🇮🇳 Pragya's Life🇮🇳

15.6K posts

🇮🇳 Pragya's Life🇮🇳 banner
🇮🇳 Pragya's Life🇮🇳

🇮🇳 Pragya's Life🇮🇳

@PragyansLife

ନାମ କୁହୁ💫କୁହୁକ ପରି।ଜୀବନ ର ସଂଘର୍ଷ ପଥେ ଚାଲିଛି ମୁଁ ଦିଗହରା ହେଇ।ଜାଣିପାରୁନି ଏହା ନୂତନ ଆରମ୍ଭ ନା ବିଲୟ।ସେ ମରୁ ପଥେ କେତେ ଯେ ଆଘାତ।କିନ୍ତୁ ସର୍ବପରେ ମାନୁଛି ବିଲୟ ହିଁ ନୂତନ ଆରମ୍ଭ।

ପୃଥିବୀ ଉପରେ ଆକାଶ ତଳେ Katılım Eylül 2020
217 Takip Edilen2.7K Takipçiler
Sanu17
Sanu17@Sanu3601·
ସରିଲା ଶ୍ରୀକ୍ଷେତ୍ରରେ ହୋଲିଖେଳ,ଏଵେ ହେବ ଆମ ଗାଁ ତୁଳସୀକ୍ଷେତ୍ରର ପଞ୍ଚୁଦୋଳ ହୋଲି ଖେଳ, ବିଶ୍ୱ ବ୍ରହ୍ମାଣ୍ଡନାୟକଙ୍କୁ ଭବ୍ୟ ସ୍ବାଗତକଲେ ଗ୍ରାମବାସୀମାନେ,ରଙ୍ଗନାୟକଙ୍କ କୃପାରୁ ସମସ୍ତଙ୍କ ଜୀବନ ପ୍ରେମମୟ ହଉ ଏତିକି ପ୍ରାଥନା, ଜୟଶ୍ରୀରାଧାମାଧବ,ଜୟଶ୍ରୀଗୋପୀନାଥଜୀୟୁ ❤️❤️❤️💛💛🙏🙏 #ପଞ୍ଚୁଦୋଳ #ଜୟଶ୍ରୀବଳଦେବଜୀୟୁ #ତୁଳସୀକ୍ଷେତ୍ର
Sanu17 tweet media
OR
4
3
59
665
🇮🇳 Pragya's Life🇮🇳
🇮🇳 Pragya's Life🇮🇳@PragyansLife·
ମୋର ଭୁଲ ଧରିବନି ଜମା ତମ ଠାରେ ଯେବେ ଦେବ କ୍ଷମା ଅବାଟ ରେ ଯେବେ ଚାଲେ ବଞ୍ଚାଇ ଦିଅ ମଣିମା ଅନାଥ ର ନାଥ ତୁହି । ଦୁଃଖ କୁ ପାସରି ନିଅଇ ବିଦ୍ର : - ଲେଖାଟି ସମ୍ପୂର୍ଣ୍ଣ ଭାବେ ମୋ ନିଜର ଅନୁଭୂତି ସହ ଜଡ଼ିତ। ହେ ଦେବକୀ ନନ୍ଦନ ଲକ୍ଷ୍ମୀ ପରାଣ ଦାରୁବ୍ରହ୍ମ କାଳିଆ ସାଆନ୍ତ ଙ୍କ କି ମନଲୋଭା ବେଶ।
🇮🇳 Pragya's Life🇮🇳 tweet media
OR
0
0
13
301
Sanu17
Sanu17@Sanu3601·
ଏ ବରସ ହୋଲି ଟିକେ ଅଧିକ ମିଠା ହୋଲିରେ ମିଶିଛି ବୋଧେ ତୋ ପ୍ରେମ ଛିଠା ❤️❤️ କଲେଜ ବନ୍ଧୁ, ଘରମଣିଙ୍କ ସହ ହାଲୁକା ଫଗୁ ଖେଳ, ପଣା ପିଆ, ପରି ଶେଷରେ ଆମ ପ୍ରିୟ ଖାସି ସହ ରଙ୍ଗର ପର୍ବ ହୋଲିର ହାଲୁକା ଖୁସିବାସି ଆଉ ❤️❤️❤️❤️💙💙💙💛💛💛💚💚💚 #ପଞ୍ଚୁଦୋଳ #ହୋଲିପର୍ବ #ତୁଳସୀକ୍ଷେତ୍ର #କେନ୍ଦ୍ରାପଡ଼ା
Sanu17 tweet mediaSanu17 tweet mediaSanu17 tweet mediaSanu17 tweet media
OR
9
1
71
2.7K
🇮🇳 Pragya's Life🇮🇳
🇮🇳 Pragya's Life🇮🇳@PragyansLife·
ସାଙ୍ଗ ପରି। ଅତି ନିବିଡ଼ ସମ୍ପର୍କ ଆମର ମୁଁ ତାକୁ ତଡି ପାରୁନି କି ସେ ମୋତେ ଛାଡି ପାରୁନି। ଲୋକେ କୁହନ୍ତି ମଣିଷ ସମୟ ଦାସ କିନ୍ତୁ ମୁଁ କହୁଛି ମଣିଷ ଜୀବନ ହିଁ ଦାସତ୍ୱ ପାଇଁ । ସମୟ କୁ ବିନା ଅନୁମତି ରେ ସେ ଦୋଷ ଦିଏ। ମଣିଷ ଏପରି ଏକ ଜୀବ ଯିଏ ଦୋଷ ଦେବାକୁ ଶିଖିଚି ମାନିବା ନୁହେଁ। #ମନକଥା #ଅବିବେକିମନ
OR
0
0
8
260
🇮🇳 Pragya's Life🇮🇳
🇮🇳 Pragya's Life🇮🇳@PragyansLife·
କାହିଁକି କେଜାଣି ମନ ଟା ଅଶାନ୍ତ ଲହଡ଼ି ଭିତରକୁ ଟାଣି ହେଇ ଯାଉଛି।ବୁଝିବାକୁ ଚେଷ୍ଟା କରେ କି କେଉଁ ପରିସ୍ଥିତି ଆସିଛି ଏ ଜୀବନ ରେ।କିଛି ଖୁସି କୁ ପାଇବି ବୋଲି ଆଶା କରି ବହୁତ୍ ଦୁଃଖ କୁ ସାମ୍ନା କରୁଛି।ପରିସ୍ଥିତି କୁ ଦେଖି କାନ୍ଦତ ଲାଗୁଛି କିନ୍ତୁ ମୋ ଭାଗ୍ୟ କୁ ଦେଖି ହସବି ଲାଗୁଛି।କଣ ଏ ଦୁଃଖ ଯେ ମତେ ପଚାରୁଛନ୍ତି ମୁଁ କହୁଛି ସେ ମୋ
OR
2
0
9
314
🇮🇳 Pragya's Life🇮🇳
🇮🇳 Pragya's Life🇮🇳@PragyansLife·
ଇଚ୍ଛା ଥିଲା ତାଙ୍କ ତ୍ୟାଗ ବଳିଦାନ ର ଫଳ ସ୍ୱରୂପ ନିମିତ୍ତ ମାତ୍ର ଫେରାଇବାକୁ କିନ୍ତୁ ଇଶ୍ଵର କେଜାଣି ମୋ ଫଟା ଭାଗ୍ୟ ରେ କଣ ଲେଖିଛନ୍ତି ଇଚ୍ଛା ଇଚ୍ଛା ହୋଇ ରହିଗଲା। ଆମକୁ ସୁଖ ଦେଇ ନିଜେ ଦୁଃଖ କୁ ଆଦରି ସବୁଦିନ ପାଇଁ ଚାଲିଗଲେ ଛାଡି ମାଆ ଓ ବାପା,,,,,,,,,, ମାଆ ଓ ବାବା........😭😭 #ମାଆବାପା
OR
0
0
6
193
🇮🇳 Pragya's Life🇮🇳
🇮🇳 Pragya's Life🇮🇳@PragyansLife·
ଡାକିଲେ କଳା ପାହାଡ଼ ମଧ୍ୟ ନତମସ୍ତକ ହୋଇ ପଥ ବରଣ କରେ। ମାଆର ଅଭାବ ମନ କୁ ଅନ୍ଦଳିତ କରେ କିନ୍ତୁ ବିଧି ର ବିଧାନ କୁ ସିରଧର୍ୟ କରି ସନ୍ତାନ ସନ୍ତାପି ହୁଏ।ମାଆ ପରି ପିତା ମଧ୍ୟ ଅତି ଛୋଟ ଶବ୍ଦ ଟିଏ। ମନରେ ଗଭୀର କଷ୍ଟ ଥାଏ କିନ୍ତୁ ଓଠ ରେ ଥାଏ ହସ ସନ୍ତାନ ପାଇଁ ଅସୁମାରୀ ସ୍ବପ୍ନ ଦେଖି କେତେଯେ ଝଡ଼ କୁ ଆଦରନ୍ତି ଛାତିକୁ ପଥର କରି।
OR
1
0
6
203
🇮🇳 Pragya's Life🇮🇳
🇮🇳 Pragya's Life🇮🇳@PragyansLife·
ମାଆ ଶବ୍ଦ ଟି ଏମିତି ଶବ୍ଦ ଯିଏ ଅଶାନ୍ତ ଲହଡ଼ି କୁ ବି ଶାନ୍ତ କରିଦିଏ। ନିଜ ସନ୍ତାନ କୁ ସବୁ କଷ୍ଟ ରୁ ରକ୍ଷା କରେ ତାର ସେଇ ପଣତରେ।ଆମ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମଧ୍ୟ ମାଆ ବିନା ଆଗକୁ ବଢ଼ି ପାରିନାହାନ୍ତି ଆମେ ଚ୍ଛାର ମଣିଷ ମାତ୍ର। ଘଂଚ ଜଙ୍ଗଲ ର ଦିଗହର ପଥ ରେ ସାରଥୀ ହେଉଛି ମାଆ ଶବ୍ଦଟି। ଅମାପ କଷ୍ଟ ରେ ଥାଇ ମାଆ କୁ ଆଦରରେ
OR
1
0
6
238
🇮🇳 Pragya's Life🇮🇳
🇮🇳 Pragya's Life🇮🇳@PragyansLife·
କଣ ଲେଖିବି ଜାଣି ପାରୁନି । ମା' ଶବ୍ଦ ଟି ଯେତେ ଛୋଟ ତାର ମହତ୍ତ୍ଵ ସେତେ ଅଧିକ। କିଛି ଶବ୍ଦ ରେ ତୁମକୁ ବର୍ଣ୍ଣନା କରିବା ଅସମ୍ଭବ। ତୁମେ ସେଇ ଯିଏ ମୋତେ ନିଜ ଗର୍ଭ ରେ ଆକାର ଦେଇଛ, ମୋର କୁନି ଓଠ ରେ ହସ ଦେଇଛ , ମୋ ଆଖିରେ ଏତେବଡ଼ ଦୁନିଆ ଦେଖିବା କୁ ମାର୍ଗ ଦେଇଛ , ମୋ କାନ କୁ ଧ୍ଵନୀ ଦେଇଛି ଓ ମୋର ପ୍ରଥମ ଧ୍ଵନୀ ତୁମେ ହିଁ ଥିଲ।
OR
4
0
9
224
SUSANTA KUMAR DAS
SUSANTA KUMAR DAS@PRABHU_SAHINTA·
@PragyansLife ମଣିଷ ପ୍ରତି ମୁହୂର୍ତ୍ତ ରେ ଚକ୍ରବ୍ୟୁହ କୁ ସାମ୍ନା କରିବ ତାର ଶେଷ ଜୀବନ ପର୍ଯ୍ୟନ୍ତ। ପରିସ୍ଥିତି ବିଡମ୍ବନା ଏକ ସାମାନ୍ୟ କଥା ଭାବିବା ଉଚିତ।
OR
1
0
1
10
🇮🇳 Pragya's Life🇮🇳
🇮🇳 Pragya's Life🇮🇳@PragyansLife·
ମାଆ ଶବ୍ଦ ଟି ଅତି ଗଭୀର ତାର ମାପ ସ୍ଵୟଂ ଭଗବାନ କୁ ବି ଅଜଣା। ସ୍ଵୟଂ ଇଶ୍ଵର ମଧ୍ୟ ମାଆ ର ମମତା , ଆଦର, ସ୍ନେହ, ମାଆ ର ବନ୍ଧନ, ମାଆ ର ପଣତ ର ଆଦର ଆଦି ପ୍ରାପ୍ତି ପାଇଁ ଧରା ପୃଷ୍ଟ କୁ ମନୁଷ୍ୟ ଅବତାର ନେଇ ଶ୍ରୀ କୃଷ୍ଣ ରୂପେ ଜନ୍ମ ନେଇଥିଲେ। ଯଦି ସ୍ଵୟଂ ଇଶ୍ଵର ମାଆ ବିନା ବାଟ ଚାଲି ପାରୁ ନାହାନ୍ତି ଆମେ ତ ମଣିଷ ମାତ୍ର।
OR
2
0
10
222
SUSANTA KUMAR DAS
SUSANTA KUMAR DAS@PRABHU_SAHINTA·
@PragyansLife କେମିତି ଅଛୁ ତୁ ? ବହୁତ୍ ଦିନ ପରେ ଦେଖା ତୋର
OR
1
0
1
12
🇮🇳 Pragya's Life🇮🇳
🇮🇳 Pragya's Life🇮🇳@PragyansLife·
ଆଶୀର୍ବାଦ ଭିକ୍ଷା କରି କର୍ମ କୁ ପାଥେୟ କରି ସମୟ ର କରାଳ ରୂପକୁ ମନ ରେ ରଖି ଆଗକୁ ବଢିବା ଛଡା ଆଉ କିଛି ବାଟ ନାହିଁ। #ମାଆ..... #ବାବା....... #ମମତା #ତ୍ୟାଗ
OR
0
0
4
155
🇮🇳 Pragya's Life🇮🇳
🇮🇳 Pragya's Life🇮🇳@PragyansLife·
ମାଆ ର ତ୍ୟାଗ ପ୍ରତିବଦଳ ରେ ତାକୁ ନିମିତ୍ତ ମାତ୍ର ଦେବାକୁ।କେବେ ତାର ଋଣ ସୂଜିବା ସମ୍ଭବ ନୁହେଁ।କିନ୍ତୁ ସବୁ ସରିଗଲା ମୋ ଭାବନା ଭାବନା ହେଇ ରହିଲା। କିନ୍ତୁ ମୁଁ ମୋ କର୍ତ୍ତବ୍ୟ ରୁ ହେଳା କରିନି। ଜୀବନ ରେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମାଆ ର ତ୍ୟାଗ ଓ ବାପାଙ୍କ ତ୍ୟାଗ ର ପାଉଣା ଦେବା ଅସମ୍ଭବ।କିନ୍ତୁ ଚେଷ୍ଟା ସବୁବେଳେ ତାଙ୍କ ଦୁହିଁଙ୍କ
OR
1
0
5
162