଭାବୁଛି ତୁ କୁକୁର, ଭଲ ଭୁକୁଛୁ..
OR
1
0
0
21
Debendra Pattanayak
Debendra Pattanayak@DebendraPattan8·
@DhabalEngine ଭାଷା ଜ୍ଞାନରୁ ଜଣା ପଡୁଛି ତୁ ଗୋଟେ ଅଯୋଗ୍ୟ ଲୋକ
OR
1
0
1
26
Cockroach 🪳 Bashi Pakhala
Cockroach 🪳 Bashi Pakhala@bashipakhala·
@DebendraPattan8 ବେ ତା ସରଳ ନିରୀହ ନେଇ କଣ ପଛରେ ପୁରେଇବି? ଓଡ଼ିଶାକୁ କାମ ଦରକାର ଆଉ ଜଣେ ଷ୍ଟ୍ରଙ୍ଗ ମୁଖ୍ୟମନ୍ତ୍ରୀ ଦରକାର, ଏମିତି ଭୀରୁ ଡରୁଆ କାପୁରୁଷ ଆମକୁ ଦରକାର ନାହିଁ ଯିଏ ନିଜେ କୌଣସି ନିଷ୍ପତି ନେଇପାରୁନି..
OR
1
0
1
67
Cockroach 🪳 Bashi Pakhala
Cockroach 🪳 Bashi Pakhala@bashipakhala·
ତୋ ବାପ କହୁଛି ୩ ମାସ ଆଗରୁ ସବୁ ଖେଳ ସରିଥିଲା.. ତାମାନେ ତୁ ବି ସେଥିରେ ସମ୍ପୃକ୍ତ.. ତୁ ମୁଣ୍ଡବିକା ଏବେ ସଫେଇ ଦେବା ଦରକାର ନାହିଁ.. ତୋ ପାଇଁ ଟଙ୍କା ବଡ଼ ସ୍ୱାଭିମାନ ଛୋଟ.. ତୋ ବାପ ଭଳିଆ ତୋ ରାଜନୈତିକ କ୍ୟାରିଅର ସମାପ୍ତ ହେଲା ବୋଲି ଜାଣିନେ..
ଓଟିଭି@otvkhabar

‘ମୁଁ କ୍ରସ୍ ଭୋଟିଂ କରିନି । ଦଳ ମତେ ଯୋଗାଯୋଗ କରିନାହିଁ । ଭୋଟ୍ ଦେବାକୁ ମଧ୍ୟ କେହି କହିନଥିଲେ । ମୁଁ ବିବେକ ଅନୁସାରେ ଭୋଟ୍ ଦେଇଛି ।’ - ଅରବିନ୍ଦ ମହାପାତ୍ର, ପାଟକୁରା ବିଧାୟକ #OdishaPolitics #ArbindMahapatra #Patkura_MLA #CrossVoting_Odisha #PoliticalClarification #PatkuraElection #Odisha #OTV

OR
15
2
98
2.5K
Cockroach 🪳 Bashi Pakhala
Cockroach 🪳 Bashi Pakhala@bashipakhala·
ଶୁଣିବାକୁ ମିଳୁଛି ଭୌସିକ ବିଶାଳ ରେଟ ଟିକେ ଅଧିକ ଅଛି, ପୁରା 10 ଉପରେ.. ଅବରିନ୍ଦ ତ 5 ରେ ରାଜି.. ଫୋସିଆ 5 ରେ ରାଜି ନହେବାରୁ 8 ତାପରେ 10 ରେ ଛିଡିଛି.. ସନାକୁ 15 ଦେବାକୁ କହିବାରୁ ସନା କାଳେ 20 ଦେବ କହିଲା, ତେଣୁ କୋଇଲା ଚୋର କାଳେ ଚୁପ ଚାପ ଫୋନ କାଟିଦେଇଛି.. ଦେଖାଯାଉ ରାଜନୀତି କୁଆଡେ ଯାଉଛି..
OR
4
1
66
2.8K
Cockroach 🪳 Bashi Pakhala
Cockroach 🪳 Bashi Pakhala@bashipakhala·
@DebendraPattan8 ଦଙ୍ଗାକାରୀ ଗୁଡା ବି ଅନ୍ୟକୁ ଜ୍ଞାନ ଦେଲେଣି, ରାଷ୍ଟ୍ରପତିଙ୍କୁ ରାଜନୈତିକ ବ୍ୟକ୍ତିତ୍ୱ ଭଳି ବ୍ୟବହାର କରୁଥିବା ଦଳର କୁକୁର ଗୁଡା ବି ଜ୍ଞାନ ଦେଲେଣି.. 😂😂 ଲଜ୍ଜ୍ୟା
OR
1
0
0
32
Cockroach 🪳 Bashi Pakhala
Cockroach 🪳 Bashi Pakhala@bashipakhala·
ମଣିପୁରରେ ଆଦିବାସୀ ମହିଳା ମାନଙ୍କ ଉପରେ ଯେତେବେଳେ ଅତ୍ୟାଚାର ହେଉଥିଲା ମାଡାମ ଚୁପ ଥିଲେ.. ସାରା ଦେଶରେ ବିଜେପି ଶାସିତ ରାଜ୍ୟ ଗୁଡିକରେ ଜାତିକୁ ନେଇ ଯେତେବେଳେ ଘୃଣ୍ୟ ପ୍ରଥା ଚାଲିଛି ସେତେବେଳେ ମାଡାମ ଚୁପ ଥିଲେ.. ଆଉ ଏଇ ପ୍ରୋଗ୍ରାମ ସଫଳ ହେଇପାରିଲାନି ବୋଲି ମାଡାମ କ୍ଷୁବ୍ଧ.. ଏହା ରାଜନୀତି ନୁହେଁ ତ ଆଉ କଣ. ଏସଵୁ ବିଜେପିର ଭାଷା..
ANI@ANI

#WATCH | Darjeeling, West Bengal | President Droupadi Murmu says, "Today was the International Santal Conference. When I came here after attending it, I realised it would have been better if it had been held here, because the area is so vast... I don't know what went through the administration's mind... They said no, the place is congested. But I think five lakh people could gather here easily. But I don't know why they took us there... I don't know what went through the administration's mind that they chose a place for the conference where the Santal people couldn't go... I am very sad that the people here were unable to reach the conference because it was held so far away. Perhaps the administration had hoped that no one would be able to attend, and the President would simply turn around and leave... If the President visits a place, the Chief Minister and the Ministers should also come. But she did not... I am also a daughter of Bengal... Mamata Didi is also my sister, my younger sister. I don't know if she was angry with me, that's why this happened..." (Source: Darjeeling District Administration)

OR
6
2
37
645
Debendra Pattanayak
Debendra Pattanayak@DebendraPattan8·
@DhabalEngine କାଇଁ ରାମଚନ୍ଦ୍ର କାଇଁ ରାମ ଭଣ୍ଡାରୀ 🤣🤣🤣
OR
1
0
0
43
Cockroach 🪳 Bashi Pakhala
Cockroach 🪳 Bashi Pakhala@bashipakhala·
ଯୋଉ ଦେଶ ଗଲା ସେଠିକାର ଲିଡରଙ୍କୁ ଗୋଟେ ଦୁଇଟି ୱାର୍ଡ କହିଦେଇ ହେଁ ହେଁ ହେଁ ହେଁ ଆଉ ଖି ଖି ଖି ଖି ହେବା ଛଡା ଅନ୍ୟ କିଛି ଜଣାନାହିଁ.. ସେଥିପାଇଁ ସେ ପଦବୀର ଲୋକ ଶିକ୍ଷିତ ହେବା ଦରକାର..
OR
1
0
20
300
Cockroach 🪳 Bashi Pakhala
Cockroach 🪳 Bashi Pakhala@bashipakhala·
କାଲି ରାତି ସାରା ବିଜେପି ନେତା ମନ୍ତ୍ରୀ ଶୋଇପାରିନାହାଁନ୍ତି.. ସବୁ ନେତା ମନ୍ତ୍ରୀ କାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ବିରୋଧରେ ଭିଡ଼ିଓ ବନେଇ ସବୁ ପୋଷ୍ଟ କରିଛନ୍ତି.. ୟାକୁ କୁହାଯାଏ ଏକ ଅକେଲା ଗୋଟେ ସିଷ୍ଟମକୁ ଆଣ୍ଠେଇ ଦେଲାଣି.. ଫେକୁ ଯେତେ ଛାତିରେ ହାତ ପିଟି କହିଲେ ବି ଲୋକ ସତ କଣ ଜାଣନ୍ତି..
OR
9
10
122
3.9K
Cockroach 🪳 Bashi Pakhala
Cockroach 🪳 Bashi Pakhala@bashipakhala·
ଦୁବାଇ ସାରଜାହା କ୍ରିକେଟ ଷ୍ଟାଡିଅମରେ ବାଜିଲା ହେ ନବୀନ ବାବୁ ଆମେ ତୁମ ଫ୍ୟାନ୍ ଗୀତ.. ଏ ଭିଡିଓ ଦେଖିଲା ପରେ କିଛି କୁକୁରଙ୍କର ପଛ ପ୍ରବଳ ପୋଡାଜଳା କରିପାରେ, ସେଥିପାଇଁ ଆମେ ଦାୟୀ ନୋହୁଁ.. ଶୁଣିରଖ ଅଶିକ୍ଷିତ ଅଂଧଭକ୍ତ, ୟାକୁ କୁହନ୍ତି ଭଲପାଇବା ଆଉ ଲୋକପ୍ରିୟତା..
OR
10
18
143
6.6K
Debendra Pattanayak
Debendra Pattanayak@DebendraPattan8·
@DhabalEngine 2026 ର GDP growth ରେ ଭାରତ ଆମେରିକା ଠୁ ଉପରେ This is the power of our PM♥️♥️♥️ ଜୟ ଶ୍ରୀରାମ
Debendra Pattanayak tweet media
2
1
1
297
Cockroach 🪳 Bashi Pakhala
Cockroach 🪳 Bashi Pakhala@bashipakhala·
ବଜେଟରେ ଓଡ଼ିଶାକୁ କଣ ମିଳିଲା? ତଳେ ବହୁତ ବଡ଼ surprise ଅଛି 👇🏼👇🏼 ଆହୁରି ତଳକୁ ଯିବାକୁ ପଡିବ 😭😭 ବେଶୀ ନାହିଁ ଆଉ ଟିକେ ତଳକୁ 👇🏼👇🏼😭😭 ବଜେଟରେ ଓଡ଼ିଶାକୁ ବାଳ ମିଳିଲା..
OR
6
4
66
4K
Debendra Pattanayak
Debendra Pattanayak@DebendraPattan8·
@DhabalEngine @RanjitGutu ଆପଣଙ୍କ କଥାରୁ ସ୍ପଷ୍ଟ ଜଣା ପଡୁଛି ଆପଣ ଏକଦମ ଭଦ୍ର । ଭଦ୍ର no -1
OR
0
0
0
17
Cockroach 🪳 Bashi Pakhala
Cockroach 🪳 Bashi Pakhala@bashipakhala·
ବିଜେପି ସରକାରରେ ଜଣେ ବିଧାୟକ ଦୁଷ୍କର୍ମ କଲେ କିମ୍ବା କ୍ରାଇମ କଲେ ମଧ୍ୟ ମାଫ ଅଛି.. କିନ୍ତୁ ନବୀନ ବାବୁଙ୍କ ଦଳରେ ଦଳୀୟ ଶୃଙ୍ଖଳା ବା ନୀତି ଆଦର୍ଶ ଉପରେ କେହି ନାହିଁ.. ୟେ ହେଉଛି ନବୀନ ବ୍ରାଣ୍ଡ 👍👍 ଏଥିପାଇଁ ତ ସିଏ ସାଢେ ଚାରି କୋଟି ଓଡ଼ିଆଙ୍କ ପ୍ରିୟ..
OR
1
2
32
854
Debendra Pattanayak
Debendra Pattanayak@DebendraPattan8·
@DhabalEngine ଭିଡିଓ ରେ ଦୁଇ ଜଣ ଅଛନ୍ତି ହେଲେ କାହା ଉଦ୍ଦେଶ୍ୟରେ କୁହାଯାଇଛି ସତ଼ସାହସର ସହ ନାମ ଲେଖ post କର |
OR
0
0
1
25
Cockroach 🪳 Bashi Pakhala
Cockroach 🪳 Bashi Pakhala@bashipakhala·
ଦଲାଲ ବିସ୍କୁଟ ମିଡ଼ିଆ OTV ର ଶତ ଚେଷ୍ଟା ସତ୍ୱେ ଲୋକ ଭ୍ରଷ୍ଟାଚାରୀ ଏବଂ ପ୍ରତାରଣା କରିଥିବା BJP କୁ ଗ୍ରହଣ କରିବାକୁ ନାରାଜ.. ଏହାହିଁ ଓଡ଼ିଆଙ୍କ ପ୍ରକୃତ ଏକତା.. OTV ଆଉ BJP କୁ ବଞ୍ଚେଇ ପାରୁନି.. BJP ତ ଯିବ ତା ସହ ଏ ଦଲାଲ ବିସ୍କୁଟ ମିଡ଼ିଆ ବି ବର୍ବାଦ ହେବ.. ସମୟ ଆସୁଛି..
OR
6
8
93
2.5K
Cockroach 🪳 Bashi Pakhala
Cockroach 🪳 Bashi Pakhala@bashipakhala·
ଏ ଲେଖା ଆଉ ଫୋଟୋ କଣ ପ୍ରବଳ ଭାଇରଲ ହେଉଛି.. କଥାଟା ବୋଧେ ଲୋକଙ୍କ ମନକୁ ପାଇଛି..
Cockroach 🪳 Bashi Pakhala tweet media
OR
10
9
87
1.7K