The Juggernauts • ଦ ଜଗର୍ନଟ୍ସ୍ ☸️

8.7K posts

The Juggernauts • ଦ ଜଗର୍ନଟ୍ସ୍ ☸️ banner
The Juggernauts • ଦ ଜଗର୍ନଟ୍ସ୍ ☸️

The Juggernauts • ଦ ଜଗର୍ନଟ୍ସ୍ ☸️

@JuggernautsOFC

ଓଡ଼ିଶା ଫୁଟବଲ୍ କ୍ଲବ୍‌ର ସ୍ଵୀକୃତିପ୍ରାପ୍ତ ପ୍ରଶଂସକ ଦଳ • #COYJ 💜 Supporters Army of @OdishaFC & @OdishaFCW Grassroots • Charity • Recreation • Arts • #ଆମଟିମ୍ଆମଗେମ୍

Kalinga Stadium, Bhubaneswar Katılım Eylül 2019
233 Takip Edilen2.9K Takipçiler
Sabitlenmiş Tweet
The Juggernauts • ଦ ଜଗର୍ନଟ୍ସ୍ ☸️
111 Matches. 60 Goals. 19 Assists. Kalinga Super Cup 2023 Winner. ISL 2022-23 Golden Boot Winner. Diego, you weren’t just a player for us, you were our savior, our warrior, our Drogbinha. Every time the team was down, you rose.
The Juggernauts • ଦ ଜଗର୍ନଟ୍ସ୍ ☸️ tweet media
English
1
11
80
4K
The Juggernauts • ଦ ଜଗର୍ନଟ୍ସ୍ ☸️
'ମା' କେବଳ ଏକ ସମ୍ବୋଧନ ନୁହେଁ, ସେ ହେଉଛନ୍ତି ଶକ୍ତି, ସଂସ୍କାର ଏବଂ ସମାଜ ଗଠନର ଅକ୍ଷୟ ଆଧାର। ମା'ର ମମତା ଅମୂଲ ମୂଲ, ମା' ଅଟେ ସ୍ନେହ ଓ ଶ୍ରଦ୍ଧାର ସାଗର। ସମସ୍ତ ମାଆମାନଙ୍କୁ ମାତୃ ଦିବସର ଅନେକ ଶୁଭେଚ୍ଛା। ❤️❤️ #HappyMothersDay
The Juggernauts • ଦ ଜଗର୍ନଟ୍ସ୍ ☸️ tweet media
OR
0
1
7
69
The Juggernauts • ଦ ଜଗର୍ନଟ୍ସ୍ ☸️ retweetledi
Indian Super League
Indian Super League@IndSuperLeague·
Anuj Kumar stood stubborn in the Juggernauts' goal to deny Bengaluru FC a way through in #OFCBFC. 🧤 Watch #ISL12 live on @fancode. 💻 #AmaTeamAmaGame
English
0
2
24
1.2K
The Juggernauts • ଦ ଜଗର୍ନଟ୍ସ୍ ☸️ retweetledi
Indian Super League
Indian Super League@IndSuperLeague·
A team yet to win at home up against one that's yet to taste defeat on their travels! ⚔️ Can the Juggernauts halt @bengalurufc's run on the road? 💪 Watch #OFCBFC LIVE on @FanCode, 7:30 PM onwards. 💻 #ISL12
Indian Super League tweet media
English
0
1
12
686
The Juggernauts • ଦ ଜଗର୍ନଟ୍ସ୍ ☸️ retweetledi
Indian Super League
Indian Super League@IndSuperLeague·
The Juggernauts host the Blues in the beach city! ⚔️ Odisha FC take on Bengaluru FC with both sides aiming to climb places on the #ISL12 table. 📈 Watch #OFCBFC live on @fancode, at 7:30 PM. 💻 #AmaTeamAmaGame #WeAreBFC
Indian Super League tweet media
English
0
2
24
768
The Juggernauts • ଦ ଜଗର୍ନଟ୍ସ୍ ☸️ retweetledi
Indian Super League
Indian Super League@IndSuperLeague·
Four gameweeks left to play, and #ISL12 is hotting up! 🔥 The Blasters welcome the Juggernauts as we head into the final stretch. #KBFCOFC
Indian Super League tweet mediaIndian Super League tweet mediaIndian Super League tweet media
English
0
3
35
1.2K
The Juggernauts • ଦ ଜଗର୍ନଟ୍ସ୍ ☸️
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ଚଳିତ ବର୍ଷର ଅଖିମୁଠି ଅନୁକୂଳ ସଭିଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣିଦେଉ। #AkshayaTritiya
The Juggernauts • ଦ ଜଗର୍ନଟ୍ସ୍ ☸️ tweet media
OR
0
3
13
89
The Juggernauts • ଦ ଜଗର୍ନଟ୍ସ୍ ☸️
ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀର ହାର୍ଦ୍ଦିକ ଶୁଭେଚ୍ଛା | ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସଭିଙ୍କ ଜୀବନକୁ ସୁଖ ଓ ସମୃଦ୍ଧିରେ ଭରିଦେଉ।ସଙ୍କଟ ମୋଚନ ବୀର ହନୁମାନଙ୍କ କୃପାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ। ଜୟ ଜଗନ୍ନାଥ | ଜୟ ହନୁମାନ | 🙏🏻🙏🏻 #panasankranti #hanumanjayanti
The Juggernauts • ଦ ଜଗର୍ନଟ୍ସ୍ ☸️ tweet mediaThe Juggernauts • ଦ ଜଗର୍ନଟ୍ସ୍ ☸️ tweet media
OR
1
6
20
224
The Juggernauts • ଦ ଜଗର୍ନଟ୍ସ୍ ☸️
ସବୁଜ ସୁନ୍ଦର ଆମ ରାଜଧାନୀ ଭୁବନେଶ୍ୱର। ମନ୍ଦିରମାଳିନୀ ସହର ଭୁବନେଶ୍ୱରର ପ୍ରାଚୀନ ଐତିହ୍ୟ, ସମୃଦ୍ଧ ସଂସ୍କୃତି ଓ ଆଧୁନିକ ସ୍ଥାପତ୍ୟ ଓଡ଼ିଶାର ପରିଚୟକୁ ଋଦ୍ଧିମନ୍ତ କରିଛି। ୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ରାଜ୍ୟବାସୀ ଓ ବିଶେଷ କରି ଭୁବନେଶ୍ୱରବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। #Bhubaneswar
The Juggernauts • ଦ ଜଗର୍ନଟ୍ସ୍ ☸️ tweet media
OR
0
3
17
135