Regional Plant Resource Centre

290 posts

Regional Plant Resource Centre banner
Regional Plant Resource Centre

Regional Plant Resource Centre

@RPRC_Odisha

Official account of RPRC 🌱 | Advancing research in forest conservation, climate resilience & biodiversity 🌿 | Autonomous since 1985 | FE&CC | Govt. of Odisha.

Bhubaneswar, Odisha, India Katılım Aralık 2024
15 Takip Edilen84 Takipçiler
Regional Plant Resource Centre
ଓଡ଼ିଶାର ସବୁଜିମାକୁ ସୁରକ୍ଷିତ ରଖିବାରେ ଏବଂ ଆମର ବିରଳ ଉଦ୍ଭିଦ ସମ୍ପଦର ସଂରକ୍ଷଣ ଦିଗରେ RPRC ର ଅବଦାନ ଅତୁଳନୀୟ। ଏହି ଗୌରବମୟ ଦିବସରେ ଆସନ୍ତୁ ଆମ ରାଜ୍ୟର ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ପୁଣିଥରେ ସଙ୍କଳ୍ପବଦ୍ଧ ହେବା #OdishaDibasa @CMO_Odisha @GaneshRamBJP @ForestDeptt @pccfodisha @PCCFWL_Odisha
OR
0
0
2
24
Regional Plant Resource Centre retweetledi
Mohan Charan Majhi
Mohan Charan Majhi@MohanMOdisha·
ପରିବେଶ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଆଜି ସାରା ଦେଶ ପାଇଁ ଏକ ମଡେଲ ସାଜିଛି। ‘ଏକ୍ ପେଡ୍ ମା କେ ନାମ୍’ ଅଭିଯାନ ମାଧ୍ୟମରେ ବ୍ୟାପକ ବୃକ୍ଷରୋପଣ କରି ଆମ ରାଜ୍ୟ ଦେଶରେ ଅଗ୍ରଣୀ ସ୍ଥାନ ହାସଲ କରିବା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ପ୍ରକୃତି ମା’ ପ୍ରତି ଆମର ଏକ ସମ୍ମାନଜନକ ଅର୍ଘ୍ୟ। ଆଗାମୀ ପିଢ଼ି ପାଇଁ ଜଳର ସୁରକ୍ଷା ତଥା ସ୍ଥାୟୀ ପରିଚାଳନା ନିମନ୍ତେ ଆମ ସରକାର ଏକ ସନ୍ତୁଳିତ ଏବଂ ପ୍ରଗତିଶୀଳ ‘ଜଳ ନୀତି’ ପ୍ରଣୟନ କରିଛନ୍ତି। ବୃକ୍ଷରୋପଣ ଓ ଜଳ ସଂରକ୍ଷଣର ଏହି ସମନ୍ୱୟ ଏକ ସମୃଦ୍ଧ ତଥା ସୁରକ୍ଷିତ ଓଡ଼ିଶାର ଭିତ୍ତିଭୂମି ସ୍ଥାପନ କରିବ।
OR
9
20
69
3.1K