
ଓଡ଼ିଶା ଜୈବ ବିବିଧତା ବୋର୍ଡ ପକ୍ଷରୁ ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ରଠାରେ ଜୈବ ବିବିଧତା ସଂରକ୍ଷଣ ଓ ପରିଚାଳନା ସମ୍ପର୍କିତ ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ RCCF ଡା.ସଞ୍ଜୟ କୁମାର ସ୍ୱାଇଁଙ୍କ ଯୋଗଦାନ। ଜଙ୍ଗଲ, ଜୈବ ବିବିଧତା, ବନ୍ୟପ୍ରାଣୀଙ୍କ ସୁରକ୍ଷା ଏବଂ ଜଙ୍ଗଲ ନିଆଁର ପ୍ରତିରୋଧ ଲାଗି ପରାମର୍ଶ କରିଥିଲେ @pccfodisha



OR














































