bdo gudari
170 posts

bdo gudari retweetledi
bdo gudari retweetledi

ଓଡ଼ିଆ ପକ୍ଷ ପାଳନ ଅବସରରେ ଗୁଡାରୀ ବ୍ଲକ ର ସମସ୍ତ ଗ୍ରାମପଞ୍ଚାୟତର ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀ ସଫେଇ ଅଭିଯାନ @ZP_Rayagada @DM_Rayagada @PRDeptOdisha @CMO_Odisha #SBM #odiapakhya




OR

ପଲ୍ଲୀ ରେ ପ୍ରଶାସନ ଏବଂ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର @ମଧୁବନ, ଗୁଡାରୀ ପଞ୍ଚାୟତ ସମିତି l.@DM_Rayagada @ZP_Rayagada @PRDeptOdisha @CMO_Odisha



OR

Celebration of CHAITI MOHASCHABA at Gudari Block on 12/12/2025 @ZP_Rayagada @DM_Rayagada @PRDeptOdisha @CMO_Odisha

Indonesia

ଚଇତି ମହୋତ୍ସବ 2025 ଅବସରରେ ଗୁଡ଼ାରୀ ବ୍ଲକର ବିଭିନ୍ନ କ୍ରୀଡ଼ା ଓ ଖେଳକୁଦ ପ୍ରତିଯୋଗିତାର କିଛି ଝଲକ @ZP_Rayagada @DM_Rayagada @PRDeptOdisha @CMO_Odisha




OR

Today Respected CDO-CUM-EO, ZP Rayagada visited Kadama GP area of Gudari Block . During the visit he supervised the progress of PMAY houses and other flagship programmes implemented in the Gram Panchayat @ZP_Rayagada @DM_Rayagada @PRDeptOdisha @CMO_Odisha




English
bdo gudari retweetledi

ଆମ ସରକାର ସର୍ବଦା ଓଡ଼ିଶାର ସର୍ବାଙ୍ଗୀନ ବିକାଶ ନିମନ୍ତେ ସମର୍ପିତ ଭାବରେ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ଗ୍ରାମୀଣ ଭିତ୍ତିଭୂମିକୁ ସଶକ୍ତ ଓ ସୁଦୃଢ଼ କରିବା ଦିଗରେ ଆଜିର ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଆଜି ରାଜ୍ୟବ୍ୟାପୀ ୪୭୧ ଟି ନୂଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଯାଉଛି, ଯାହା ଆମ ଲୋକଙ୍କୁ ସମ୍ମାନ, ସୁବିଧା ଓ ସମାଧାନ ଯୋଗାଇବାରେ 'ସେବାର ନୂଆ ମନ୍ଦିର' ହେବ ଏବଂ ଏକ 'ଓ୍ଵାନ୍ ଷ୍ଟପ୍ ସର୍ଭିସ୍ ସେଣ୍ଟର' ଭାବରେ କାର୍ଯ୍ୟ କରି ଶାସନ ଅପେକ୍ଷା ସେବାକୁ ଅଧିକ ପ୍ରାଧାନ୍ୟ ଦେବ।
ଆମର ଆର୍ଥିକ ଅନଗ୍ରସର ଓ ଉପେକ୍ଷିତ ଭାଇ ଓ ଭଉଣୀମାନଙ୍କୁ ଏକ ସୁରକ୍ଷିତ ଓ ମର୍ଯ୍ୟାଦାପୂର୍ଣ୍ଣ ଆଶ୍ରୟସ୍ଥଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ଅବସରରେ, ଆମେ ଅନ୍ତ୍ୟୋଦୟ ଗୃହ ଯୋଜନାର ୪୮,୬୯୩ ଜଣ ହିତାଧିକାରୀଙ୍କୁ ଏକକାଳୀନ ପ୍ରଥମ କିସ୍ତି ମଧ୍ୟ ବଣ୍ଟନ କରିବାକୁ ଯାଉଛୁ।
ଏହି ପଦକ୍ଷେପଗୁଡ଼ିକ ଗ୍ରାମାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବ ।
#SamruddhaOdisha #VikshitOdisha #Lokankasarakar
OR




