PREMZi BHAi BHARATIY ( MODI KA PARIVAR )

240 posts

PREMZi BHAi BHARATIY ( MODI KA PARIVAR ) banner
PREMZi BHAi BHARATIY ( MODI KA PARIVAR )

PREMZi BHAi BHARATIY ( MODI KA PARIVAR )

@PRemZiBhai

【 FOUNDER 】 HUMAN RIGHTS DEFENDERS FORUM INDIA ( H.R.D.F.I. ) 【 General Secretary 】 KANYA AMULYA RATNA CHARITABLE TRUST ( K.A.R.C.T. )

Orissa, India Katılım Mart 2019
873 Takip Edilen215 Takipçiler
Rahul Gandhi
Rahul Gandhi@RahulGandhi·
Merry Christmas everyone! May this season bring joy, happiness, and prosperity, and fill your lives with love and compassion.
English
2.8K
9.1K
52.6K
1.1M
#kalyani🥰🌹
#kalyani🥰🌹@Kalyani17494021·
Good Morning 🌄🌄 କିଏ କୋଉ ପର୍ଯ୍ୟନ୍ତ ତୁମ ସାଥିରେ ଚାଲିବ ଜଣା ନାହିଁ କିନ୍ତୁ ସାରା ଜୀବନ ତୁମ କୁ ଏକା ହିଁ ଚାଲିବାକୁ ପଡିବ.... 🙏ଜୟ ଜଗନ୍ନାଥ 🙏 ଶୁଭ ସକାଳ 🚩🚩
OR
17
3
58
1.3K
Liza
Liza@LizaraniN46797·
ରାଧେ ରାଧେ 🙏😊
Liza tweet media
OR
7
2
55
1.3K
PREMZi BHAi BHARATIY ( MODI KA PARIVAR ) retweetledi
PREMZi BHAi BHARATIY ( MODI KA PARIVAR )
@RAKESHBISWAL92 ଏଇଟା କୋଉ ଲିଷ୍ଟ ନିଜେ ଟାଇପ କରି ପଠାଇ ନାହଁ ତ??? ସମ୍ପୂର୍ଣ୍ଣ ପେଜ ଟି ପଠାଇବାକୁ ଅନୁରୋଧ ଯାହା ଦ୍ୱାରା ଜଣା ପଡିବ ଏହା କୋଉ ଲିଷ୍ଟ ନଚେତ ମନ କୁ ଏପରି ବୁଝାଉ ଥାଅ । ଜୟ ଜଗନ୍ନାଥ
OR
1
1
1
720
RAKESH BISWAL OCS
RAKESH BISWAL OCS@RAKESH_BISWAL__·
8 years 5 prelims 4 mains 3 interviews Finally saw my name in the list on this day 2023. Result ଆସିବା ପୂର୍ବରୁ ପୁରୀ ଯାଇ ପ୍ରଥମ ଥର କହିଲି , ପ୍ରଭୁ ଯଦି ଚାହଁ ,ସମାଜ ପାଇଁ କିଛି କରେ ତେବେ ଏ ବର୍ଷ ଆଶୀର୍ବାଦ ଦେବ ।ଧୈର୍ଯ୍ୟ ମୋର ଶେଷ ସୀମାରେ । ମୋ କ୍ଷମତା ମୁଁ ଦେଖିସାରିଲିଣି ।ବାକି ତୁମ ଇଚ୍ଛା ।ତାପରେ ..🙏🏻
RAKESH BISWAL OCS tweet media
OR
222
57
1.5K
114.8K
PREMZi BHAi BHARATIY ( MODI KA PARIVAR )
@sureshkpujari ସାର ବରଗଡ଼ ଜିଲ୍ଲା ରେ କିପରି ଭଲ ପ୍ଲାଣ୍ଟ ଟିଏ କରହେବ ଯେଉଁ ପ୍ଲାଣ୍ଟ ରେ 8000 ଶ୍ରମିକ କାମ କରି ପାରିବେ ଦୈନିକ ସେପରି କିଛି କରି ଦେଖନ୍ତୁ ଆଜ୍ଞା, ଗୁଜରାଟ ର ଶାଢ଼ୀ ପ୍ଲାଣ୍ଟ ପରି ଓଡିଶା ରେ ସମ୍ବଲପୁର ଓ ବରଗଡ଼ ର ଶ୍ରମିକ ମାନଙ୍କର ପାଇଁ ଏପରି ଏକ ପ୍ଲାଣ୍ଟ ର ଅତ୍ୟନ୍ତ ଆବଶ୍ୟକତା ରହିଛି ଯାହା ଦ୍ୱାରା ଓଡିଶାର ଦାଦନ ଶ୍ରମିକ କମହେବ।
OR
0
0
0
16
Suresh Pujari
Suresh Pujari@sureshkpujari·
ଆଜି ବରଗଡ଼ ଜିଲ୍ଲା ଗସ୍ତ ଅବସରରେ ତୋରା କନିଷ୍ଠ ମହାବିଦ୍ୟାଳୟ ଠାରେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ, ବିଦ୍ୟାଳୟ ର ଶିକ୍ଷକ ଶିକ୍ଷତ୍ରି ଓ ଛାତ୍ରଛାତ୍ରୀ ମାନଙ୍କ ସହିତ କଲୁ।
Suresh Pujari tweet mediaSuresh Pujari tweet mediaSuresh Pujari tweet mediaSuresh Pujari tweet media
OR
1
3
23
338
PREMZi BHAi BHARATIY ( MODI KA PARIVAR )
Jai JAGANNATH SWAMI Good Morning To All ●¡●●¡●●¡●●¡● 【 ଜୟ ଜଗନ୍ନାଥ 】 {{ ଶୁଭ ସକାଳ }} 👏👏👏👏👏👏👏👏
Eesti
0
0
0
17
PREMZi BHAi BHARATIY ( MODI KA PARIVAR )
Great Indian players Thank you VIRAT Kohil Rohit Sharma All Indian players TM 11 CONGRATULATIONS ଅଭିନନ୍ଦନ ସମସ୍ତ ଭାରତୀୟ କ୍ରିକେଟ ଖେଳାଳିଙ୍କୁ ଓ ପ୍ରତେକ ହିନ୍ଦୁସ୍ତାନୀ ମାନଙ୍କୁ ଜୟ ଜଗନ୍ନାଥ,ଜୟ ହିନ୍ଦ,ବନ୍ଦେ ମାତରମ,,
0
0
1
25
Dharmendra Pradhan
Dharmendra Pradhan@dpradhanbjp·
ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆମ ଦଳର ବରିଷ୍ଠ ନେତ୍ରୀ ବିଧାୟିକା ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଶୁଭେଚ୍ଛା । ଗୃହକାର୍ଯ୍ୟକୁ ସୁଚାରୁରୂପେ ଚଲାଇବା ସହ ପବିତ୍ର ଗୃହର ଗରିମା ବଜାୟ ରଖିବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ।
OR
57
134
594
46.4K
Mohan Charan Majhi
Mohan Charan Majhi@MohanMOdisha·
ଓଡ଼ିଆଙ୍କ ଗର୍ବ ଓ ଗୌରବ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନର ଶୁଭେଚ୍ଛା ସହ ହାର୍ଦ୍ଦିକ ଅଭିନନ୍ଦନ I ଏହି ଶୁଭ ଅବସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି I
OR
53
67
1.3K
45.6K
Odisha Reporter
Odisha Reporter@OdishaReporter·
* ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି ନିଯୁକ୍ତ * କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରିଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି #Odisha
Odisha Reporter tweet media
OR
2
3
131
3K