marshal panda

6.8K posts

marshal panda

marshal panda

@MarshalPanda

Interested in security issues and Tantra.A self-styled aghori. Ex Odisha Administrative Service.

sambalpur, orissa Katılım Mayıs 2011
556 Takip Edilen1.2K Takipçiler
marshal panda
marshal panda@MarshalPanda·
ଭାରତୀୟ ସେନା ଶ୍ରୀଲଙ୍କା ଯାଉଥିଲା। ଭାରତୀୟ ଏଆରଲାଇନ କର୍ପୋରେସନ ର କେତେକ ବିମାନ ଦିଆଯାଇଥିଲା। ବିମାନ ବନ୍ଦର ରେ କୋଳାହଳ ଶୁଣି ଜଣେ ଅଫିସର ଗଲେ। ହାବିଲଦାର ବୁଝାଇଲେ - ସାର, ଆମର ପତାକା ଖମ୍ବ ଉଡାଜାହାଜ ଭିତରକୁ ଯାଇ ପାରିଲା ନାହିଁ। ତାକୁ ଆମେ ଉଡାଜାହାଜ ଉପରେ ବାନ୍ଧି ଦେଲୁ। ତାର କାପ୍ଟେନ ମନା କରୁଛି।
OR
6
0
20
1.2K
marshal panda
marshal panda@MarshalPanda·
ଇଙ୍ଗଲିସ୍ ଶିକ୍ଷକ ମାସେ ଛୁଟିରେ ଗଲେ । ଆଉ ଜଣେ ଶିକ୍ଷକ ତାଙ୍କ ଜାଗାରେ ପଢେଇଲେ । ହଠାତ ଇନ୍ସପେକ୍ଟର ପରିଦର୍ଶନ ରେ ଆସିଲେ ।ବ୍ଲାକ ବୋର୍ଡ ରେ ଲେଖିଲେ Nature. ଗୋଟିଏ ପିଲାକୁ ପଢିବାକୁ କହିଲେ । ସେ ପଢିଲା 'ନତୁରେ' ।ଇନିସପେକ୍ଟର ଗାଳିଦେଲେ ।ଶିକ୍ଷକ କହିଲେ, - ସାର୍ ଦୟାକରି ଗାଳି ଦିଅନ୍ତୁ ନାହି । ଏମାନେ ହେଲେ ଦେଶର 'ଫତୁରେ future
OR
3
1
46
3.2K
marshal panda
marshal panda@MarshalPanda·
2.ଶରୀର ନିର୍ମିତ ହୋଇ ଥାଏ । କର୍ମ ଭୋଗ ସମାପ୍ତ ହେଲେ ପଂଚ ଭୁତ ର ବନ୍ଧନ ଶିଥିଳ ହୋଇଯାଏ । ଫଳ ହେଲା ମୃତ୍ୟୁ ।🙏🏻
OR
0
1
5
163
marshal panda
marshal panda@MarshalPanda·
ସନାତନ ଧର୍ମରେ ମନୁଷ୍ୟ ଶରୀର ହେଲା ପଂଚ ଭୁତ ର ସମାହାର । ପୃଥିବୀ ତତ୍ତ୍ୱ- ଅସ୍ଥି, ଚର୍ମ, ମାଂସ, ନାଡୀ, ରୋମ ଜଳ ତତ୍ତ୍ୱ- ମେଦ,ବୀର୍ଯ୍ୟ,ରକ୍ତ, ମୂତ୍ର, କଫ ତେଜ- କ୍ଷୁଧା ତୃଷ୍ନା ଆଳସ୍ୟ, ନିଦ୍ରା, ରତି ବାୟୁ- ଧାବନ,ଚଳନ,ସଙ୍କୋଚ, ପ୍ରସାର, କମ୍ପନ ଆକାଶ- କାମ, କ୍ରୋଧ, ଲୋଭ,ମୋହ, ମାତ୍ସର୍ଯ୍ୟ ଗୋଟିଏ ଜୀବନ ର କର୍ମ ଭୋଗ ନିମନ୍ତେ
OR
1
1
15
657
marshal panda
marshal panda@MarshalPanda·
The highest fulfilment is the result of the highest renunciation. The less you want, the more you get. He who wants nothing from the world finds the world falling at his feet. Even the gods are afraid of him who wants nothing for himself. Swami Krishnanand
English
0
0
1
101
marshal panda
marshal panda@MarshalPanda·
ରମଣ ମହର୍ଷି ଠିକ କହିଲେ। ଗୋଟିଏ କୁକୁର ତା ମାଲିକ କୁ ଖୋଜି ବାହାର କରିଦିଏ। ମୁଁ ମଣିଷ ହିସାବ ରେ କୁକୁର ଠାରୁ ନିଶ୍ଚିତ ନିଜକୁ ଶ୍ରେଷ୍ଠ ବୋଲି ଭାବେ। କିନ୍ତୁ ମୁଁ ମୋ 'ମାଲିକ ' ଙ୍କୁ ଜାଣି ନାହିଁ।🙏🏻
OR
0
0
9
398
Ranjana Singh 🇮🇳
Ranjana Singh 🇮🇳@RajputRanjanaa·
नाम सानिया मिर्जा की खबर पता चली.. इस मोहतरमा ने शादी पाकिस्तानी क्रिकेटर से की—कोई बात नहीं तलाक हुआ तो भारत आईं—कोई बात नहीं सुरक्षा के नाम पर दुबई में दो सौ करोड़ का घर लिया—चलिए, इसमें भी कोई बात नहीं लेकिन अब युद्ध के कारण जब दुबई में हालात बिगड़े, तो फिर बेटे को लेकर अपनी जान बचाने और सुरक्षित महसूस करने के लिए वो भारत आई हैं.. बोली "ईरान, इजराइल और अमेरिका के बीच युद्ध के दौरान जब लड़ाकू विमान दुबई में मेरे घर के ठीक ऊपर से उड़ रहे थे, तो मुझे बहुत डर लग रहा था.. उसने कहा कि भारतीय हवाई अड्डे पर उतरने के बाद उसे सुरक्षित महसूस हुआ —वाह क्या लॉजिक है इन जाहिलो को तो भारत में डर लगता था..🤔
Ranjana Singh 🇮🇳 tweet media
हिन्दी
205
1.5K
4.4K
275.8K
marshal panda
marshal panda@MarshalPanda·
@SwayamTewari Gen.Hanut Singh was a highly spiritual soldier and had no worldly desires.
English
0
0
2
145
Swayam Tiwari
Swayam Tiwari@SwayamTewari·
Then there was another Rajput general who never got his due; the venerable Hanut Singh. As commander of his unit, Hanut not just won Basantar for India but also put a halt to Pakistan's offensive on our western borders! But did you know that Battle of Basantar lasted 12 days (Mahabharat was 18 days) and Hanut blasted 48 Paki tanks! 48, damn it! But Hanut, the best commander we ever had, fell to politics within the defence establishment and could never rise beyond the Corps Commander level!
Swayam Tiwari tweet media
Swayam Tiwari@SwayamTewari

Sam would not have been Sam but for this Rajput. General Sagat Singh. But for Singh, India would not have birthed Bangladesh and Pakis would not have surrendered in vast numbers. It was Sagat who disregarded Sam's and Aurora's orders, and crossed Meghna in a daring move to ultimately conquer Dacca. That conquest triggered the Pakistani surrender. For this indiscipline , Sagat was denied any gallantry medal for the 71 war.

English
25
271
1.1K
23.4K
marshal panda
marshal panda@MarshalPanda·
ବ୍ୟକ୍ତିଗତ କାମ ବୋଲି କିଛି ନାହିଁ। ଗୋଡରେ କଣ୍ଟା ଫୁଟି ଗଲେ ସମଗ୍ର ଶରୀରରେ ଅନୁଭୂତ ହୁଏ। ଯେକୌଣସି ସ୍ଥାନ ରେ , ଯାହା ଦ୍ବାରା ଯାହାବି ହୁଏ, ସମଗ୍ର ବ୍ରହ୍ମାଣ୍ଡରେ ଅନୁଭୂତ ହୁଏ, ଝଙ୍କୃତ ହୁଏ। - ସ୍ବାମୀ କ୍ରିଷ୍ଣାନନ୍ଦ
OR
2
2
8
275
marshal panda
marshal panda@MarshalPanda·
2.ଜନ୍ମ ଦିନ ପାଳନ ଆରମ୍ଭ କଲେ। ପରେ ପରେ ସରକାର ଏହାକୁ ଓଡିଶା ଦିବସ ରୂପେ ପାଳନ ଆରମ୍ଭ କଲେ। ସମଗ୍ର ଓଡିଆ ସମାଜକୁ ଶୁଭେଚ୍ଛା ।🙏- ମାର୍ଶାଲ ପଣ୍ଡା ol wal
OR
1
0
3
107
marshal panda
marshal panda@MarshalPanda·
ଓଡିଶା ପୋଲିସ କୁ ଜନ୍ମ ଦିନର ଶୁଭେଚ୍ଛା । ବୃତ୍ତିଗତ ଉତ୍କର୍ଷତା ଲାଭକର । ପୋଲିସ ପରିବାର ଉନ୍ନତି କରନ୍ତୁ । ଓଡିଶା ର ବର୍ତ୍ତମାନ ର ସାଂସ୍କୃତିକ ଏକତା ପାଇଁ ପୋଲିସ ର ଅବଦାନ ଅନସ୍ବୀକାର୍ଯ୍ୟ । ଏପ୍ରିଲ ପହିଲାରେ ଓଡିଶା ଦିବସ ବା ପୋଲିସ ଦିବସ ପାଳିତ ହେଉନଥିଲା ।ରାମକୃଷ୍ଣ ପାଢୀ ଆଇ.ପି. ଓଡିଶା ପୋଲିସ ର ମୂଖ୍ୟ ଥିଲାବେଳେ ପୋଲିସ
OR
1
0
8
202
Col AJ🇮🇳
Col AJ🇮🇳@ajaykraina·
Only those women who never sent their kids to forces can spread such bullcrap. Shameful!
Nirupama Menon Rao 🇮🇳@NMenonRao

The women of India and Pakistan need to deploy our ingrained common sense and suggest ways forward in our relationship. We need a women’s caucus. Not to throw accusations against each other but to think calmly and sensibly about the future ahead. For the sake of our children. We need to bring in the counterpoint: without naming it, without sounding defensive, but making it impossible to dismiss. For decades, India–Pakistan engagement has been trapped in a single script: territory, terror, recrimination. We repeat it with ritual precision, but it yields diminishing returns. What if we widened the frame? In West Asia, especially the Gulf, our interests often run in parallel: energy security, diaspora welfare, maritime stability, crisis response. These are not abstractions since they affect millions of lives and the resilience of both economies. Engaging here need not dilute our positions, create false parity, or reopen familiar disputes. It can remain tightly bounded, issue-specific, and without prejudice to core differences. Skeptics will argue that Pakistan cannot compartmentalise, that any engagement risks being instrumentalised, and that peripheral cooperation has never altered core hostility. But the purpose here is not transformation, it is insulation. Not to resolve the conflict by other means, but to prevent it from defining all means. Some may also say Pakistan has found a “role” in the Iran crisis and India should not be seen as seeking one. But this is not about visibility or mediation. Our interests are structural not transitory. If anything, the moment underscores a larger truth: even adversarial states operate beyond their disputes when interests demand it. When the central track is blocked, responsible statecraft does not stand still. It explores parallel ones, carefully, deliberately, and on its own terms. Sometimes, widening the field is not weakness. It is strategy. The women must speak.

English
74
421
1.5K
15.2K
marshal panda
marshal panda@MarshalPanda·
2.ସାବିତ୍ରୀ ଅମାବସ୍ୟା କୁ ଘଇତାଖାଇ ଉଁଆସ କହନ୍ତି ! ol wal
OR
0
0
7
492
marshal panda
marshal panda@MarshalPanda·
ଘଇତା- ଗୋଟିଏ ଗାଁଉଲି ଶବ୍ଦ । ପ୍ରଚଳନ କମି ଯାଉଛି । କିନ୍ତୁ ସଂସ୍କୃତ ର ନିକଟତର । ବିବାହ ସମୟରେ ବର,କନ୍ୟା ର ହସ୍ତ ଗ୍ରହଣ କରୁଥିବାରୁ ଗ୍ରହୀତା । କାଳକ୍ରମେ ଅପଭ୍ରଂଶ ହୋଇ, ଗ୍ରହୀତା ଘଇତା ହୋଇ ଗଲା ।(ବରିଷ୍ଠ କବି ୰ ରାଜେନ୍ଦ୍ର କିଶୋର ପଣ୍ଡା ଙ୍କ ଠାରୁ ଆମ ମିଶ୍ର ଭାଇନା କିନ୍ତୁ ଏହାକୁ ଅନ୍ୟ ରୂପେ ବ୍ୟବହାର କରନ୍ତି ।
OR
4
6
99
4K
marshal panda
marshal panda@MarshalPanda·
ଭଦ୍ର ମହିଳା ଯାହା କହିଲେ ଠିକ୍ । ଭଦ୍ର ବ୍ୟକ୍ତି ଯାହା କହିଲେ ଭୁଲ। ତେବେ ଭଦ୍ର ବ୍ୟକ୍ତି ଜଣକ କହିଲେ ଯେ ଭଦ୍ର ମହିଳା ଠିକ୍ କହୁଛନ୍ତି । ତାହେଲେ ଭଦ୍ର ବ୍ୟକ୍ତି ଜଣକ ଠିକ୍ କହିଲେ ନା ଭୁଲ୍? (ହ୍ବାଟସଆପ ଜ୍ଞାନ । ଆଧୁନିକ ବେତାଳ ପ୍ରଶ୍ନ ମଧ୍ୟ କୁହାଯାଇପାରେ)😄 ol wal
OR
0
0
6
300
marshal panda
marshal panda@MarshalPanda·
2.ମାନେକସା ସାହେବ ଏହାକୁ ଗମ୍ଭୀରତା ସହ ଗ୍ରହଣ କଲେ ଏବଂ ଇଷ୍ଟର୍ଣ୍ଣ କମାଣ୍ଡକୁ ଅନୁସନ୍ଧାନ କରିବାକୁ ଆଦେଶ ଦେଲେ । ଅନୁସନ୍ଧାନ ରୁ ଜଣାପଡିଲା, କର୍ଣ୍ଣେଲ ଙ୍କ ଦୁଇ ବର୍ଷ ଆଗରୁ ଭାସେକ୍‌ଟୋମୀ ଅପରେସନ ହୋଇ ସାରିଛି ।
OR
0
0
1
121
marshal panda
marshal panda@MarshalPanda·
ମିଥ୍ୟା ଅଭିଯୋଗ ସବୁ ବିଚିତ୍ର ପରିସ୍ଥିତି ସୃଷ୍ଟି କରନ୍ତି । ମାନେକସା ସାହେବ ସେନା ମୂଖ୍ୟ ଥିଲା ବେଳେ , ଉତ୍ତର ପୂର୍ବ ଭାରତର ଜଣେ ମହିଳା ଅଭିଯୋଗ କଲେ ଯେ, ଜଣେ କର୍ଣ୍ଣେଲ ତାଙ୍କ ସହ ଘନିଷ୍ଠ ହୋଇ ଗର୍ଭବତୀ କରିଦେଲେ ଏବଂ ପରେ ଗର୍ଭପାତ କରାଇ ଦେଲେ ।ତାଙ୍କୁ ଛାଡି ଏବେ ଅନ୍ୟ ଜଣେ ମହିଳା ଙ୍କ ସହ ସମ୍ପର୍କ ରଖିଛନ୍ତି ।
OR
1
0
2
183
marshal panda
marshal panda@MarshalPanda·
3.Hindu temples: what happened to them vol ii page 210
English
1
0
10
361
marshal panda
marshal panda@MarshalPanda·
2.ହିନ୍ଦୁ ମାନେ କୌଣସି ପୁରୁଣା ମନ୍ଦିର ମରାମତି କରି ପାରିବେ ନାହିଁ । ହୁକୁମ ତାମିଲ ହେଲା ବୋଲି କାଜୀ ଜଣାଇବେ । ସେହି ପତ୍ରରେ ଚାରିଜଣ ଧାର୍ମିକ ଶେଖ୍ ସାକ୍ଷୀ ରହିବେ। ଯଦୁନାଥ ସରକାର, ମୌଲାନା ଆବୁଲ ହାସାନଙ୍କ ସଙ୍କଳନ ରୁ ଉଦ୍ଧାର କରିଛନ୍ତି । ମୌଲାନା ହାସାନ 1655- 1667, ବଙ୍ଗଳା ଓ ଓଡିଶାର ଦାୟିତ୍ଵ ରେ ଥିବା ଜଣେ କର୍ମଚାରୀ ।
OR
1
0
11
407
marshal panda
marshal panda@MarshalPanda·
ଆଉରଙ୍ଗଜେବ ଶୁଣିଲେ ଯେ ମେଦିନୀପୁର ର ତିଲକୁଟି ଗାଁରେ ଗୋଟିଏ ନୂଆ ମନ୍ଦିର ତିଆରି ହୋଇଛି । ଗୋଟିଏ ଆଦେଶ ଜାରୀ ହେଲା - କଟକରୁ ମେଦିନାପୁର ପର୍ଯ୍ୟନ୍ତ ସବୁ ଫୌଜଦାର ଜାଗିରଦାର ମାନଙ୍କୁ। ତିଲକୁଟି ର ମନ୍ଦିର ଧ୍ବଂସ କର ।ଏହାଛଡା ବିଗତ 10/12 ବର୍ଷ ରେ ନିର୍ମିତ ମନ୍ଦିର,ଇଟାର ହେଉ କି ମାଟିର ହେଉ , ଭାଙ୍ଗି ଦିଅ ।
OR
3
0
19
1.9K