Sabitlenmiş Tweet

ସମୟ ବିତିକି ଗୋଟିଏ ବର୍ଷ ପୁରିସାରିଲାଣି.... ହେଲେ ସେମାନଙ୍କ ସ୍ନେହ , ଆଦର ଓ ଭଲପାଇବା ମୋର ଆଜିବି ମନେ ଅଛି....
ସତରେ କନ୍ଧମାଳ ଲୋକ ମାନେ ବହୁତ୍ ସ୍ନେହୀ...
#ପ୍ରଥମ_ଗୃହ_ପରିଦର୍ଶନ
#first_community_duty




Orissa, India 🇮🇳 OR
ରେଶ୍ମାରାଣି ଜେନା
5.5K posts

@ResmaraniJ
ନର୍ସିଂ ଛାତ୍ରୀ ହେଲେ ଭାବନାକୁ ଲେଖୁଥିବା ଝିଅଟେ #ଭାଷା_ହୃଦୟର #ଅଣୁ_ଗଳ୍ପ #ମୋ_ମତରେ #ସକାଳର_ଭାଵନା ଫଟୋ ସବୁ #ଏଣୁତେଣୁ_ଫଟୋ https://t.co/Op1oS7e6gC







ହସ ଓଠରେ ଘର କରି ନେଇଛି ମିଛ ଅଭିନୟ କରିବା ପାଇଁ, ଆଉ ଲୁହ ଅଖିରେ ଲୁଚି ରହିଛି ଏକାକିତ୍ବ ରେ ଝରିବା ପାଇଁ...!!! #ଭାଷା_ହୃଦୟର #ଏଇତ_ଜୀବନ


