Pranab Balabantaray

986 posts

Pranab Balabantaray banner
Pranab Balabantaray

Pranab Balabantaray

@Pranab3333

Ex-MLA, Dharmasala | General Secretary, Biju Janata Dal

Bhubaneswar, India Katılım Kasım 2016
42 Takip Edilen13.1K Takipçiler
Pranab Balabantaray
Pranab Balabantaray@Pranab3333·
ଆଜିର ଏହି ଗୌରବମୟ ଦିନ ଆମକୁ ସ୍ମରଣ କରାଏ ଆମ ଓଡ଼ିଶାର ଶୌର୍ଯ୍ୟ, ସଂସ୍କୃତି, ପାରମ୍ପରିକତା ଓ ଐତିହ୍ୟର କଥା। ଏହି ମାଟିର ଭାଷା, କଳା ଓ ସଂସ୍କୃତି ଆମର ଗର୍ବ ଓ ପରିଚୟ। ଆସନ୍ତୁ, ଏହି ପବିତ୍ର ଅବସରରେ ଆମେ ସମସ୍ତେ ଏକତ୍ର ହୋଇ ଓଡ଼ିଶାର ଉନ୍ନତି ଓ ଗୌରବକୁ ଆଗକୁ ନେବାର ସଙ୍କଳ୍ପ ନେବା। #ମୋ_ଓଡ଼ିଶା_ମୋର_ଗର୍ବ ❤️ #ବନ୍ଦେ_ଉତ୍କଳ_ଜନନୀ
Pranab Balabantaray tweet media
OR
3
1
6
32
Pranab Balabantaray
Pranab Balabantaray@Pranab3333·
ପବିତ୍ର ଶ୍ରୀ ରାମ ନବମୀର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କର କୃପା ସଦା ସର୍ବଦା ଆପଣଙ୍କ ଉପରେ ରହୁ। ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ। ଜୟ ଶ୍ରୀ ରାମ 🚩 #RamNavami #ରାମନବମୀ
Pranab Balabantaray tweet media
OR
7
2
18
306
Pranab Balabantaray
Pranab Balabantaray@Pranab3333·
ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତ ମହିଳାଙ୍କୁ ମୋର ଅନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆସନ୍ତୁ ଏହି ପବିତ୍ର ଦିନରେ ଆମେ ସମସ୍ତେ ନାରୀମାନଙ୍କର ସମ୍ମାନ, ସମତା ଓ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବା ଓ ସେମାନଙ୍କର ସ୍ୱପ୍ନ ସାକାର କରିବାରେ ସଦା ସହଯୋଗ କରିବା। #happywomensday
Pranab Balabantaray tweet media
OR
4
2
7
94
Pranab Balabantaray
Pranab Balabantaray@Pranab3333·
ରଙ୍ଗର ପର୍ବ ପବିତ୍ର ହୋଲି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଏହି ହୋଲି ଆପଣଙ୍କ ଜୀବନରେ ଖୁସି, ଆନନ୍ଦ, ସଫଳତା ଓ ସମୃଦ୍ଧିର ନୂଆ ରଙ୍ଗ ଭରିଦେଉ। ସମସ୍ତ ଦୁଃଖ କଷ୍ଟ ଦୂର ହେଉ ଓ ପ୍ରତ୍ୟେକ ଦିନ ହସିଖୁସିରେ କଟୁ। #HappyHoli
Pranab Balabantaray tweet media
OR
7
2
12
105
Pranab Balabantaray retweetledi
Sanjay Kumar Das Burma
Sanjay Kumar Das Burma@BurmaSanjay·
ଓଡିଶାର ପାଞ୍ଚ ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀଯୁକ୍ତ @Naveen_Odisha ଯେ କେବଳ ଭାରତୀୟ ରାଜନୀତିରେ ଗଭୀର ଛାପ ଛାଡିଛନ୍ତି ତାହା ନୁହେଁ ବରଂ ଦେଶର ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ବିଜୁ ଜନତା ଦଳକୁ ସଶକ୍ତ, ସମୃଦ୍ଧ ଓ ସୁଦୃଢ ନେତୃତ୍ୱ ଦେଉଛନ୍ତି।
Sanjay Kumar Das Burma tweet media
OR
3
4
9
99
Pranab Balabantaray
Pranab Balabantaray@Pranab3333·
#ଓଁ_ନମଃ_ଶିବାୟ 🙏 ପବିତ୍ର ମହାଶିବରାତ୍ରି ଓ ଜାଗର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଜି ଏହି ପବିତ୍ର ଦିବସରେ, ଭଗବାନ ମହାଦେବଙ୍କ ଅପାର କରୁଣା ଓ ଆଶୀର୍ବାଦରେ, ସଭିଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ । #MahaShivaratri #HarHarMahadev
Pranab Balabantaray tweet media
OR
5
2
4
81
Pranab Balabantaray
Pranab Balabantaray@Pranab3333·
ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆଜିର ଦିବସ ହେଉଛି ଗର୍ବ, ଗୌରବ ଓ ସଂକଳ୍ପର ଦିନ। #HappyRepublicDay
Pranab Balabantaray tweet media
OR
4
2
4
60
Pranab Balabantaray
Pranab Balabantaray@Pranab3333·
ମାଆ ସରସ୍ୱତୀଙ୍କ ଅସୀମ କୃପାରେ ଆପଣଙ୍କ ଜୀବନ ଜ୍ଞାନ, ବୁଦ୍ଧି ଓ ସଫଳତାରେ ପୂର୍ଣ୍ଣ ହେଉ। ସରସ୍ୱତୀ ପୂଜାର ହାର୍ଦ୍ଦିକ ଶୁଭେଚ୍ଛା! 🙏
Pranab Balabantaray tweet media
OR
4
2
3
43
Pranab Balabantaray
Pranab Balabantaray@Pranab3333·
ପବିତ୍ର ମକର ସଂକ୍ରାନ୍ତି ଅବସରରେ ଆପଣ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆନନ୍ଦ ଉଲ୍ଲାସର ପର୍ବ ମକର ସଂକ୍ରାନ୍ତିରେ ସମସ୍ତଙ୍କ ସୁଖମୟ ଜୀବନ କାମନା କରୁଛି। #makarsankranti #ମକରସଂକ୍ରାନ୍ତି
Pranab Balabantaray tweet media
OR
5
2
4
56
Pranab Balabantaray
Pranab Balabantaray@Pranab3333·
Warm greetings to all on the joyous occasion of the New Year. May this New Year bring peace, good health, and prosperity to every family. Let us move forward together with unity, hope, and determination to build a stronger, more developed society. #HappyNewYear
Pranab Balabantaray tweet media
English
5
2
5
55
Pranab Balabantaray
Pranab Balabantaray@Pranab3333·
ପବିତ୍ର ପ୍ରଥମାଷ୍ଟମୀ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ଘରର ଅଗ୍ରଜମାନଙ୍କୁ ସମ୍ମାନ ଜଣାଇବାର ଆମର ଏହି ପରମ୍ପରା ସବୁଠୁ ନିଆରା ଓ ସ୍ୱତନ୍ତ୍ର। ମହାପ୍ରଭୁଙ୍କ ନିକଟରେ ସଭିଙ୍କ ମଙ୍ଗଳ କାମନା କରୁଛି। #Prathamastami
Pranab Balabantaray tweet media
OR
4
2
7
127
Pranab Balabantaray
Pranab Balabantaray@Pranab3333·
ସମସ୍ତଙ୍କୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ବୋଇତ ବନ୍ଦାଣ ଉତ୍ସବର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆମ ଓଡ଼ିଶାର ମହାନ ସଭ୍ୟତା, ସଂସ୍କୃତି, ଗୌରବମୟ ଐତିହ, ନୌବାଣିଜ୍ୟ ପରମ୍ପରା ତଥା ଆର୍ଥିକ ପ୍ରଗତିର ମୂକସାକ୍ଷୀ ଭଳି ଆଜିର ଏହି ପବିତ୍ର ଦିନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କର ମଙ୍ଗଳ ହେଉ।🙏
Pranab Balabantaray tweet media
OR
4
2
5
109
Pranab Balabantaray
Pranab Balabantaray@Pranab3333·
ଦୀପଂ ଜ୍ୟୋତି ପରମବ୍ରହ୍ମ, ଦୀପଂ ଜ୍ୟୋତି ଜନାର୍ଦ୍ଦନ ଦୀପଂ ଜ୍ୟୋତି ହରେତ୍ ପାପ, ଦୀପଂ ଜ୍ୟୋତି ନମୋସ୍ତୁତେ।। ପବିତ୍ର ଦୀପାବଳି ଏବଂ କାଳୀପୂଜାର ଶୁଭାବସରରେ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। #HappyDiwali
Pranab Balabantaray tweet media
OR
5
2
13
155
Pranab Balabantaray
Pranab Balabantaray@Pranab3333·
ଓଡ଼ିଶା ପାଇଁ ଆପଣଙ୍କ ଅବଦାନ ଅଲିଭା ରହିବ କାଳକାଳକୁ। ଆପଣଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରୁଛି । 💐 #happybirthday @Naveen_Odisha @bjd_odisha
OR
4
3
8
90
Pranab Balabantaray
Pranab Balabantaray@Pranab3333·
ଓଡ଼ିଶାର ବିଶ୍ୱକର୍ମା, କୋଟି ଓଡ଼ିଆଙ୍କ ପ୍ରିୟ ନେତା @bjd_odisha ର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @Naveen_Odisha ଙ୍କ ଶୁଭ ଜନ୍ମଦିନ ଅବସରରେ ଅଶେଷ ଅଶେଷ ଅଭିନନ୍ଦନ l ପ୍ରଭୁ ଜଗତର ନାଥ ଜଗନ୍ନାଥ ଆପଣଙ୍କୁ କୋଟି ପରମାୟୁ ଦିଅନ୍ତୁ l ସୁସ୍ଥ, ନିରୋଗ ଜୀବନ ଅତିବାହିତ କରନ୍ତୁ l ଶୁଭ ଜନ୍ମଦିନ!💐🙏
Pranab Balabantaray tweet media
OR
4
1
16
209
Pranab Balabantaray
Pranab Balabantaray@Pranab3333·
ପବିତ୍ର ଲକ୍ଷ୍ମୀପୂଜା ଓ କୁମାର ପୂର୍ଣ୍ଣିମା ଉତ୍ସବ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
Pranab Balabantaray tweet media
OR
3
1
3
54
Pranab Balabantaray
Pranab Balabantaray@Pranab3333·
ପବିତ୍ର ବିଜୟା ଦଶମୀ ଅବସରରେ ମୋର ଆନ୍ତରିକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ବିଜୟା ଦଶମୀ ହେଉଛି ଅସତ୍ୟ ଉପରେ ସତ୍ୟର, ଅନ୍ୟାୟ ଉପରେ ନ୍ୟାୟର ଏବଂ ଅଶାନ୍ତି ଉପରେ ଶାନ୍ତିର ବିଜୟ ପ୍ରତୀକ । ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ତଥା ସମାଜରେ ସତ୍ୟ, ନ୍ୟାୟ ଏବଂ ଶାନ୍ତି ପ୍ରତିଷ୍ଠା ଦିଗରେ ନିଷ୍ଠାପର ଭାବରେ କାର୍ଯ୍ୟ କରନ୍ତୁ।
Pranab Balabantaray tweet media
OR
3
2
7
110
Pranab Balabantaray
Pranab Balabantaray@Pranab3333·
#ଜୟ_ମା_ଦୁର୍ଗା ପବିତ୍ର ମହାଷ୍ଟମୀର ଶୁଭକାମନା, ଭବତାରିଣୀ ମା' ଦୁର୍ଗା ସମସ୍ତଙ୍କୁ କଲ୍ୟାଣ କରନ୍ତୁ ।🙏
OR
3
1
5
71