Odisha Pulse@PulseOdisha·6hଆସାମରେ ନିର୍ଵାଚନ ପ୍ରଚାର ବେଶ୍ ସରଗରମ... ଆସାମ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ନେତୃବୃନ୍ଦଙ୍କ ମଧ୍ୟରେ ଲଢ଼େଇ ଜୋରଦାର... ଫଳାଫଳକୁ କାହା ସପକ୍ଷରେ ପ୍ରଭାଵିତ କରିପାରେ ? youtu.be/UbyS_VHhjZ0ÇevirYouTube OR0003
Odisha Pulse@PulseOdisha·1dବିଜେଡି ରାଜନୀତିରେ ପୁଣି ସକ୍ରିୟ ହେଲେଣି ପାଣ୍ଡିଆନ ଓ ତାଙ୍କର ଟିମ୍... ବବି ଦାସ, ମାନସ ମଙ୍ଗରାଜ, ଡି.ଏସ.କୁଟ୍ଟେ ବି ସକ୍ରିୟ ହେଉଥିବା ନେଇ ଚର୍ଚ୍ଚା... ବରିଷ୍ଠ ନେତା ମାନେ ଏଵେ ଚିନ୍ତାରେ... youtu.be/DMVWw_H7g7oÇevirYouTube OR001171
Odisha Pulse@PulseOdisha·2dକେମିତି ରହିଛି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ପ୍ରଦର୍ଶନ ଓ ଲୋକପ୍ରିୟତା ? youtu.be/BwM4lrPssf4ÇevirYouTube OR0006
Odisha Pulse@PulseOdisha·4dବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେଡି ଭାଙ୍ଗିବାକୁ ଷଡ଼ଯନ୍ତ୍ର କରିଥିଲେ... ନବୀନଙ୍କ ବିରୋଧରେ ଗଲେ କ୍ୟାରିୟର ଶେଷ... : ଡକ୍ଟର ବ୍ୟୋମକେଶ ରାୟ,ବିଜେଡି ବିଧାୟକyoutu.be/jk8dPLi9rMYÇevirYouTube OR00014
Odisha Pulse@PulseOdisha·5dକାହିଁକି ଜଣକ ପରେ ଜଣେ ନେତା ଦୂରେଇ ଯାଉଛନ୍ତି ଦଳରୁ ? ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ର ବିପଦରେ ନାହିଁ ତ ? ଆପ୍ ଭବିଷ୍ୟତ ଅନିଶ୍ଚିତତା ଆଡ଼କୁ ଯାଉନାହିଁ ତ ? youtu.be/1-LHUIzfKVIÇevirYouTube OR0017
Odisha Pulse@PulseOdisha·6dପୁଣି ଆସିଲା ଆଉ ଏକ ଓପିନିଅନ ପୋଲ୍... ପଶ୍ଚିମବଙ୍ଗ,ତାମିଲନାଡୁ, କେରଳ ଓ ଆସାମରେ କାହାର ହେବ ସରକାର ? youtu.be/fnh-t0jOcUcÇevirYouTube OR00013
Odisha Pulse@PulseOdisha·1 Nisପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶା ଆଜି କେଉଁଠି ? କାହିଁକି ବିକଶିତ ରାଜ୍ଯ ତାଲିକାରେ ପଛରେ ପଡ଼ିଛି ଓଡ଼ିଶା ? youtu.be/32NZzvXcqUUÇevirYouTube OR01233
Odisha Pulse@PulseOdisha·31 Marକାହିଁକି ବିଜୁ ପଟ୍ଟନାୟକଙ୍କୁ ମିଳିପାରି ନାହିଁ ଭାରତ ରତ୍ନ ସମ୍ମାନ ? ବିଜେଡିର ନେତା ଓ ବିଜୁ ଲିଗାସିର ଉତ୍ତାରାଧିକାରୀ ଦାବୀ କରୁଥିବା ନେତା ମାନେ କରିଛନ୍ତି କ'ଣ ? youtu.be/o4kcIw_fcjMÇevirYouTube OR00011
Odisha Pulse@PulseOdisha·30 Marନିଶିକାନ୍ତ ଦୁବେଙ୍କ ବକ୍ତବ୍ୟ ନେଇ ବିଜେଡି ଏତେ ପ୍ରତିକ୍ରିୟାଶୀଳ କାହିଁକି ? youtu.be/Z-UXy0L-y2oÇevirYouTube OR00112
Odisha Pulse@PulseOdisha·28 Marରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାର ହୋଇଛି... ଘୋଡ଼ାଙ୍କ ଭବିଷ୍ୟତ ଅନ୍ଧାର... ଏସସିବି ଅଗ୍ନିକାଣ୍ଡ ଘଟଣାରେ ସୁପରିଟେଣ୍ଡେଣ୍ଟଙ୍କୁ ନିଲମ୍ବିତ କରାଯାଉ : ଅଶୋକ ଦାସ, କଂଗ୍ରେସ ବିଧାୟକ ଦଳ ଉପନେତା youtu.be/Jl9hrD1IjT8ÇevirYouTube OR00116
Odisha Pulse@PulseOdisha·27 Marବିଜେଡିରୁ ନିଲମ୍ବିତ ବିଧାୟକ ମାନେ କାହା ନେତୃତ୍ୱକୁ ସ୍ୱୀକାର କରିବେ ? ବିଜୟ ମହାପାତ୍ର ଅବା ଦିଲୀପ ରାୟ ? youtu.be/vUd6SnZuTs4ÇevirYouTube OR0018
Odisha Pulse@PulseOdisha·26 Marମାଗଣା ବାଣ୍ଟିବା ଯୋଜନାରୁ ଦୂରେଇ ରହି ପାରିବେ କି ରାଜନୈତିକ ଦଳ ? youtu.be/QgsWmGent1YÇevirYouTube OR0006
Odisha Pulse@PulseOdisha·25 Marଆର୍ସେଲର ମିତ୍ତଲ ଓ ନିପ୍ପନ ପକ୍ଷରୁ ଷ୍ଟିଲ ପ୍ଲାଣ୍ଟ ଆନ୍ଧ୍ର ପ୍ରଦେଶରେ ହେବାକୁ ଯାଉଛି... ଏହି ଖବର ଓଡ଼ିଶାକୁ କିପରି ପ୍ରଭାବିତ କରିବ ? ଏ ନେଇ ଓଡ଼ିଶା ସରକାର ଚିନ୍ତା କରିବାର ଆବଶ୍ୟକତା ରହିଛି ନା ନାହିଁ ? youtu.be/EyBgk4CtaZcÇevirYouTube OR00115
Odisha Pulse@PulseOdisha·24 Marବିଜେଡିର ରାଜନୈତିକ ଇତିହାସ କ'ଣ ସୂଚାଉଛି ? କେବଳ ଛଳନା, ଅବିଶ୍ୱାସ ଓ ବିଶ୍ୱାସଘାତକତା ଭରା ଏକ ରାଜନୈତିକ ଦଳର କାହଣୀ ଠାରୁ ଭିନ୍ନ କି ? youtu.be/V7dxbj06SjEÇevirYouTube OR0007
Odisha Pulse@PulseOdisha·23 Marରାଜ୍ୟସଭା ନିର୍ବାଚନ ପରେ କାହିଁକି ବିଜେଡି ବାବଦରେ ଜାତୀୟ ଗଣମାଧ୍ୟମରେ ଏତେ ଚର୍ଚ୍ଚା ? youtu.be/APFsIpIQd_oÇevirYouTube OR0004
Odisha Pulse@PulseOdisha·21 Marଆସାମ, ପଶ୍ଚିମବଙ୍ଗ,କେରଳ ଓ ତାମିଲନାଡୁରେ ହେବାକୁ ଥିବା ନିର୍ବାଚନ ଫଳାଫଳ ବାବଦରେ କ'ଣ କହୁଛି ଓପିନିଅନ ପୋଲ୍ ? youtu.be/ERygpDL4E6kÇevirYouTube OR0008
Odisha Pulse@PulseOdisha·20 Marଓଡ଼ିଶାର ରାଜନୈତିକ ସ୍ଥିତି ବାବଦରେ କୁତ୍ରିମ ବୁଦ୍ଧିମତ୍ତାର ଆକଳନ କ'ଣ ? ନୂଆ ରାଜନୈତିକ ଦଳ ଗଠନ ଓ ଏହାର ନେତୃତ୍ୱ କିଏ ନେଇ ପାରନ୍ତି ? youtu.be/rjY79P1_GmQÇevirYouTube OR00111
Odisha Pulse@PulseOdisha·19 Marଝାନସୀ ମେଡିକାଲ କଲେଜରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ଉତ୍ତର ପ୍ରଦେଶ ସରକାର ନେଇଥିବା କାର୍ଯ୍ୟାନୁଷ୍ଠାନ ଭଳି ଓଡ଼ିଶା ସରକାର କଟକ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ନେବେ କି ? youtu.be/R0gaDHltJ2cÇevirYouTube OR00025
Odisha Pulse@PulseOdisha·18 Marପାଣ୍ଡିଆନ ଓ ମଙ୍ଗରାଜଙ୍କୁ ନେଇ ନବୀନ ପଟ୍ଟନାୟକ ଆରମ୍ଭ କଲେ କି ନୂଆ ସମାଜ ସେବା ମିଶନ୍... youtu.be/PaCz76jDnFkÇevirYouTube OR00012
Odisha Pulse@PulseOdisha·17 Marରାଜ୍ୟସଭା ନିର୍ବାଚନରେ ଦଳ ବିରୋଧରେ ଯାଇଥିବା ବିଜେଡି ଓ କଂଗ୍ରେସ ବିଧାୟକ ମାନଙ୍କ ଭବିଷ୍ୟତ କ'ଣ ହେବ ? youtu.be/PjygP3teBgEÇevirYouTube OR00015