Padmini Dian

2.3K posts

Padmini Dian banner
Padmini Dian

Padmini Dian

@DianPadmini

Member of Legislative Assembly, Kotpad Odisha.

Kotpad, Odisha Katılım Haziran 2017
236 Takip Edilen3.9K Takipçiler
Padmini Dian retweetledi
Ramesh Chandra Majhi
Ramesh Chandra Majhi@rameshmajhinp·
Attended inaugural ceremony of LAccMI Bus Service in Nabarangpur Dist. Hon'ble Chief Minister @Naveen_Odisha ji launched the LAccMI Bus Service in the Dist.
Ramesh Chandra Majhi tweet mediaRamesh Chandra Majhi tweet mediaRamesh Chandra Majhi tweet mediaRamesh Chandra Majhi tweet media
English
1
1
11
369
Padmini Dian retweetledi
Naveen Patnaik
Naveen Patnaik@Naveen_Odisha·
Women empowerment has always been one of our top priorities. On International Day for #EliminationofViolenceAgainstWomen, let us renew our pledge to build a better world for women & girls so that they can move ahead in life fearlessly and realise their true potential.
Naveen Patnaik tweet media
English
79
174
742
17.4K
Padmini Dian retweetledi
Naveen Patnaik
Naveen Patnaik@Naveen_Odisha·
ଲୋକଙ୍କ ମତାମତ ମୋ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ପଞ୍ଚାୟତ ହେଉଛି ଆମ ବିକାଶ କାର୍ଯ୍ୟକ୍ରମର ମୁଖ୍ୟ କେନ୍ଦ୍ର। ‘ଲକ୍ଷ୍ମୀ’ ବସ୍‌ ଗାଁକୁ ଗାଁ ସହିତ ଯୋଡ଼ିବ। ସାମାଜିକ ସଂପର୍କ ସୁଦୃଢ କରି ଗ୍ରାମାଞ୍ଚଳର ଅର୍ଥନୀତିକୁ ମଧ୍ୟ ମଜଭୁତ କରିବ। ଏହା ଗାଁ ଲୋକଙ୍କ ଜୀବନରେ ଗତି, ଶକ୍ତି ଓ ପ୍ରଗତି ଆଣିବ। #5T #GhareGhareLaxmi
Naveen Patnaik tweet mediaNaveen Patnaik tweet media
OR
25
124
326
5.5K
Padmini Dian retweetledi
Naveen Patnaik
Naveen Patnaik@Naveen_Odisha·
ଯୋଗାଯୋଗ ହେଉଛି ଜୀବନ, ବିକାଶର ଇଞ୍ଜିନ। ରାୟଗଡ଼ ଗ୍ରାମାଞ୍ଚଳବାସୀଙ୍କ ଗମନାଗମନ ସେବାରେ ରୂପାନ୍ତର ଆଣିବା ପାଇଁ ଜିଲ୍ଲାରେ ‘ଲକ୍ଷ୍ମୀ’ ବସର ଶୁଭାରମ୍ଭ କରି ମୁଁ ବହୁତ ଖୁସି। ‘ଲକ୍ଷ୍ମୀ’ ଘରେ ଘରେ ଖୁସି ଆଣିବ। ଏହାଦ୍ଵାରା ଆମ ଗ୍ରାମାଞ୍ଚଳର ପରିବହନ ବ୍ୟବସ୍ଥାରେ ବିରାଟ ରୂପାନ୍ତର ଆସିବ।
Naveen Patnaik tweet mediaNaveen Patnaik tweet mediaNaveen Patnaik tweet mediaNaveen Patnaik tweet media
OR
83
180
779
18.5K
Padmini Dian retweetledi
Naveen Patnaik
Naveen Patnaik@Naveen_Odisha·
Pleasure having Hon'ble President of India Smt. Droupadi Murmu Ji in #Odisha. Welcomed her at #Bhubaneswar airport and wished her a pleasant & memorable stay. @rashtrapatibhvn
Naveen Patnaik tweet media
English
77
281
3.4K
52.4K
Padmini Dian retweetledi
Naveen Patnaik
Naveen Patnaik@Naveen_Odisha·
Glad to welcome Shri VK Pandian to @bjd_odisha. He has been working very hard for several years for the people of #Odisha and earned their respect & trust. I am sure Shri Pandian will continue to do so in the future as a member of the party. Wish him all the very best.
English
259
405
2.5K
174.6K
Padmini Dian retweetledi
Naveen Patnaik
Naveen Patnaik@Naveen_Odisha·
It was a great pleasure having Hon'ble President of India Smt. Droupadi Murmu Ji in #Odisha. Hope she had a pleasant visit and carried back rich memories of Odisha’s hospitality. @rashtrapatibhvn
Naveen Patnaik tweet media
English
101
264
2.3K
39.8K
Padmini Dian retweetledi
Naveen Patnaik
Naveen Patnaik@Naveen_Odisha·
Happy and relieved that all the workers trapped in #Uttarakhand's #SilkyaraTunnel have been rescued safely. Appreciate the dedication of the agencies, rescue teams and engineers involved in the marathon operation which facilitated the safe rescue of the 41 trapped workers including five workers from #Odisha.
English
101
323
2.7K
60.1K
Padmini Dian retweetledi
Naveen Patnaik
Naveen Patnaik@Naveen_Odisha·
ଲୋକଙ୍କ ହାତପାଆନ୍ତାରେ ଏବେ ମିଳିବ ବ୍ଯାଙ୍କ ସେବା। ଗ୍ରାମାଞ୍ଚଳରେ 'ଆମ ବ୍ୟାଙ୍କ' ସୁବିଧା ଦ୍ୱାରା ଆର୍ଥିକ କାରବାର ସହଜ ହେବା ସହ ଲୋକେ ହେବେ ଆହୁରି ସଶକ୍ତ। #AmaBank #OdishaOnTheMove
OR
52
214
865
28.7K
Padmini Dian retweetledi
Naveen Patnaik
Naveen Patnaik@Naveen_Odisha·
‘ଲକ୍ଷ୍ମୀ’ ବସ୍ ଯୋଗୁଁ ସମସ୍ତେ ସୁବିଧାରେ ନିଜ କାମରେ ବିଭିନ୍ନ ଜାଗାକୁ ଯାଇପାରିବେ। ଏହା ମାଧ୍ୟମରେ ସଭିଙ୍କ ଘରକୁ ମା’ ଲକ୍ଷ୍ମୀ ଆସିବେ। ଘରେ ଘରେ ଖୁସି ଓ ଆନନ୍ଦ ଆସିବ। ଗମନାଗମନ କ୍ଷେତ୍ରରେ ସୁବିଧା ଯୋଗାଇ ବିଭିନ୍ନ କାମରେ ‘ଲକ୍ଷ୍ମୀ’ ବସ୍ ସମସ୍ତଙ୍କ ସାରଥୀ ସାଜିବ। #GhareGhareLaxmi
Naveen Patnaik tweet mediaNaveen Patnaik tweet mediaNaveen Patnaik tweet media
OR
34
155
430
5.9K
Padmini Dian retweetledi
Naveen Patnaik
Naveen Patnaik@Naveen_Odisha·
ଲୋକମତକୁ ସମ୍ମାନ ଦେବା ମୋ ସରକାରର ହଲ୍‌ମାର୍କ। ଆମର ସବୁ ଯୋଜନା ଲୋକମତ ଆଧାରରେ କାର୍ଯ୍ୟକାରୀ ହେଉଛି। ‘ଲକ୍ଷ୍ମୀ’ ବସଠାରୁ ଆରମ୍ଭକରି ‘ଆମ ବ୍ୟାଙ୍କ’, ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଏବଂ ମଠ, ମନ୍ଦିର ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଟଙ୍କା ମଞ୍ଜୁରୀ, ସବୁ କାମ ଲୋକମାନଙ୍କର ପ୍ରସ୍ତାବ ଅନୁଯାୟୀ କରାଯାଇଛି।
Naveen Patnaik tweet mediaNaveen Patnaik tweet mediaNaveen Patnaik tweet media
OR
24
144
419
6.1K
Padmini Dian retweetledi
Naveen Patnaik
Naveen Patnaik@Naveen_Odisha·
ନବରଙ୍ଗପୁରରେ ଗମନାଗମନର ରୂପାନ୍ତରଣ। ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ସେବାର ଶୁଭାରମ୍ଭ କରି ମୁଁ ବହୁତ ଖୁସି। ‘ଲକ୍ଷ୍ମୀ’ ଯୋଜନାର ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ନବରଙ୍ଗପୁରର ପ୍ରତିଟି ଗାଁ ଏବେ ଯୋଡ଼ି ହୋଇଛି। ଏହାଦ୍ୱାରା ଗ୍ରାମାଞ୍ଚଳରେ ସାମାଜିକ ସମ୍ପର୍କ ମଜଭୁତ ହେବା ସହିତ ଅର୍ଥନୀତି ମଧ୍ୟ ଆହୁରି ସୁଦୃଢ ହେବ।
Naveen Patnaik tweet media
OR
71
207
730
16.9K
Padmini Dian retweetledi
Naveen Patnaik
Naveen Patnaik@Naveen_Odisha·
People with HIV/AIDS deserve to live a healthy and dignified life and contribute positively to society. On #WorldAIDSDay, restate commitment to ensure quality & affordable healthcare to affected people, eliminate discrimination and stigma related to the disease.
Naveen Patnaik tweet media
English
95
226
860
15.9K
Padmini Dian retweetledi
Naveen Patnaik
Naveen Patnaik@Naveen_Odisha·
ନବରଙ୍ଗପୁରର ବିକାଶରେ ସାମିଲ ହୋଇଛି 'ଲକ୍ଷ୍ମୀ', ତ୍ୱରାନ୍ୱିତ ହେଉଛି ଜିଲ୍ଲାର ପ୍ରଗତି। ଏବେ ଘର ପାଖକୁ ବସ୍ ଆସିବ, ପ୍ରତିଟି ଜୀବନରେ ଖୁସି ଓ ଆନନ୍ଦ ଖେଳିବ। #GhareGhareLaxmi
OR
102
223
914
20.3K
Padmini Dian retweetledi
CMO Odisha
CMO Odisha@CMO_Odisha·
ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ରାଜ୍ୟର ପ୍ରଗତି ସହ ଜନସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟର ପ୍ରସାର କ୍ଷେତ୍ରରେ ତାଙ୍କ ବହୁମୂଲ୍ୟ ଅବଦାନକୁ ମୁଖ୍ୟମନ୍ତ୍ରୀ ମନେ ପକାଇଛନ୍ତି।
CMO Odisha tweet mediaCMO Odisha tweet mediaCMO Odisha tweet media
OR
46
71
604
13.2K
Padmini Dian retweetledi
CMO Odisha
CMO Odisha@CMO_Odisha·
ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା #5T ନୀତିରେ କାର୍ଯ୍ୟକାରୀ କରାଯିବ। ଏଥିରେ ୧୧,୦୦୦ରୁ ଅଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ୫୦ ହଜାର ମାଛ ଚାଷୀ ଓ ୧ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ଉପକୃତ ହେବେ। ମତ୍ସ୍ୟଜୀବୀ ଓ ଗରିବ ଲୋକଙ୍କ କଲ୍ୟାଣ ପଇଁ ସରକାର କାମ କରୁଛନ୍ତି ଏବଂ ସମସ୍ତଙ୍କ ସାମାଜିକ ସୁରକ୍ଷା, ଖାଦ୍ୟ ସୁରକ୍ଷା, ରୋଜଗାର ଓ ପୁଷ୍ଟିକୁ ଅଧିକ ଗୁରୁତ୍ବ ଦେଇ ଅନେକ ପଦକ୍ଷେପ ନିଆଯାଉଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
CMO Odisha tweet media
OR
12
62
322
4.3K
Padmini Dian retweetledi
CMO Odisha
CMO Odisha@CMO_Odisha·
ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହ ରୋଜଗାର ସୁଯୋଗ ସୃଷ୍ଟି କରିବା ସହ ମା’ମାନଙ୍କୁ ସଶକ୍ତ କରିବା ଏବଂ ସର୍ବୋପରି ରାଜ୍ୟର ଆର୍ଥିକ ବିକାଶ କରିବା ହିଁ ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ। ମତ୍ସ୍ୟଜୀବୀ, ମତ୍ସ୍ୟଚାଷୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ଏହି ଯୋଜନାର ସୁଯୋଗ ନେଇ ନିଜର ଓ ରାଜ୍ୟର ସମୃଦ୍ଧିରେ ଯୋଗଦାନ ରଖିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। #Odisha
CMO Odisha tweet mediaCMO Odisha tweet media
OR
13
73
338
5.9K
Padmini Dian retweetledi
CMO Odisha
CMO Odisha@CMO_Odisha·
ବିଶ୍ବ ମତ୍ସ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ରାଜ୍ୟବାସୀଙ୍କ ପାଇଁ ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ମତ୍ସ୍ୟଜୀବୀମାନଙ୍କ ପାଇଁ ୧୬ଟି କାର୍ଯ୍ୟକ୍ରମ ରହିଛି ଏବଂ ଚଳିତବର୍ଷ ଏଥିପାଇଁ ₹୪୪୮ କୋଟି ଖର୍ଚ୍ଚ କରାଯିବ। #OdishaCaresForFarmers
CMO Odisha tweet media
OR
26
106
477
11.9K