PRASANT retweetledi

🚨 ଇନଫୋଭ୍ୟାଲି ପୋଲିସ – ଅଜଣା ମୃତଦେହ ମାମଲାର ପର୍ଦ୍ଦାଫାସ 🚨
26.05.2026 ରେ ପିତାପଲି କାଜୁ ବଗିଚା କ୍ଷେତ୍ରରେ ଗୋଟିଏ ଅଜଣା ମୃତଦେହ ମିଳିଥିଲା। ପୋଲିସ 12 ଘଣ୍ଟା ମଧ୍ୟରେ CCTV, technical data ଓ human intelligence ଦ୍ୱାରା ଘଟଣାର ପର୍ଦ୍ଦାଫାସ କରିଥିଲା।
🔹 ଘଟଣା ରେ ଅନ୍ତର୍ଭୁକ୍ତ Hyva (OD-02-S-1377) ବାଲି unload କରିବା ସମୟରେ watchman ଗୋବର୍ଧନ ଯାଦବ (47ବର୍ଷ), ଉପରେ ମାଡିଯାଇଥିଲା । ପରେ ଡ୍ରାଇଭର ଓ ମାଲିକ (ଡମ୍ବରୁଧର ସୁନ୍ଦରାୟ) ମୃତ ଦେହ କୁ ଅନ୍ୟ ଏକ ସ୍ଥାନ କୁ ସ୍ଥାନାନ୍ତରଣ କରିଥିଲେ ।
🔹 କାର୍ଯ୍ୟାନୁଷ୍ଠାନ:
•Driver ରାମଚନ୍ଦ୍ର ଲେଙ୍କା (ନୟାଗଡ଼) ଗିରଫ।
•Involved Hyva (OD-02-S-1377) ଜବତ।
👉 କମିଶନରେଟ୍ ପୋଲିସ ସମୟୋଚିତ ତଦନ୍ତରେ ଘଟଣାର ପର୍ଦ୍ଦାଫାସ କରି, ଦୋଷୀଙ୍କୁ ଗିରଫ କରିଛି ।
#BhubaneswarCuttackPolice #OdishaPolice #CrimeDetection #PublicSafety

OR






















