मल्हार 🇮🇳

3.1K posts

मल्हार 🇮🇳 banner
मल्हार 🇮🇳

मल्हार 🇮🇳

@MallharSm

Journalist at @kanak_news ମୋହ ମାୟା ଠାରୁ ଦୂରରେ ରହିବାକୁ ଚେଷ୍ଟିତ 📿 ଏକାନ୍ତ ପସନ୍ଦ କୃଷ୍ଣ ପ୍ରେମୀ 🙏 @imVkohli 💞 #Dedicated Tweets are in my Likes ❤️

Bhubaneshwar, India Katılım Temmuz 2021
94 Takip Edilen1.6K Takipçiler
Sabitlenmiş Tweet
मल्हार 🇮🇳
मल्हार 🇮🇳@MallharSm·
ଅର୍ଜୁନ ହେବାର ସାହସ କାହା ପାଖରେ ମଧ୍ୟ ନାହିଁ କିନ୍ତୁ କୃଷ୍ଣ ପରି ସାରଥୀ ସମସ୍ତଙ୍କୁ ଆବଶ୍ୟକ .. #ମହ୍ଲାର
OR
12
7
157
0
मल्हार 🇮🇳 retweetledi
el.cine
el.cine@EHuanglu·
the Earth doesn’t belong only to humans, but humans can be their “gods”
English
61
1.1K
5.5K
858.1K
मल्हार 🇮🇳 retweetledi
Jyoti Prakash Mohapatra
Jyoti Prakash Mohapatra@jp_mohapatra·
ଏକ୍ଲାପଣର କବିତା ମୈତ୍ରେ ହୋ ! କୋଉଠି ରହୁଛ ଆଜିକାଲି ଶୁଣିଲଣି ନା ତମ ବନ୍ଧୁଙ୍କ ହାଲୋ ଟ୍ୟୁନ୍ କିମିତି ଶୁଣିବ ତମେ ଫୋନ ତ ଲଗାଇ ନ ଥିବ ବର୍ଷ ବର୍ଷ ଧରି। ମେଁ ଜିନ୍ଦେଗୀ କା ସାଥ୍‌ ନିଭାତା ଚଲା ଗୟା ହର ଫିକ୍ର କୋ ଧୂଏଁ ମେଁ ଉଡ଼ାତା ଚଲା ଗୟା ଆଜିକାଲି ଶୁଭୁଛି ଇଚ୍ଛା ହେଲେ ସେ ଫୋନ ଉଠୋଉଚି ଇଚ୍ଛା ହେଲେ ଫୋନ କାଟି ଦେଉଚି। ହ୍ବାଟସଆପ୍‌ ବି ତ କରି ନଥିବ କୋଉ କାଳରୁ ଦେଖିଲଣି କି ତା ଷ୍ଟାଟସ୍‌ କଣ ରଖିଛି- ଯଦି ତୋର ଡାକ ସୁନେ କେଉ ନ ଆସେ ତୋବେ ଏକଲା ଚଲୋରେ - ବୋଲି ଲେଖିଛି। ତମେ ତ ମେସେଜଟେ ପଠାଇ ନଥିବ ଦେଖିବ କୋଉଠୁ ? ତା ଫେସବୁକ୍‌ ଟାଇମଲାଇନକୁ ଯାଇ କେବେଠୁ ତାକୁ ଟ୍ୟାଗ୍ କରିବା ତ ତମେ ଛାଡ଼ି ଦେଲଣି ଯାଅ ଥରେ ଦେଖ ସେ ଖୋକା ଭାଇ ଗୀତ ସାଇତିଛି- ହାରି ଯାଇଥିବା ଲୋକର କି ଅଛି ଜୀଇଁଲା ଜୀଏଁ ସେ ନ ହେଲେ ନାଇଁ। ଏବେ ଆଉ ଓଡ଼ିଆରେ ସେ ଟ୍ବିଟ କରୁନି, କେବେକେବେ ରି-ଟ୍ବିଟ୍‌ କରି କାମ ସାରୁଛି, ତଥାପି ବନ୍ଧୁ ମୋର ଥରେ ତା ଟାଇମ ଲାଇନକୁ ଯାଅ ଗୁଲଜାରଙ୍କୁ ଆଜି ବି ସେ ଛାତିରେ ରଖିଚି- ଥୋଡ଼ା ସା ରଫୁ କରକେ ଦେଖିଏ ନା ନୟି ସି ଲଗେଗି ଜିନ୍ଦେଗୀ ତୋ ହୈ ... ଆଜି ବି ତା ପିନଡ୍‌ ଟ୍ବିଟ୍। ସିଏ ସେମିତି ଅଛି ତା କମ୍ପ୍ୟୁଟର ଟେବୁଲରେ ହଳଦିଆ ଚାହା ମଗ, ଚଷମା ତା ଶୋଇବା ଘରେ ତମର ସେ ତାଜମହଲ ଆଗେ ଉଠେଇ ଥିବା ଫଟୋ ଦାଣ୍ଡ ଦୁଆରେ ଚକାଆଖି ହଳକ ଓ ତା ଘରେ ଏକ୍ଲାପଣର ଅଜବ ମହକ। ତମର କଣ ହେଲା ତମେ ଜାଣିଥିବ କାଇଁ ତା ହାତ ଛାଡ଼ିଲ କାଇଁ ତାକୁ ଜୀବନର ସ୍ଲେଟରୁ ନିଭେଇ ଦେଲ କାଇଁ ତା ସ୍ମୃତି ଏକବାର ପୋଛିଦେଲ ? ତଥାପି ରାଣ ରହିଲା- ଥରେ ଅଚାନକ ତା ଘରେ ପହଁଚି ଯାଆ, ଦେଖିବ ଚା ପିଉଥିବ ସେ ତମେ ବି ପିଇବ ଦରକାର ନାଇଁ ହୋ କଥା କହିବା ତାକୁ ଥରେ ଜାବୁଡ଼ି ଧରିବ ଯେଯାକେ ସେ ନ କାନ୍ଦିଛି ସେତେ ସମୟ ଥରେ ସେ ବୋବାଳି ଛାଡ଼ି କାନ୍ଦିଲେ ସେ ପୁଣି ଥଣ୍ଡା ପାଣି ହୋଇ ଯାଇଥିବ ଦେଖିବ ସେଇଠି ଠିଆ ହୋଇ କେମିତି ସେ ତୁମ ଦିହେ ଆସ୍ତେ ଆଉଜି ଯିବ i ତୁମ ଗ୍ରୁପ୍‌ ମେଲ, ମ୍ୟାନେଜର ପୋଜିସନ୍ ଓ୍ବାର୍ଡ, ଏକ୍ସେଲ୍, କଂପାନୀର ନୂଆ ସଫ୍ଟଓୟାର ହରେକ୍‌ ସମୟରେ ବିଜିର ବାହାନା ଦେଖାଉ ଥିବା ତମେ ଓ ତମ ଫୋନକୁ ଫୁରସତ ମିଳିଲେ ଏତକ କରିବ ନିଶ୍ଚିତ ରାଣ ତ ପକାଇ ସାରିଛି ମୈତ୍ରେ ହେ !! #କବିତା
ଦେବାଶିଷ(ଗାଉଁଲି ଛୁଆ)@Debasish_lip

ତା ହ୍ଵାଟ୍ସଆପ ସ୍ଟାଟସ ରେ ରଖିଥିବା ଦୁଇଧାଡି କବିତା. କହୁଥିଲା ଉଦାସୀ ରଙ୍ଗ କଣ! #ଟୁଇଟରଗପ

OR
1
3
20
847
मल्हार 🇮🇳 retweetledi
femiiiiii.
femiiiiii.@femiiiszn·
can we all agree that extreme cold is better than extreme heat?
English
953
7.3K
47.6K
913.8K
मल्हार 🇮🇳
ସ୍ବପ୍ନ ଯେବେ ଶବ ପାଲଟେ, ସେବେ ପୋଡ଼ା ଗନ୍ଧ ହୁଏନି କି ନିଆଁ ଜଳେନି .. ଚୁପ୍‌ଚାପ୍‌ ଏକା ଥିବା ବେଳେ ତାର ସତ୍କାର ହୁଏ ବୋହି ଯାଉଥିବା ଲୁହ ସହ ଛାତି ତଳେ ଦିକିଦିକି ହୋଇ ଜଳୁଥିବା କୋହରେ ତାର ତିଳତର୍ପଣ ହୁଏ .. ଖୈର !!! #ମହ୍ଲାର
OR
0
0
2
47
मल्हार 🇮🇳
ମଣିକର୍ଣ୍ଣିକା ଘାଟରେ ତୁମ ସହ ମୋତେ ମୃତ୍ୟୁକୁ ଅନୁଭବ କରିବାର ଅଛି ୟାର୍‌.. ବାରାଣାସୀରେ ସକାଳ, ଋଷିକେଶରେ ସନ୍ଧ୍ୟା .. ତୁମ ସହ ଦେଖିବାର ଥିଲା ମୋତେ .. ହରିଦ୍ବାରରେ ତୁମ ସହ ସେ ଡିଭାଇନ୍ ଏନର୍ଜିକୁ ଅନୁଭବ କରିବାର ଥିଲା .. ତେବେ ମୋର କେଉଁ ଗୋଟେ ସ୍ବପ୍ନ ମଧ୍ୟ ପୂରା ହୋଇପାରିବନି .. ସବୁ ଶବ ପାଲଟିଗଲା .. #ମହ୍ଲାର
OR
1
0
2
48
मल्हार 🇮🇳
ସେ - ସ୍ବପ୍ମ କଣ ତୁମର .. ମୁଁ - ସ୍ବପ୍ନ .. ସେଟା କଣ .. ତେବେ ପଚାରୁଛ ଯଦି ଶୁଣ .. ତୁମସହ ବାରାଣାସୀ ଯିବାକୁ ଇଚ୍ଛା .. କେଦାରନାଥ, ମାନସରୋବର ଯିବାକୁ ଇଚ୍ଛା .. କୈଳାସ ଯିବି, ବୈଷ୍ଣୋଦେବୀ, ଅମରନାଥ, କାମାକ୍ଷା ଯିବି .. ତୁମସହ .. କେବଳ ତୁମ ସହ ମୋତେ ପୂରା ହିମାଳୟ ବେଲ୍ଟ ବୁଲିବାର ଇଚ୍ଛା .. #ମହ୍ଲାର
मल्हार 🇮🇳 tweet mediaमल्हार 🇮🇳 tweet media
OR
3
1
6
104
मल्हार 🇮🇳 retweetledi
Pallavi
Pallavi@Memesociiety_·
You are about to die and this is your maximum speed 😭
English
174
511
9.4K
657.2K
मल्हार 🇮🇳 retweetledi
^
^@whisperandwords·
we won’t be together to say “happy new year” and when the clock strikes 12 a.m and the fireworks start this will be the moment when i'll miss you the most
English
57
3.4K
19.8K
408.9K
मल्हार 🇮🇳 retweetledi
ସ୍ମିତା
ସ୍ମିତା@Smita_Here_·
_ଦୀର୍ଘ ଛଅ ମାସ ପରେ ଯାଇଥିବା ସେ ଲମ୍ବା ମେସେଜ୍ ରେ ଭରି ରହିଥିଲା, ମେଞ୍ଚାଏ ଅଭିମାନ,କୋହ ଆଉ କେଇ ବୁନ୍ଦା ଲୁହ .. _ଆଉ ସେପଟୁ ଆସିଥିଲା ସଫା ଉତ୍ତର, ମୋ ଠୁ କିଛି ଆଶା ରଖନି !!
OR
11
8
131
6.8K
मल्हार 🇮🇳 retweetledi
ସାହିତ୍ୟ
ସାହିତ୍ୟ@OdiaLiterature·
“ସତୀ ନାରୀ”, “ଅସତୀ ନାରୀ” ଭଳି “ସତ୍ୟ ପୁରୁଷ” , “ଅସତ୍ୟ ପୁରୁଷ” ଶବ୍ଦ ଶାସ୍ତ୍ରପୁରାଣରେ ନାହିଁ କାହିଁକି? ପୁରୁଷର ହୃଦୟ କ’ଣ ସୁନାରେ ଗଢ଼ା ଯାହା କେବେହେଲେ ପାପର ସ୍ପର୍ଶରେ ମଳିନ ହୁଏ ନାହିଁ ? ଶାସ୍ତ୍ରକାରମାନେ କ'ଣ କେବଳ ନାରୀ ପାଇଁ “ପାପ”ର ତାଲିକା ପ୍ରସ୍ତୁତ କରିଥିଲେ?” ~ ଯାଜ୍ଞସେନୀ ~ ପ୍ରତିଭା ରାୟ
OR
8
16
134
8.4K
मल्हार 🇮🇳
मल्हार 🇮🇳@MallharSm·
ତୁମେ ଅର୍ଜୁନ ସିନା ହେଇପାରିଲ କିନ୍ତୁ ଏ ସମାଜ ତୁମକୁ କୃଷ୍ଣ ସହ ମିଶେଇ ଦେଲାନି । ନହେଲେ ଆଜି ହୁଏ ତ ତୁମେ ଥାନ୍ତ ଆମ ପାଖରେ । ତୁମର ଏ ମୃତ୍ୟୁ ପାଇଁ ମୋର ତଥାକଥିତ ଭଗବାନ ନିଶ୍ଚୟ ଦାୟୀ ରହିବେ । ତୁମ ଆତ୍ମା ଅମର ହେଉ । ମୋକ୍ଷ ପାଉ .. #ମହ୍ଲାର #FMCollege #FMCollegeBalasore
OR
0
0
2
245
मल्हार 🇮🇳
मल्हार 🇮🇳@MallharSm·
ରାଜନୀତି କେତେ ବିଭତ୍ସ ଆଉ ଭୟଙ୍କର ହୋଇପାରେ । ଶବଟାକୁ ନେଇ ଶାସକ, ବିରୋଧୀ ଯେଉଁ ଖେଳ ଖେଳିଲେ ତା ସାମ୍ନାରେ ଲକ୍ଷେ ମହାଭାରତ ମଧ୍ୟ ଫିକା ପଡ଼ିଯିବ । ଆମେ ତୁମକୁ ହରାଇ ଦେଲୁ । ତୁମେ ଲଢ଼ିବା ଜାଣିଥିଲ ସତ କିନ୍ତୁ କେତେ ଦିନ ପର୍ଯ୍ୟନ୍ତ ଏକା ଲଢ଼ିଥାନ୍ତ । #ମହ୍ଲାର #FMCollege #FMCollegeBalasore
OR
2
5
20
1K
Lalan 🇮🇳
Lalan 🇮🇳@LalanPaikaray·
@MallharSm Besi painfull thila 2016 final, easy jita match harigale.. Virat captain v thila
English
1
0
0
17
मल्हार 🇮🇳
୧୮ ବର୍ଷ ୧୮ ବର୍ଷରେ କେତେ କଣ ହୋଇଯାଏ .. ସରକାର ବଦଳି ଯାଏ .. ଝିଅ ବାହା ହୋଇ ବିଦା ହୋଇଯାଏ .. ଚାକିରିରୁ ଅବସର ସମୟ ଆସିଯାଏ .. 18 ବର୍ଷ ତଳେ ଯେତେ ବେଳେ ଆଇପିଏଲ ଆରମ୍ଭ ହେଲା ସେବେଠାରୁ ମୁଁ ବିରାଟ କୋହଲିଙ୍କୁ ଦେଖିଛି.. ସେତେବେଳେ ସେ U-୧୯ ୱାଲ୍ଡ କପ୍ ଜିତିଥିଲେ । #ViratKohli𓃵 #ମହ୍ଲାର
मल्हार 🇮🇳 tweet mediaमल्हार 🇮🇳 tweet mediaमल्हार 🇮🇳 tweet media
OR
2
0
10
370
मल्हार 🇮🇳
ଆଉ ସବୁକୁ ସୁଧ ସହ ଫେରାନ୍ତି.. ଆଜି ଆରସିବିକୁ ଆଇପିଏଲ ଜିତିବାର ଦେଖିବା ପରେ ଅଧିକ ଭରସା ଆସୁଛି .. ଉପରବାଲା କିଛି ଭୁଲେନି .. କେବଳ ଆମକୁ ବିରାଟଙ୍କ ପରି ଧୈର୍ଯ୍ୟ ଧରି ରହିବାର ଅଛି .. ପରେ ସବୁକିଛି ଆମର ପାଲଟି ଯିବ .. #ViratKohli𓃵 #ମହ୍ଲାର
OR
0
0
1
167
मल्हार 🇮🇳
ନିହାତି ଅଦ୍ଭୁତ ସେ, ଶତାବ୍ଦୀରେ ଗୋଟେ ମଣିଷକୁ ଭଗବାନ ତିଆରି କରେ ଆଉ ସେ ନିଜ ସାଧନା ବଳରେ ବିରାଟ ପାଲଟେ .. ତାଙ୍କ ସଂଘର୍ଷ, ତାଙ୍କ ଦୁଃଖ ଆମେ କେବେ ଜାଣିପାରିବାନି .. ୧୮ ବର୍ଷ ଧରି ତାଙ୍କ ଉପରେ କଣ ବିତିଥିବ ଯେ ଭୋଗିଛି ସେ ହିଁ ଜାଣିଛି .. କିନ୍ତୁ କୁହାଯାଏ ନା ଭଗବାନ ସବୁ ଦେଖନ୍ତି ସବୁର ହିସାବ କରନ୍ତି #ViratKohli𓃵 #ମହ୍ଲାର
OR
1
0
1
177
मल्हार 🇮🇳 retweetledi
Puja 🥂
Puja 🥂@winnie_the_puja·
For Real 😭
Puja 🥂 tweet media
English
27
42
621
36K