Prachee Nanda OSPS (।)🌵

6.6K posts

Prachee Nanda OSPS (।)🌵 banner
Prachee Nanda OSPS (।)🌵

Prachee Nanda OSPS (।)🌵

@PracheeNanda

କୁହନ୍ତି ସମୟ କାହାର କିଛି ରଖେନି,ସବୁ ଫେରେଇଦିଏ,ପାପ ପୁଣ୍ୟ ସବୁ,ଫେରେଇଲାବେଳେ କେବଳ ହସିଦିଏ,ତୁମ ବିବସତା ଉପରେ🍁 ASSISTANT DIRECTOR OF PROSECUTION CADER ⚖️(Home department)💼

puri,odisha Katılım Haziran 2013
192 Takip Edilen6.2K Takipçiler
Sabitlenmiş Tweet
Prachee Nanda OSPS (।)🌵
Prachee Nanda OSPS (।)🌵@PracheeNanda·
ଜୀବନରେ ଯଦି କାହାପାଇଁ କିଛି ଭଲକାର୍ଯ୍ଯ କରିଛନ୍ତି ତାହାଲେ ସେ କାର୍ଯ୍ଯ କେବେହେଲେ ବ୍ୟର୍ଥ ଯିବନାହିଁ, ଆଉଯାହାପାଇଁ କରିଛନ୍ତି ସେହୁଏତ ଭୁଲିଯାଇପାରେ କିନ୍ତୁ ଇଶ୍ବର ନୁହଁନ୍ତି,ଭଗବାନ କେଉଁବାଟରେ କାହାମାଧ୍ୟମରେ ଆପଣଙ୍କ ଭଲ କର୍ମରମୁଲ୍ୟ ଆପଣଙ୍କୁ ନିଶ୍ଚୟ ଫେରେଇଦେବେ,ତେଣୁ ସବୁବେଳେ ବିପଦରେ ପଡ଼ିଥିବା ଲୋକଙ୍କୁ ସାହାଯ୍ଯକରିବା ଉଚିତ।
Banapur, India 🇮🇳 OR
86
60
806
0
Prachee Nanda OSPS (।)🌵
ଯେତେଥର ଅସଫଳ ହେଲେ ବି ଜୀବନରେ ତୋତେ ଡାକିବା ଆମେ କେବେ ବି ବନ୍ଦ ଜରିନେ, . . ଏଇ ସେ ବିଶ୍ୱାସ ତୋ ଉପରେ ଯିଏ ସବୁବେଳେ କାନରେ କହୁଥାଏ ଯେ ତୁ ଆଜି ନହଲେ କାଲି ଶୁଣିବୁ ✍️ #ହେ_ନାଥ 🙏
Prachee Nanda OSPS (।)🌵 tweet media
OR
5
1
27
102
Prachee Nanda OSPS (।)🌵
ମଣିଷ ସବୁଠୁ ନିରାଶା ର ଅନୁଭୂତି ସାଉଁଟିଲା ପରେ . . ଏକାନ୍ତ ଖୋଜେ, ଆଉ ସେଇ ଏକାନ୍ତରେ ନିଜକୁ ତୋତେ ଆଶ୍ରା କରି ✍️ #ହେ_ନାଥ 🙏
Prachee Nanda OSPS (।)🌵 tweet media
OR
13
9
186
973
Prachee Nanda OSPS (।)🌵
ଲାଗେ ନା ବେଳେବେଳେ, ସବୁ ଜିନିଷ ନିଜ ସୀମାରେଖା ଭିତରେ ଅଛି, . . କେବଳ ମଣିଷ କୁ ଛାଡିକି ✍️ #ଅନ୍ତହୀନ_ଶବ୍ଦ 🍁
OR
3
4
57
1K
md.🍁
md.🍁@TheM_DsPen·
ମୋ ମନରେ ବେଶି ପ୍ରଶ୍ନ ଉଙ୍କି ମାରୁଥିଲା... ଦିନେ ତାକୁ ପଚାରିଦେଲି.. ଏମତି ଉତ୍ତର ପାଇଲି ଯେ ବାକି ସବୁ ପ୍ରଶ୍ନ ମୁଁ ଭୁଲିଗଲି.. #ପାଗଳ_ମୁଁ 🥀💔
OR
4
1
30
520
Prachee Nanda OSPS (।)🌵
ଗର୍ବ ଛାଡିଲେ ହିଁ, . . ମଣିମା ମିଳନ୍ତି ✍️ #ହେ_ନାଥ 🙏
Prachee Nanda OSPS (।)🌵 tweet media
OR
9
20
424
1.9K
Prachee Nanda OSPS (।)🌵
ସାଙ୍ଗରେ ସବୁବେଳେ ସେଇ ରୁହେ, ଯିଏ ତମ କଥା ଚିନ୍ତା କରେ, . . ଆଉ ତୁ ହିଁ ତ ସିଏ ✍️ #ହେ_ନାଥ 🙏
Prachee Nanda OSPS (।)🌵 tweet media
OR
11
11
303
1.8K
Prachee Nanda OSPS (।)🌵
ଉତ୍କଳ କେବଳ ମାଟି ନୁହେଁ, ଏହା ଆମର ପରିଚୟ, ଆମର ଆତ୍ମା।✍️ #ବନ୍ଦେ_ଉତ୍କଳଜନନୀ #ଉତ୍କଳ_ଦିବସ 🙏
OR
4
20
132
2.8K
md.🍁
md.🍁@TheM_DsPen·
ସମୟ ... ଚିହ୍ନାଙ୍କୁ ...ଅଚିହ୍ନା... ଜଣାକୁ..ଅଜଣା କରିଦିଏ.. #ପାଗଳ_ମୁଁ 🥀💔
OR
7
1
39
753
Prachee Nanda OSPS (।)🌵
ଉଚ୍ଚ ତୁ ନିମ୍ନ ମୁଁ ଅନନ୍ତ ତୁ ଶୂନ୍ୟ ମୁଁ ପ୍ରବାହ ତୁ ରକ୍ତ ମୁଁ ସର୍ବଶକ୍ତିମାନ ତୁ ଭକ୍ତ ମୁଁ ✍️ #ହେ_ନାଥ 🙏
Prachee Nanda OSPS (।)🌵 tweet media
OR
12
9
141
1K
Prachee Nanda OSPS (।)🌵
ନୀଳ ନଭ ତଳେ ନୀଳ ନୀର ର ନୃତ୍ୟ ତରଙ୍ଗ ଟାଣେ ତନୁରେ ତୃପ୍ତି ର ଚିତ୍ର ମୁକ୍ତା ମାଳା ପରି ମଞ୍ଜୁଳ ଢେଉ ବାଲୁକା ବକ୍ଷେ ତୋଳେ ଅସରନ୍ତି ସ୍ମୃତି ବହୁ ✍️ #ଅନ୍ତହୀନ_ଶବ୍ଦ 🍁
OR
2
3
31
623
Prachee Nanda OSPS (।)🌵
ତୁମେ ଅବିରତ ଶ୍ରାବଣ ର ଧାରା ମୁଁ ତୃଷାର୍ତ୍ତ ଚାତକ ତୁମେ ଶୂନ୍ୟତା ରେ ପୂର୍ଣ୍ଣତା ମୁଁ ବିଚଳିତ ପଥିକ ଜୀବନର କଳା ଅନ୍ଧକାର ର ଜହ୍ନ ତୁମେ ମୁଁ ମୋହାଧୀନ ଛୋଟ ଅଂଶ ତ୍ୟାଗ, ସମର୍ପଣ ର ଅଧୀନ ତୁମେ ତୁମ ସାନିଧ୍ୟ ରୁ ମୋର ଶ୍ଵାସ ✍️ #ବାବା 🙏
Prachee Nanda OSPS (।)🌵 tweet media
OR
6
5
82
766
Prachee Nanda OSPS (।)🌵
ସବୁବେଳେ ଲାଗେ, . . ଯାହା ବି ସମସ୍ୟା ଆସୁ ଜୀବନରେ, ତୁ ଆଉ ମିଶିକି ସମ୍ଭାଳି ନଉ ✍️ #ହେ_ନାଥ 🙏
Prachee Nanda OSPS (।)🌵 tweet media
OR
18
14
362
2K
Prachee Nanda OSPS (।)🌵
Prachee Nanda OSPS (।)🌵@PracheeNanda·
ତୁମେ ଯେତେବେଳେ ନିଜ ସ୍ୱପ୍ନକୁ ଗଢ଼, ସେତେବେଳେ କେହି ତୁମ ପାଇଁ ତାଳି ପିଟନ୍ତିନି।ପରିବାର ସନ୍ଦେହ କରେ,ବନ୍ଧୁମାନେ ଦୂରେଇଯାଆନ୍ତି।କିନ୍ତୁ ଯେବେ ତୁମ ପରିଶ୍ରମର ଫଳ ନିଜେ କଥା କହେ,ତା’ପରେ ସମସ୍ତେ ଏମିତି ବ୍ୟବହାର କରନ୍ତି—ଯେପରି ସେମାନେ ସଦା ସର୍ବଦା ତୁମ ପ୍ରତି ବିଶ୍ୱାସ ରଖିଥିଲେ ll✍️ #ଅନ୍ତହୀନ_ଶବ୍ଦ 🍁
OR
3
8
82
1.6K
Prachee Nanda OSPS (।)🌵
Prachee Nanda OSPS (।)🌵@PracheeNanda·
ଧୂଳିକଣା ଚମକିବାକୁ ଯେମିତି ସୂର୍ଯ୍ୟ ର କିରଣ ଟିଏ ଦରକାର, . . ସେମିତି ମଣିଷ ପାଇଁ ତୋ ଆଶ୍ରିବାଦ ✍️ #ହେ_ନାଥ 🙏
Prachee Nanda OSPS (।)🌵 tweet media
OR
11
17
262
1.8K
Soubhagya _sharma
Soubhagya _sharma@Soubhagyasharm6·
ଶ୍ରୀରାମ ନବମୀ ଅବସରରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଙ୍କ ଚତ୍ର କରିବାର ଛୋଟିଆ ପ୍ରଚେଷ୍ଟା l କିପରି ଲାଗୁଛି ନିଶ୍ଚୟ ଜଣାଇବେ🙏🏻🚩 Jay shree ram...🙏🚩 #myartwork @preeti_jenny_ @princess_sradha @odiajagat @tanaya_p @PracheeNanda
Soubhagya _sharma tweet media
OR
4
4
61
842
Prachee Nanda OSPS (।)🌵
Prachee Nanda OSPS (।)🌵@PracheeNanda·
ଶିକ୍ଷା ପାଇବା ପରେ ଆମେ ଅଜ୍ଞାନତାକୁ ଜିତିଛେ ,କିନ୍ତୁ ଦରିଦ୍ରତାକୁ ନୁହେଁ, ଡାକ୍ତର ଖାନା ର ପ୍ରବେଶ ଦ୍ୱାର ରେ ଯିଏ ଗୋଟେ ସଂକଟଜନକ ରୋଗ ନେଇ ପ୍ରବେଶ କରିଛି ସେ ଏ ମର୍ମ କୁ ବେଶି ହାଡେ ହାଡେ ବୁଝିଛି ✍️ #ଅନ୍ତହୀନ_ଶବ୍ଦ 🍁
OR
2
8
66
1.7K
Prachee Nanda OSPS (।)🌵
Prachee Nanda OSPS (।)🌵@PracheeNanda·
ତୋ ଭକ୍ତ . . ସବୁବେଳେ ଭୟରୁ ମୁକ୍ତ ✍️ #ହେ_ନାଥ 🙏
Prachee Nanda OSPS (।)🌵 tweet media
OR
12
9
193
1.4K
Priyadarsini
Priyadarsini@Prasanti268·
ଦୁଃଖ ବେଳେ ଯେବେ ପଚାରିଲ ନାହିଁ କଣ ହୋଇଛି ବୋଲି; ସୁଖ ବେଳେ କାଇଁ ତୁମକୁ ଖୋଜିବି ଥରଟିଏ କୁହ ଖୋଲି, ଦୁନିଆ ସୁଖର ସାଥୀଟିଏ ବୋଲି ତୁମଠୁ ପାରିଲି ଜାଣି, ଅବସୋସ ନୁହେଁ ଦୁଃଖ ହୁଏ ଯାହା ଡେରିରେ ଜାଣି ପାରିଲି .....!! #କଥାଟିଏ
OR
6
5
48
972