Dr Dutee Chand Olympian
1.4K posts

Dr Dutee Chand Olympian
@DuteeChand
Fastest Woman of India | 100mtr | 11:17 secs Olympian international athletes Arjuna awarded 2020
KIIT,Bhubaneshwar, India Katılım Aralık 2013
262 Takip Edilen46.9K Takipçiler

Our DUTEECHAND SPORTS foundation Athletes PRATIK won gold in 200 mts with National Meet Record performance 21.24 sec .at junior national Athletic meet held at Bhubaneswar. Thanks to all odisha sports lovers Congratulations 🎊 #Pratik

English

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ। #RathaJatra #ରଥଯାତ୍ରା



OR

Many Many happy returns of the day happy birthday to you brother 🙏
#HappyBirthdaySir ଓଡ଼ିଶାର ପୂର୍ବ ତନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ବ୍ୟକ୍ତିଗତ ସଚିବ, ବରିଷ୍ଠ IAS ଅଫିସର 5T ର ମୁଖ୍ୟ Sri VK Pandian Sir ଙ୍କ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

OR

ଆଜି ନୂଆ ଦିଲ୍ଲୀର mirandahouse ରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତିକ TDEX TAK କାର୍ଯ୍ୟକ୍ରମ ରେ ଯୋଗ ଦେଇ ନିଜର ବ୍ୟକ୍ତିଗତ କ୍ରୀଡା ଜୀବନ ର ସଂଘର୍ଷପୂର୍ଣ୍ଣ କାହାଣୀ ଉପସ୍ଥାପନ କରିବା ସହିତ। ଆନ୍ତର୍ଜାତିକ TDEX TAK ଅନୁଷ୍ଠାନ କତୃପକ୍ଷ ଙ୍କ ହାତରୁ ସମ୍ବର୍ଦ୍ଧିତ ହୋଇଥିଲି।
@tedxspeaker
@Mirandahouse




OR

ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଜନ୍ମଦିନରେ ଅଶେଷ ଶୁଭକାମନା।ପ୍ରଭୁ ଜଗନ୍ନାଥଙ୍କୁ ଗୁହାରୀ ତାଙ୍କୁ ଦୀର୍ଘାୟୁ କରନ୍ତୁ ଏବଂ ଓଡ଼ିଆ ଲୋକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟରତ ରହିବାକୁ ଆହୁରି ଶକ୍ତି ପ୍ରଦାନ କରନ୍ତୁ।
@MohanMOdisha

OR





































