Dr. Lopamudra Baxipatra

5.7K posts

Dr. Lopamudra Baxipatra banner
Dr. Lopamudra Baxipatra

Dr. Lopamudra Baxipatra

@LopaBaxipatra

State General Secretary, BJD.

Bhubaneshwar, India Katılım Ağustos 2020
58 Takip Edilen946 Takipçiler
Dr. Lopamudra Baxipatra
Dr. Lopamudra Baxipatra@LopaBaxipatra·
The BJP Government is trying to claim credit for a project initiated during the BJD regime. The so-called re-inauguration of the JSW Steel Plant appears to be a deliberate attempt to mislead the people of Odisha.
English
0
0
0
38
Dr. Lopamudra Baxipatra
Dr. Lopamudra Baxipatra@LopaBaxipatra·
How can the Chief Minister lay the foundation stone again for a project that was already inaugurated by former Chief Minister Shri @Naveen_Odisha in 2024?
Dr. Lopamudra Baxipatra tweet mediaDr. Lopamudra Baxipatra tweet media
English
1
0
2
36
Dr. Lopamudra Baxipatra retweetledi
Biju Janata Dal
Biju Janata Dal@bjd_odisha·
ଜେଏସଡବ୍ଲୁ ପ୍ଲାଣ୍ଟ ପୁନଃ ଶିଳାନ୍ୟାସ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ସରକାର। ନବୀନ ସରକାର ଅମଳରେ ଜେଏସଡବ୍ଲୁ ପ୍ଲାଣ୍ଟର ଶୁଭାରମ୍ଭ ହୋଇସାରିଛି। ବିଜେପି ସରକାର ଅମଳରେ କେତେ ପୁଞ୍ଜି ନିବେଶ ଆସିଛି ତଥ୍ୟ ରଖନ୍ତୁ। ଶିଳ୍ପର ବିକାଶ ନାଁରେ ଶିଳ୍ପମନ୍ତ୍ରୀଙ୍କ ବିକାଶ ଅଧିକ ହେଉଛି। ରାଜ୍ୟରେ ବିଗିଡ଼ି ଯାଇଥିବା ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁଁ ଶିଳ୍ପ ସଂସ୍ଥାମାନେ ମୁହଁ ଫେରାଉଛନ୍ତି। #FailedBJP #ରଙ୍ଗମରାସରକାର #BJPAntiOdisha #ହଟାଅବିଜେପି #JababMaguchiOdisha
Biju Janata Dal tweet mediaBiju Janata Dal tweet media
OR
3
63
155
1.3K
Dr. Lopamudra Baxipatra retweetledi
Biju Janata Dal
Biju Janata Dal@bjd_odisha·
ବଢୁଥିବା ମହିଳା ହିଂସା ବିଜେପିର ନାରୀ ବିରୋଧୀ ମୁଖା ଉପରୁ ପରଦା ହଟାଇଛି। 'ନାରୀ ଅଧିକାର ଅଭିଯାନ'ରେ କୋରେଇର ମା'ମାନେ ବିଜେପି ସରକାର ବିରୋଧରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଛନ୍ତି। #NariAdhikarAbhijan #Korei #BJDWithWomen #BJPAntiWomen #BJPAntiOdisha #ହଟାଅବିଜେପି
Biju Janata Dal tweet mediaBiju Janata Dal tweet mediaBiju Janata Dal tweet media
OR
3
59
139
620
Dr. Lopamudra Baxipatra retweetledi
Biju Janata Dal
Biju Janata Dal@bjd_odisha·
ନାରୀ ନିର୍ଯାତନା ବନ୍ଦ କର, ସଂରକ୍ଷଣ ନାଁରେ ଭୁଆଁ ବୁଲାଇବା ଚଳିବ ନାହିଁ। ବାରବାଟି କଟକରେ 'ନାରୀ ଅଧିକାର ଅଭିଯାନ'ରେ ମା'ମାନେ ଦେଇଛନ୍ତି ରଣହୁଙ୍କାର। ସାରା ଓଡ଼ିଶାରେ ଶୁଭୁଛି ଗୋଟିଏ ସ୍ଵର, ପୁଣି ଦରକାର ନବୀନ ସରକାର। #NariAdhikarAbhijan #CuttackBarabati #BJDWithWomen #BJPAntiWomen #BJPAntiOdisha #ହଟାଅବିଜେପି
Biju Janata Dal tweet mediaBiju Janata Dal tweet media
OR
2
62
130
632
Dr. Lopamudra Baxipatra
Dr. Lopamudra Baxipatra@LopaBaxipatra·
ଅନ୍ୟ ରାଜ୍ୟରେ ଏହି ବ୍ୟବସ୍ଥା ଥିବାବେଳେ ଓଡ଼ିଶାରେ ମା ମାନଙ୍କ ପ୍ରତି ଏ ଅନ୍ୟାୟ କାହିଁକି ?
OR
0
0
0
16
Dr. Lopamudra Baxipatra
Dr. Lopamudra Baxipatra@LopaBaxipatra·
୧୦୮ ଜନନୀ ଏକ୍ସପ୍ରେସକୁ ମୁହଁ ମୋଡିଲେଣି ପ୍ରସୂତି! ମାସକରେ ପ୍ରାୟ ୨୩% ବ୍ୟବହାର ହେଉଛି ଜନନୀ ଏକ୍ସପ୍ରେସ । ପୂର୍ବରୁ ପ୍ରସୂତି ଓ ଶିଶୁଙ୍କ ପାଇଁ ଆମ୍ବୁଲାନ୍ସରେ ଘରକୁ ଫେରିବାର ବ୍ୟବସ୍ଥା ଥିଲା କିନ୍ତୁ ବର୍ତ୍ତମାନ କେବଳ ହସ୍ପିଟାଲକୁ ଯିବା ସୁବିଧା ରହିଛି ।
Dr. Lopamudra Baxipatra tweet media
OR
1
0
2
74
Dr. Lopamudra Baxipatra retweetledi
Biju Janata Dal
Biju Janata Dal@bjd_odisha·
ଡବଲ୍ ଇଞ୍ଜିନ୍ = ଡବଲ୍ ଦରବୃଦ୍ଧି। ବିଜେପି ସରକାରର ଜନବିରୋଧୀ ନୀତି ବିରୋଧରେ ଅନୁଗୋଳରେ ବିଜେଡିର ବିକ୍ଷୋଭ। ବିଜେପି ସରକାରରେ ସାଧାରଣ ଜନତା ହନ୍ତସନ୍ତ। ପେଟ୍ରୋଲ, ଡିଜେଲ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ଅନୁଗୋଳ ଜିଲ୍ଲା ପକ୍ଷରୁ ଏକ ବିଶାଳ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। #PetrolCrisis #Angul #BJDWithOdisha #BJPAntiPeople #ହଟାଅବିଜେପି #JababMaguchiOdisha
Biju Janata Dal tweet mediaBiju Janata Dal tweet mediaBiju Janata Dal tweet media
OR
4
64
139
663
Dr. Lopamudra Baxipatra retweetledi
Naveen Patnaik
Naveen Patnaik@Naveen_Odisha·
କଳାହାଣ୍ଡିରେ ପାଇଖାନା ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ୬ଜଣ ଶ୍ରମିକ ପ୍ରାଣ ହରାଇଥିବା ବିଷୟରେ ଜାଣି ମୁଁ ଦୁଃଖିତ ଓ ମର୍ମାହତ। ସମସ୍ତ ଶ୍ରମିକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।
OR
20
108
430
6.8K
Dr. Lopamudra Baxipatra retweetledi
Naveen Patnaik
Naveen Patnaik@Naveen_Odisha·
ବିଜୁ ଜନତା ଦଳର ଆଇନଜୀବୀ ସାମ୍ମୁଖ୍ୟର ସଦସ୍ୟମାନଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କଲି। ଲୋକଙ୍କ ସ୍ୱାର୍ଥ ଓ ସମସ୍ୟାକୁ ଅଗ୍ରାଧିକାର ଦେଇ ସମାଧାନ କରିବାକୁ ଆହ୍ୱାନ କଲି। #BJDWithOdisha
OR
44
150
683
11.8K
Dr. Lopamudra Baxipatra retweetledi
Biju Janata Dal
Biju Janata Dal@bjd_odisha·
ମହିଳା ସଂରକ୍ଷଣରେ ବିଜେପିର ଷଡ଼ଯନ୍ତ୍ର ଚଳିବ ନାହିଁ, ଓଡ଼ିଶାର ନାରୀ ଶକ୍ତି କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଜୁନାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ 'ନାରୀ ଅଧିକାର ଅଭିଯାନ'ରେ ବିଶାଳ ଗଣବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। #NariAdhikarAbhijan #Junagarh #BJDWithWomen #BJPAntiWomen #BJPAntiOdisha #ହଟାଅବିଜେପି
Biju Janata Dal tweet media
OR
2
74
201
624
Dr. Lopamudra Baxipatra
Dr. Lopamudra Baxipatra@LopaBaxipatra·
ସମଗ୍ର ରାଜ୍ୟରେ 'ନାରୀ ଅଧିକାର ଅଭିଯାନ'ରେ ଜୋରଦାର ପ୍ରତିବାଦ କରୁଛନ୍ତି ମହିଳା । ପେଟ୍ରୋଲ, ଡିଜେଲ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ନାରୀ ନିର୍ଯ୍ୟାତନା ତଥା ବିଜେପି ସରକାରର ଛଳନା ବିରୋଧରେ ଜୋରଦାର ହେଉଛି ବିଜେଡିର 'ନାରୀ ଅଧିକାର ଅଭିଯାନ'।
Dr. Lopamudra Baxipatra tweet mediaDr. Lopamudra Baxipatra tweet mediaDr. Lopamudra Baxipatra tweet mediaDr. Lopamudra Baxipatra tweet media
OR
0
0
3
27
Dr. Lopamudra Baxipatra retweetledi
Biju Janata Dal
Biju Janata Dal@bjd_odisha·
ମହିଳା ସଂରକ୍ଷଣ ବିଲ୍ ୨୦୨୩ରୁ ହେଲାଣି ପାରିତ, ଡିଲିମିଟେସନ୍ ବିଲ୍ ସହ କାହିଁକି ଯୋଡ଼ି ଥିଲା କହୁ ବିଜେପି ସରକାର। ଉମରକୋଟରେ ମହିଳା ମାଗିଲେ ଜବାବ। ବିଜେପି ସରକାରର ଛଳନା ବିରୋଧରେ ଜୋରଦାର ହେଉଛି ବିଜେଡିର 'ନାରୀ ଅଧିକାର ଅଭିଯାନ'। #NariAdhikarAbhijan #Umerkote #BJDWithWomen #BJPAntiWomen #BJPAntiOdisha #ହଟାଅବିଜେପି
Biju Janata Dal tweet mediaBiju Janata Dal tweet mediaBiju Janata Dal tweet mediaBiju Janata Dal tweet media
OR
5
57
102
750
Dr. Lopamudra Baxipatra
Dr. Lopamudra Baxipatra@LopaBaxipatra·
ଅସୁସ୍ଥ ଶିଶୁ ଓ ନବଜାତମାନେ ଅସହ୍ୟ ଗରମରେ ଛଟପଟ ହେଉଥିବାବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପ୍ରତିଷ୍ଠାନରେ ଜରୁରୀକାଳୀନ ପରିସ୍ଥିତି ପାଇଁ କାହିଁକି ବ୍ୟାକଅପ୍ ବିଦ୍ୟୁତ୍ ବ୍ୟବସ୍ଥା ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି ।
OR
0
0
0
8
Dr. Lopamudra Baxipatra
Dr. Lopamudra Baxipatra@LopaBaxipatra·
ରାଜ୍ୟର ଏକମାତ୍ର ସ୍ୱତନ୍ତ୍ର ଶିଶୁ ଚିକିତ୍ସାଳୟ, ଶିଶୁ ଭବନରେ ବିଦ୍ୟୁତ କାଟ ଯୋଗୁଁ ନବଜାତ ଶିଶୁ ରୋଗୀମାନେ ପ୍ରାୟ ୩୦ ମିନିଟ ଧରି ଅନ୍ଧାରରେ ରହିବା ସ୍ୱାସ୍ଥ୍ୟ ବିଭାଗର ଅବହେଳା ଓ ଅପାରଗତାକୁ ପଦାରେ ପକାଇଛି ।
Dr. Lopamudra Baxipatra tweet media
OR
1
0
2
17
Dr. Lopamudra Baxipatra retweetledi
Biju Janata Dal
Biju Janata Dal@bjd_odisha·
ମା'ଙ୍କ ଅଧିକାର ପାଇଁ ସାଲେପୁର ମାଟି ଦେଲା ସଂଗ୍ରାମର ଡାକରା। ମହିଳା ନିର୍ଯାତନା ବଢୁଛି, ମା'ମାନଙ୍କ ହକ୍ ବିଜେପି ଛଡ଼ାଇ ନେଉଛି। ସାଲେପୁରରେ ବିଜୁ ଜନତା ଦଳର 'ନାରୀ ଅଧିକାର ଅଭିଯାନ'ରେ ଜୋରଦାର ହୋଇଛି ପ୍ରତିବାଦ। #NariAdhikarAbhijan #Salepur #BJDWithWomen #BJPAntiWomen #BJPAntiOdisha #ହଟାଅବିଜେପି
Biju Janata Dal tweet mediaBiju Janata Dal tweet mediaBiju Janata Dal tweet mediaBiju Janata Dal tweet media
OR
2
68
125
433
Dr. Lopamudra Baxipatra retweetledi
Naveen Patnaik
Naveen Patnaik@Naveen_Odisha·
ବ୍ରହ୍ମପୁର ବଡ଼ବଜାର ସ୍ଥିତ ଅମ୍ବିକା ନଗରରେ ରାସ୍ତା ଉପରେ ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ କଟୁରୀରେ ନିର୍ମମ ଭାବେ ଆକ୍ରମଣର ଦୃଶ୍ୟ ଅତ୍ୟନ୍ତ ବିଚଳିତ କରିବା ପରି। ଏଇ କିଛି ଦିନ ତଳେ ବ୍ରହ୍ମପୁରରେ ଜଣେ ଯୁବକ ଓ ଯୁବତୀଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣ ମନରୁ ନ ଲିଭୁଣୁ ପୁଣି ଏପରି ନାରକୀୟ କାଣ୍ଡ ଓଡ଼ିଶାବାସୀଙ୍କୁ ଆତଙ୍କିତ କରିଛି। ସାରା ଓଡ଼ିଶାରେ ଗୁଣ୍ଡାରାଜ୍, ଚାରିଆଡ଼େ ଭୟର ବାତାବରଣ। ପୋଲିସ ଏନକାଉଣ୍ଟରର ଧମକ ଦେବା ପରେ ବି ଅପରାଧୀ ଭୟଶୂନ୍ୟ ହୋଇ ରାଜରାସ୍ତାରେ ଅପରାଧ ଘଟାଇବା ଶାସନ ବ୍ୟବସ୍ଥାର ଅପାରଗତାକୁ ଦର୍ଶାଉଛି। ସ୍ଥିତି ହାତରୁ ଖସିଯିବା ଆଗରୁ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ତଥା ଆଇନର ଶାସନ ବଜାୟ ରଖିବା ପାଇଁ ବଡ଼ ବଡ଼ ଭାଷଣ ଛାଡ଼ି ସରକାର ସଜାଗ ହୁଅନ୍ତୁ। #Ganjam #Odisha
OR
49
192
826
17.2K
Dr. Lopamudra Baxipatra retweetledi
Naveen Patnaik
Naveen Patnaik@Naveen_Odisha·
ନିର୍ବାଚିତ ଜନପ୍ରତିନିଧିଙ୍କ ଉପରେ ରାଜରାସ୍ତାରେ ଆକ୍ରମଣ ହେଉଛି, ରାଜ୍ୟର ଆଇନଶୃଙ୍ଖଳା ଆଉ କେତେ ବିପର୍ଯ୍ୟସ୍ତ ହେବ? ତିଗିରିଆ ପଞ୍ଚାୟତ ସମିତି ବୈଠକକୁ ଯାଉଥିବା ସମୟରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଆଠଗଡ଼ର ବିଧାୟକ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପରେ ବିଜେପି ସମର୍ଥିତ ଗୁଣ୍ଡାଙ୍କ ଦ୍ଵାରା ସର୍ବସମ୍ମୁଖରେ ହୋଇଥିବା ଆକ୍ରମଣ ଗଣତନ୍ତ୍ରରେ କଦାପି ଶୋଭନୀୟ ନୁହେଁ। ଲୋକଙ୍କ ଦ୍ଵାରା ନିର୍ବାଚିତ ପ୍ରତିନିଧି ନିଜ ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବା ସମୟରେ ଯଦି ରାଜରାସ୍ତାରେ ଗୁଣ୍ଡାରାଜର ଶିକାର ହେଉଛନ୍ତି, ତେବେ ସାଧାରଣ ଜନତାଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଦୁର୍ବୃତ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଓଡ଼ିଶାର ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତୁ। #Odisha
Naveen Patnaik tweet media
OR
35
120
332
8.7K
Dr. Lopamudra Baxipatra retweetledi
Naveen Patnaik
Naveen Patnaik@Naveen_Odisha·
ଗଞ୍ଜାମ ଲଡ଼କାପଲ୍ଲୀ ଛକରେ ବସ ଓ ଅଟୋ ଭିତରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୬ଜଣଙ୍କ ପ୍ରାଣହାନୀ ହେବା ସହ ଅନେକ ଆହତ ହୋଇଥିବା ଜାଣି ମୁଁ ଦୁଃଖିତ ଓ ମର୍ମାହତ। ମୃତକଙ୍କ ଅମର ଆତ୍ମାର ସଦଗତି ସହ ସମସ୍ତ ଆହତଙ୍କ ଉତ୍ତମ ଚିକିତ୍ସା ଓ ଆଶୁଆରୋଗ୍ୟ କାମନା କରୁଛି। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। #Ganjam
OR
23
98
358
7.5K