Odisha News e-Paper
22.2K posts

Odisha News e-Paper
@Odishaepaper
Odishanews Epaper is a unique venture and revolutionary attempt in the regional news industry. We at ONE aim at bringing the latest happenings both in and out.
Bhubaneswar Katılım Mayıs 2022
23 Takip Edilen245 Takipçiler

#ଏସସିବି_ଟ୍ରମା_ଆଇସିୟୁରେ_ଅଗ୍ନିକାଣ୍ଡ_ଘଟଣା
- ମେଡିକାଲରେ ୬ ଜଣିଆ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍
- ଅଗ୍ନିକାଣ୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ
- ମାର୍ଚ୍ଚ ୧୬ରେ ଅଗ୍ନିକାଣ୍ଡ ଘଟି ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା
#SCBMedicalFire #CuttackFire #TraumaICUFir #BREAKİNG #odishanewsepaper

OR

ଭୁବନେଶ୍ବର ଏୟାରଫିଲ୍ଡ ଥାନା କୁହାରେ ବୀଭତ୍ସ ହତ୍ୟାକାଣ୍ଡ
- ପରିବା କଟା ଛୁରୀରେ ପତ୍ନୀର ତଣ୍ଟି କାଟିଲା ସ୍ବାମୀ
- ପତ୍ନୀକୁ ହତ୍ୟା କରିବା ପରେ ଆତ୍ମସମର୍ପଣ
- ଅଭିଯୁକ୍ତ ସ୍ବାମୀ ଦେବରାଜ ଷଡ଼ଙ୍ଗୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ
#BREAKİNG #Bhubaneswar #crimenews #odishanewsepaper #murdercase

OR

ଜଳେଶ୍ୱର: ବେଆଇନ ଇଟାଭାଟି ଉପରେ ଚାଲିଲା ବୁଲଡୋଜର
#IllegalBrickKiln #BulldozerAction #EvictionDrive #odishanewsepaper
OR

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ: ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା, ପୁଳା ପୁଳା ସୁନା ଗହଣା
#vigilanceraid
#Bhubaneswar
#chiefengineer
#odisha
#odishanewsepaper
OR

ବର୍ତ୍ତମାନ ରାଜ୍ୟର ବଡ଼ ଖବର ଜାଣନ୍ତୁ । ଅଧିକ ଖବର ପାଇଁ ଲଗ୍ ଇନ୍ କରନ୍ତୁ: odishanewsepaper.com
#OdishaNews #BigBreakingNews #TopNews

OR

ଚମକିଲା ସୁନା ଓ ରୁପା ଦର :
୨୪ କ୍ୟାରେଟ -୧,୫୩,୮୨୦
୨୨ କ୍ୟାରେଟ - ୧,୪୧,୦୦୦
ରୁପା - ୨,୫୦,୦୦୦
#goldprice #GoldRateToday #SilverPrice #odishanewsepaper

OR

#ସେନସେକ୍ସରେ_ବୃଦ୍ଧି
-ବଢ଼ିଲା ଭାରତୀୟ ପୁଞ୍ଜିବଜାର
-୨୭୦୦ ପଏଣ୍ଟ ବୃଦ୍ଧି ସହ ସେନସେକ୍ସରେ କାରବାର ଜାରି
-ନିଫ୍ଟିରେ ମଧ୍ୟ ୮୫୦ ପଏଣ୍ଟ ବୃଦ୍ଧି
-୧୫ ଲକ୍ଷ କୋଟି ଟଙ୍କା ଫାଇଦାରେ ନିବେଶକ
-ଇରାନ-ଆମେରିକା ଯୁଦ୍ଧ ବିରତି ଘୋଷଣାରୁ ବଜାରକୁ ମିଳିଲା ବଳ
#StockMarket #Sensex #Nifty #Ceasefire #odishanewsepaper

OR

କାଳବୈଶାଖୀ: ଗଛ ପଡ଼ି ଭାଙ୍ଗିଲା ଘର, ୩ ଗୁରୁତର
-ସୋର ଖଇରାରେ କାଳବୈଶାଖୀ ପ୍ରଭାବ
-କଇଁଥଗଡ଼ିଆ ପଞ୍ଚାୟତର ବିଭିନ୍ନ ସ୍ଥାନରେ ବର୍ଷା, ପବନ ସହ ବିଜୁଳି ଘଡ଼ଘଡ଼ିର ତାଣ୍ଡବ
-ପବନରେ ଭାଙ୍ଗିଲା ଘର ଓ ଅନେକ ବଡ଼ ବଡ଼ ଗଛ
-ଶୋଇଥିବା ବେଳେ ଗଛ ପଡ଼ି ଘର ଭାଙ୍ଗି ୩ ଗୁରୁତର
#Kalabaisakhi #Balasore #soro

OR

ଜାଣନ୍ତୁ ଅଶ୍ଵଗନ୍ଧାର ଔଷଧୀୟ ଗୁଣ
#Lifestyle
#HealthCareTips
#WinterCherry
#VastuTips
#odishanewsepaper
odishanewsepaper.com/lifestyle/07-0…
OR

ଘରେ ବାସ୍ତୁ ଦୋଷ ଥିଲେ, ଆପଣାନ୍ତୁ ଏହି ସରଳ ଉପାୟ । ବାଥରୁମ୍ କୋଣ, ବେଡ୍ ରୁମ୍ ଏବଂ ଦକ୍ଷିଣ-ପଶ୍ଚିମ କୋଣରେ ଏକ ଛୋଟ କାଚପାତ୍ରରେ ରଖନ୍ତୁ ଲୁଣ ।
#VastuTips #PositiveEnergy #SaltUpay

OR

ଭାରତୀୟ ନାଗରିକମାନଙ୍କୁ ତୁରନ୍ତ ଇରାନ ଛାଡିବାକୁ ପରାମର୍ଶ
#MiddleEastConflict
#IndianEmbassy
#MEAAdvisory
#ReturnToIndia
#Ceasefire
#odishanewsepaper

OR






