
ପଟ୍ଟାଙ୍ଗୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସେମିଳିଗୁଡା ବ୍ଲକ ଚାରଙ୍ଗୁଲ ଗ୍ରାମପଞ୍ଚାୟତର ହଞ୍ଜରାଗୁଡା ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଷ୍ଠୀ ଶିକ୍ଷାଧିକାରୀ, ସେମିଳିଗୁଡାଙ୍କ ଆନୁକୁଲ୍ୟରେ ଆୟୋଜିତ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ କାର୍ଯ୍ୟକ୍ରମ ଓ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲି। ଶିକ୍ଷା ହେଉଛି ସମାଜ ଉନ୍ନତିର ମୂଳଭିତ୍ତି, ଏହାକୁ ସୁଦୃଢ଼ କରିବା ପାଇଁ ସମସ୍ତଙ୍କ ସାମୂହିକ ପ୍ରୟାସ ଆବଶ୍ୟକ।




OR





























