Manjari TV

2.2K posts

Manjari TV banner
Manjari TV

Manjari TV

@ManjariTv

Manjari is Odisha’s first Free-To-Air 24 hour Odia Entertainment Television channel from Sambad Group.

B-27, Sambad Bhawan Katılım Eylül 2019
5 Takip Edilen1.4K Takipçiler
Manjari TV
Manjari TV@ManjariTv·
ଚକଲେଟ୍ ପ୍ରଡକ୍ସନ୍ ର ଦ୍ୱିତୀୟ ନାଟକ 'ଓଡ଼ିଆ ଦାସ' ୨୧,୨୨ ଡିସେମ୍ବର ୨୦୨୩ l ସ୍ଥାନ:ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର । ପ୍ରଥମ ସୋ:ସନ୍ଧ୍ୟା ୬ଟା ଓ ଦ୍ୱିତୀୟ ସୋ : ରାତି ୮ଟାରେ । ଅଗ୍ରୀମ ଟିକେଟ୍ ପାଇଁ କ୍ଲିକ୍ କରନ୍ତୁ in.bookmyshow.com/plays/odia-das… ଅଥବା କଲ୍ କରନ୍ତୁ ଆମ ନମ୍ବର ୮୯୦୮୦୨୦୧୦୪/୯୮୫୩୦୩୫୧୦୪ କୁ ।
OR
0
0
0
206
Manjari TV
Manjari TV@ManjariTv·
କ୍ଲିକ କରନ୍ତୁ, ୬୩ ହଜାର ଜିତନ୍ତୁ ଟ୍ରେଣ୍ଡସ ଆଣିଛି ରଜ ରାଜକୁମାରୀ ପ୍ରତିଯୋଗିତା, ରଜରେ ଦୋଳି ଖେଳିବା ସହ ଖେଳନ୍ତୁ ଡିଜିଟାଲ ସ୍ପିନ, ପଠାନ୍ତୁ ସେଲଫି । ଯେଉଁଠି ଗୋଟିଏ କ୍ଲିକ୍ କରି ଜିତିପାରିବେ ଗିଫ୍ଟ ଭାଉଚର ଓ ଆକର୍ଷଣୀୟ ପୁରସ୍କାର । ତେବେ ଡେରି କାହିଁକି, ଏବେ ହିଁ କ୍ଲିକ୍ କରନ୍ତୁ trendsrajarajakumari.com #RajaRajakumari
OR
0
0
1
215
FNATIC
FNATIC@FNATIC·
Swimming Holidays, A BMW-less Humanoid & two weekend wins. Jump behind the scenes of our LEC Week 5:
English
4
9
389
0
Manjari TV
Manjari TV@ManjariTv·
Fashion should be inclusive and diverse, loving these new designs from a plus-size brand showcased at #INWECFashionWeek in #Odisha with Zayed Khan as its showstopper.
Manjari TV tweet media
English
0
2
5
243
Manjari TV
Manjari TV@ManjariTv·
ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପି ଗରୀୟସୀ.... ବିଶ୍ଵ ମାତୃଦିବସ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ.. #HappyMothersDay2022 #ManjariTV #odisha
Manjari TV tweet media
OR
1
0
6
0
Manjari TV
Manjari TV@ManjariTv·
ଏଭଳି ଏକ ସଙ୍କଟ ସମୟରେ ଅତୀତର ସବୁ ମାନ ଅଭିମାନଙ୍କୁ ଭୁଲି ବିକ୍ରମ କ'ଣ ସତରେ ଅରୁନ୍ଧତୀଙ୍କୁ ସାହାଯ୍ୟ ର ହାତ ବଢ଼େଇ ଦେଇଛି? ମେଗା ଧାରାବାହିକ 'ରକ୍ତ ସମ୍ପର୍କ' ଆଜି ରାତି 8ଟାରେ କେବଳ ଆମ ମଞ୍ଜରୀ ରେ.. #raktasamparka #megaserial #familydrama #today_8pm #dailysoap #raktasamparkapromo #ManjariTV
OR
1
0
3
0
Manjari TV
Manjari TV@ManjariTv·
ପବିତ୍ର ପଣାସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ' ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ.. #HappyNewYear #ପଣାସଂକ୍ରାନ୍ତି #ManjariTV #Odisha
Manjari TV tweet media
OR
0
0
4
0
Manjari TV
Manjari TV@ManjariTv·
ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତାଃ | ଅନ୍ତର୍ଜାତୀୟ ମହିଳା ଦିବସ'ର ଅନେକ ଅନେକ ଅଭିନନ୍ଦନ #internationalwomensday #happywomensday #ManjariTV #ମହିଳାଦିବସ #Odisha
Manjari TV tweet media
OR
0
0
2
0