Makaranda Muduli

514 posts

Makaranda Muduli banner
Makaranda Muduli

Makaranda Muduli

@MakarandaMuduli

Independent MLA, Rayagada, Odisha, Social Activist and Advocate-Orissa High court.

Bhubaneshwar, India Katılım Nisan 2020
81 Takip Edilen245 Takipçiler
Makaranda Muduli
Makaranda Muduli@MakarandaMuduli·
୭୮ତମ ସ୍ଵାଧୀନତା ଦିବସ ପାଳନ ଅବସରରେ, ସମସ୍ତଙ୍କୁ ଶୁଭେଚ୍ଛା ! ଆଜି ଆଦିବାସୀ ସାମାଜ କାଶୀପୁର ବ୍ଲକ ଦ୍ଵାରା ତୋଟାଗୁଡା ଛୋକ ଠାରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।ଏହି ପବିତ୍ର ଦିବସରେ ଆମେ ସାମ୍ବିଧାନିକ ସେବାର ପ୍ରତିବଦ୍ଧତା ଦ୍ୱାରା ଆମ ଦେଶକୁ ଉନ୍ନତ କରିବା ପାଇଁ ପ୍ରେରିତ ହେବା।ଜୟ ଭାରତ,ଜୟ ଗାନ୍ଧି,ଆମ୍ବେଦକର
Makaranda Muduli tweet mediaMakaranda Muduli tweet mediaMakaranda Muduli tweet media
OR
0
0
0
17
Makaranda Muduli
Makaranda Muduli@MakarandaMuduli·
ବିଶ୍ବ ଆଦିବାସୀ ଦିବସ ଶରିଶ ପଦର ଛୋକ ଠାରେ ପାଳିତ ହୋଇଯାଇଛି, ଏଥିରେ ଆପଣଙ୍କର ଅସାଧାରଣ ଶ୍ରମ ଏବଂ ସହଯୋଗକୁ ଧନ୍ୟବାଦ। ଆପଣଙ୍କର କର୍ମ କାରଣରେ ଆଜି ଏହି ମହାନ ଆଦିବାସୀ ପର୍ବ ଶ୍ରେଷ୍ଠ ଓ ସଫଳ ହୋଇପାରିଛି।
OR
0
0
0
15
Makaranda Muduli
Makaranda Muduli@MakarandaMuduli·
ଆପଣମାନେ #QR_Code କୁ ସ୍କାନ୍ କରି #ମାରାଥନ୍ ରେ ଯୋଗଦେବା ପାଇଁ ରେଜଷ୍ଟ୍ରେସନ୍ କରନ୍ତୁ I ମୁଁ ଆଶା କରୁଛି ଏହି #ADIRUN-2023 କୁ ବ୍ୟାପକ ସଫଳ କରିବା ପାଇଁ ଅଧିକରୁ ଅଧିକ ସଂଖ୍ୟକ ଆଦବାସୀ ଭାଈ ଓ ଭଉଣୀ ମାନେ ଯୋଗଦେବେ I
OR
0
0
0
105
Makaranda Muduli
Makaranda Muduli@MakarandaMuduli·
ରାୟଗଡ଼ା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ-ଟୁନୀ ହୁଇକା, ପୌରପରିଷଦ ଅଧ୍ୟକ୍ଷ ଶ୍ରୀ ମହେଶ ପଟ୍ଟନାୟକ ଏବଂ ଜିଲ୍ଲା ପ୍ରଶାସନ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ I
OR
0
0
0
48
Makaranda Muduli
Makaranda Muduli@MakarandaMuduli·
ଆଜି ରାୟଗଡ଼ା ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ-୨୦୨୩ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝୀ, ବି.ଏସ୍.କେ.ୱାଇ ଉପଦେଷ୍ଟା ଶ୍ରୀ-ସୁଧୀର ଦାସ,
Makaranda Muduli tweet mediaMakaranda Muduli tweet mediaMakaranda Muduli tweet media
OR
1
0
0
79
Makaranda Muduli
Makaranda Muduli@MakarandaMuduli·
, କର୍ମୀ ଏବଂ ଅଞ୍ଚଳର ବୁଦ୍ଧିଜୀବି ଉପସ୍ଥିତ ରହି ଭୂମି ପୂଜା କାର୍ଯ୍ୟକ୍ରମ କୁ ସଫଳ କରିଥିଲେ I
OR
0
0
0
50
Makaranda Muduli
Makaranda Muduli@MakarandaMuduli·
ମା ମୂତ୍ୟାଲୁମା ଙ୍କ ନୂତନ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜା ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରାକା, ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝୀ, SDC, ରାୟଗଡ଼ ଜିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ ଅନୁସୁୟା ମାଝୀ, ବିଜେଡ଼ି ଟାଣୁଆ ନେତା ଶ୍ରୀ ୟେଳା କଣ୍ଡା ବାବୁ, ଦେବାଶିଷ ବାବୁ ଏବଂ ଅନ୍ୟାନ୍ୟ ନେତା’
Makaranda Muduli tweet mediaMakaranda Muduli tweet mediaMakaranda Muduli tweet mediaMakaranda Muduli tweet media
OR
1
1
1
710
Makaranda Muduli
Makaranda Muduli@MakarandaMuduli·
ମୁଁ ଅତ୍ୟନ୍ତ ଦୁଃଖିତ ପୂର୍ବତନ ବାଚସ୍ପତି ତଥା ବି.ଜେ.ଡି ବରିଷ୍ଟ ନେତା ଶ୍ରୀଯୁକ୍ତ ସୂର୍ଯ୍ୟ ପାତ୍ର ଙ୍କ ଦେହାନ୍ତ ଖବର ପାଇ I ଈଶ୍ୱର ଅମର ଆତ୍ମା କୁ ଶାନ୍ତି ଦିଅନ୍ତୁ ଏବଂ ଭାଙ୍ଗି ପଡ଼ିଥିବା ପରିବାର ର ସଦସ୍ୟଙ୍କୁ ସାହାସ ଓ ଶକ୍ତି ଦିଅନ୍ତୁ I
Makaranda Muduli tweet media
OR
0
0
1
40
Makaranda Muduli
Makaranda Muduli@MakarandaMuduli·
ଆଜି ଆମ ଜିଲ୍ଲା ରାୟଗଡ଼ାର ୭୭ ତମ ଜିଲ୍ଲା ପରିଷଦ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ରାୟଗଡ଼ା ଠାରେ ଅନୁଷ୍ଠିତ ହୋଇଯାଇଅଛି I ଏହି ବୈଠକରେ ଯୋଗଦେଇ ମୋ ମତାମତ ରଖିଥିଲି | ଅଞ୍ଚଳର ମୌଳିକ ସମସ୍ୟାର ସମାଧାନ ଉପରେ ବିଶେଷ ଗୁରୁତ୍ବ ଦେବାକୁ ଅନୁରୋଧ କରିଥିଲି I
Makaranda Muduli tweet mediaMakaranda Muduli tweet mediaMakaranda Muduli tweet media
OR
0
0
1
45
Makaranda Muduli
Makaranda Muduli@MakarandaMuduli·
ଆଜି ସମିତି ବୈଠକ- ପଞ୍ଚାୟତ ସମିତି, ରାୟଗଡ଼ା ଦ୍ଵାରା ସଦ୍ଭାବନା ସଭା ଗୃହ, ରାୟଗଡ଼ା ଠାରେ ଆୟୋଜିତ ହୋଇଥିଲା ଏଥିରେ ଯୋଗଦେଇ ପଞ୍ଚାୟତ ସମିତିର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ଏହାର ପ୍ରତିକାର ବିଷୟରେ ମଧ୍ୟ ଆଲୋଚନାର ବିଷବସ୍ତୁ ଥିଲା I
Makaranda Muduli tweet mediaMakaranda Muduli tweet mediaMakaranda Muduli tweet media
OR
0
0
1
47