Krushna ch. Pradhan
1.1K posts

Krushna ch. Pradhan
@KrushnaPra8558
Dil hai Hindustani 🇮🇳 Khoon hai Congressi ✋🏻 Die heart fan of @rahulgandhi 🤍❤️🔥 Raga's babber Sher 💪🏻 Nafrat ki bazaar mein mohabbat ki dokan 🫰🏻
Katılım Kasım 2023
102 Takip Edilen19 Takipçiler

ଅଖିଳ ଭାରତୀୟ ଯୁବ କଂଗ୍ରେସର ପ୍ରଭାରୀ ଶ୍ରୀ @ManishSharmaIYC ନେତୃତ୍ୱରେ ଆଜି ତୃତୀୟ ଦିବସରେ ସିଜିମାଳୀ ଠାରେ ଯୁବ କଂଗ୍ରେସ ପକ୍ଷରୁ ଆଦିବାସୀ ସଂଘର୍ଷ ଯାତ୍ରାର କାର୍ଯ୍ୟକ୍ରମ ଆରମ୍ଭ।




OR

'ସିଜିମାଳି ଆଦିବାସୀ ସଂଘର୍ଷ ଯାତ୍ରା'ର ତୃତୀୟ ଦିନରେ ରାଷ୍ଟ୍ରୀୟ ଯୁବ କଂଗ୍ରେସ ପ୍ରଭାରୀ ଶ୍ରୀ @ManishSharmaIYC ଜି ଆଦିବାସୀ ସମ୍ପ୍ରଦାୟ ସହିତ କାନ୍ଧକୁ କାନ୍ଧ ମିଶାଇ ଠିଆ ହୋଇଥିଲେ ଏବଂ କର୍ପୋରେଟ୍ ଲୁଟ୍ ଏବଂ ସରକାରୀ ଦମନ ବିରୁଦ୍ଧରେ ସ୍ୱର ଉଠାଇଥିଲେ। ✊🏻🌿




OR

ଏହି କୁନି ଝିଅର ଉଜ୍ୱଳ ଭବିଷ୍ୟତ ପାଇଁ ଆଜି ଯୁବ କଂଗ୍ରେସ ର କର୍ମୀ ମାନେ ଲଢେଇ ଜାରି ରଖିଛନ୍ତି । ନା ଖରା କୁ ଖାତିର ଅଛି ନା ବର୍ଷା କୁ ।
#ସିଜିମାଳୀ_ସଂଘର୍ଷ_ଯାତ୍ରା
#Sijimali
📍ସିଜିମାଳୀ, ଓଡିଶା, କୋରାପୁଟ

OR

45° ତାପମାତ୍ରା ଏବଂ ବିଜେପି ସରକାର ଉଭୟଙ୍କ ଉପରେ IYC ଅଧ୍ୟକ୍ଷ Uday Bhanu Chib ଙ୍କ ନେତୃତ୍ୱରେ ହେଉଥିବା ଯୁବ କଂଗ୍ରେସର ଆଦିବାସୀ ସଂଘର୍ଷ ଯାତ୍ରା ଭାରି ପଡୁଛି।
📍ସିଜିମାଳୀ,ରାୟଗଡା,ଓଡିଶା
#Sijimali




OR

ନିଜ ମାତୃଭୂମି,ନିଜ ଅସ୍ତିତ୍ୱ ଏବଂ ନିଜ ପରିଚୟକୁ ବଞ୍ଚାଇବାକୁ IYC ରାଷ୍ଟ୍ରୀୟ ଅଧକ୍ଷ @UdayBhanuIYC ଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ପକ୍ଷରୁ ହେଉଥିବା ଆଦିବାସୀ ସଙ୍ଘର୍ଷ ଯାତ୍ରାରେ ଯୁବ କଂଗ୍ରେସ ସହ ଯୋଡି ହେଲେ ସିଜିମାଳୀର ଶତାଧିକ ଆଦିବାସୀ ଭାଇ ଏବଂ ଭଉଣୀ ମାନେ।
📍ସିଜିମାଳୀ, ଓଡିଶା, ରାୟଗଡା




OR

































