Mohan Charan Majhi Fan
95 posts

Mohan Charan Majhi Fan
@MohanMajhi_Fan
Chief Minister of Odisha’s fan club

ଭାଇଚାରାର ସହର କଟକ ଠାରେ ବାସନ୍ତି ଦୁର୍ଗା ପୂଜାର ପ୍ରସ୍ତୁତି ବୈଠକରେ ଯୋଗ ଦେଇଥିଲି। କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ବାସନ୍ତି ଦୁର୍ଗାପୂଜା ଓ ଭସାଣି ଉତ୍ସବ କିପରି ଶୃଙ୍ଖଳିତ ଢଙ୍ଗରେ ଆୟୋଜନ କରାଯାଇପାରିବ ସେଦିଗରେ କମିଟିର ସଦସ୍ୟ, ଆରକ୍ଷୀ ଅଧିକାରୀ, ସ୍ଥାନୀୟ ବରିଷ୍ଠ ନେତା ତଥା ମୂରବୀମାନଙ୍କ ସହ ଆଲୋଚନା କରାଯାଇଥିଲା। #basantidurgapuja #odisha #barabaticuttack #sofiafirdous



ଯାହା ପାରୁଛନ୍ତି ସାର୍ ପଢୁଛନ୍ତି।.. ଦି ପଦ ଓଡ଼ିଆରେ କହିଦେଇଥିଲେ କଥା ସରିଥାନ୍ତା।. କିଏ ବୁଝେଇବ ଏ କଥା।..

ରାଜନୀତି କଣ ପ୍ରତିଶୋଧ ନେବାର କ୍ଷେତ୍ର ! #Odisha #OdishaNews #OdishaPolitics #RajyaSabhaElection #TheSamata #KedarMishra Watch Full Video on YouTube: 👇 youtube.com/watch?v=HPKhgr…

A lot of people are shouting “scandal” over the Biju-Naveen Trust. Almost none of them are telling you the full picture. The real SCANDAL is how desperately some people are trying to manufacture one. So let us separate POLITICAL THEATRE from verifiable fact. 👇 Take the first allegation, that it was “registered in secret.” A private citizen does not need a press conference to start a charitable trust. Naveen Patnaik registered it in May 2025 with ₹1 lakh of his own money, not party funds, not government money. That is privacy, not secrecy. Then comes the outrage over it being registered in Delhi, not Odisha. That too is hollow. If the aim is to build a serious institution with national reach, legal convenience, and future scope, Delhi is an obvious administrative choice. Registration location does not change the purpose of the trust. Then there is the complaint about 'non family members' being lifetime trustees. But that is not suspicious. That is institutional thinking. It suggests the trust is meant to function as a professional body, not a family heirloom. Then comes the biggest conspiracy, that this is a route to hide BJD funds. Where is the evidence? There is none. Not a single proven fact showing party money in that trust. And it makes little sense to believe Naveen Patnaik would risk his long standing personal credibility over a trust started with ₹1 lakh. The affidavit issue too is being exaggerated into a scandal. A non paid role in a newly formed charitable trust is now being sold like some explosive criminal concealment. That is political theatre. The truth is much simpler. This is not a scandal. It is a personal initiative to preserve Biju Patnaik’s legacy beyond party politics and beyond one political career. Everything else is just noise, distortion, & agenda driven drama. Stay aware, stay vigilant, Don't fall for propaganda. #BijuPatnaik #NaveenPatnaik #Odisha

ପ୍ଲିଜ୍ ସତ କହିବେ ? #commentplease



ଓଡ଼ିଶା ସରକାରଙ୍କ ଏସଇବିସି ତାଲିକାରେ ଥିବା ଖଣ୍ଡାୟତ, ପାଇକ, ଚଷା ପାଇକ, ଆଳିଆ, ପାଇକାଳି, କଳିଙ୍ଗୀ ଶୂଦ୍ର ଖଣ୍ଡାୟତ, ମହାନାୟକ ଶୂଦ୍ର, ଓଡ଼-ଖଣ୍ଡାୟତ, ବୟାଳିଶା, ଓଡ଼, ଓଡ଼ ପାଇକ, ଓଡ଼ ପାଇକୋ, ହଳଦିଆ ତେଲି ଏବଂ ରାଜଶ୍ରୀବଳାସୀ/ବଳାସୀ ଜାତିକୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ କରିବା ପାଇଁ ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗର ଅଧ୍ୟକ୍ଷ @ahir_hansraj ଙ୍କୁ ଚିଠି ଲେଖି ଅନୁରୋଧ କରିଛି । ରାଜ୍ୟ ଏସଇବିସି ତାଲିକାରେ ଥିବା ଅନେକ ଜାତି କେନ୍ଦ୍ରୀୟ ଓବିସି ତାଲିକାରେ ନଥିବାରୁ ଏହି ସମାଜର ଲୋକମାନେ କେନ୍ଦ୍ର ସରକାରଙ୍କ ଚାକିରି, ଶିକ୍ଷା ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ତଥା ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନାରେ ସଂରକ୍ଷଣର ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି । କେନ୍ଦ୍ରୀୟ ଓବିସି ତାଲିକାରେ ଏହି ବର୍ଗର ଜାତିଙ୍କୁ ସାମିଲ କରାଗଲେ ସେମାନଙ୍କର ସାମାଜିକ-ଅର୍ଥନୈତିକ ବିକାଶ ଘଟିବ । ଓଡ଼ିଶାର ଏହି ବୃହତ୍ ସମାଜକୁ ସେମାନଙ୍କର ଅଧିକାର ଦେବା ଦିଗରେ ଏହା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।










ଟୋକା ରାଜ୍ୟ ଜିତିକି ଆସିଲା କିନ୍ତୁ ସ୍ୱାଗତ ପାଇଁ ଟିକେ ଯାଇପାରିଲନି ! ନିଜେ ଘରେ ୧୦୦ ଫାଟ ଭକୁଆ ବନାଉଛ ରାଜ୍ୟବାସୀଙ୍କୁ ଦେଖାଇ ନାଟ 🤕

We were in #Odisha recently and visited #Jagannath temple in #Puri. It was an exhilerating experience. However, we were dissapointed that at Jagannath temple there was no facility for a devotee in #wheelchair. This facility should be provided. @SJTA_Puri @odisha_tourism




ବିଜେପିର ଗଣତନ୍ତ୍ର। #Odisha #Bjp #MohanMajhi #DharmendraPradhan #NarendraModi #OdishaPolitics #TheSamata Watch Full Video on YouTube: 👇 youtube.com/watch?v=WHYWt9…






