rto_rayagada retweetledi
rto_rayagada
338 posts


Deeply saddened to learn about the passing away of legendary Bollywood playback singer #AshaBhosle. Her euphonious voice enchanted generations of music lovers and the glorious legacy she has left behind in Indian music will be remembered for generations. My heartfelt condolences to her family and countless admirers. Om Shanti.
English
rto_rayagada retweetledi

ପିଏମ୍ ରାହତ (Road Accident Victims' Hospitalisation & Assured Treatment) ଯୋଜନାରେ ସଡ଼କ ଦୁର୍ଘଟଣାର ସାତ ଦିନ ଯାଏଁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ ଚିକିତ୍ସା ଯୋଗାଉଛନ୍ତି ସରକାର।
#PMRAHAT #SevaBhav #RoadSafety #GoldenHourCare #SadakSurakshaJeevanRaksha #Odisha
OR
rto_rayagada retweetledi
rto_rayagada retweetledi

ଏବେ ଘରେ ବସି ଅନଲାଇନରେ ଗାଡ଼ିର RC ଓ ଡ୍ରାଇଭିଂ ଲାଇସେନ୍ସରେ VAHAN ଏବଂ SARATHI ପୋର୍ଟାଲ ସହାୟତାରେ ମୋବାଇଲ୍ ନମ୍ବର ଅପଡେଟ୍ କରନ୍ତୁ।
ଯୋଡ଼ି ହୁଅନ୍ତୁ ଏଭଳି ଏକ ଡିଜିଟାଲ୍ ଇକୋସିଷ୍ଟମ୍ ସହ, ଯେଉଁଠି ସବୁ ସୂଚନା ମିଳିବ ଠିକ୍ ସମୟରେ ଆପଣଙ୍କ ନିକଟରେ।
#DigitalIndia #RoadSafety #SadakSurakshaAbhiyan #Odisha #SmartGovernance

OR
rto_rayagada retweetledi

ଜୀବନକୁ ସୁରକ୍ଷା ଦେବ ହେଲମେଟ୍, ହେଡଫୋନ୍ ନୁହେଁ ।
ଗାଡ଼ି ଚଳାଇବା ବେଳେ ଆପଣଙ୍କ ଜୀବନର ମୂଲ୍ୟ ଭୁଲନ୍ତୁ ନାହିଁ ।
ନିଜ ସହ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ପ୍ରତି ଯତ୍ନବାନ ହୁଅନ୍ତୁ, ଦୁଇ ଚକିଆ ଚଳାଇବା ବେଳେ ହେଲମେଟ୍ ନିଶ୍ଚିତ ପିନ୍ଧନ୍ତୁ ।
#WearHelmet #STAOdisha #ComeHomeSafe #Enforcement
OR
rto_rayagada retweetledi

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପରିବହନ ବିଭାଗର ସ୍ୱତନ୍ତ୍ର ଅଭିଯାନ
ସଚେତନତା ସହ ଏନଫୋର୍ସମେଣ୍ଟ
ସୁରକ୍ଷିତ ଯାତ୍ରାର ଦିଆଯାଉଛି ସନ୍ଦେଶ
ଗାଡ଼ି ଚାଳକଙ୍କୁ ମିଳୁଛି ଫୁଲ, ଚକୋଲେଟ୍, ପ୍ରାଥମିକ ଚିକିତ୍ସା କିଟ୍
ଯମରାଜ, ଚିତ୍ରଗୁପ୍ତଙ୍କ ନିବେଦନ-ସଡ଼କ ସୁରକ୍ଷା ନିୟମ ମାନି ଘରକୁ ଫେର
ଅମାନିଆଙ୍କୁ କରାଯାଉଛି ତାଗିଦ୍, କଟୁଛି ଚାଲାଣ
#RoadSafety #Odisha #SafeDriving #FollowTrafficRules #StaySafe #SpecialDrive #ComeHomeSafe
OR
rto_rayagada retweetledi

ମାଲବାହୀ ଯାନରେ ଯାତ୍ରୀ ପରିବହନ କେବଳ ମୋଟର ଯାନ ଆଇନ ଅନୁଯାୟୀ ବେଆଇନ୍ ନୁହେଁ ବିପଜ୍ଜନକ ମଧ୍ୟ। ନିୟମ ଉଲ୍ଲଙ୍ଘନ କରୁଥିବା ଯାନ ଉପରେ ପରିବହନ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବାକୁ ଆପଣ ଏଭଳି ଭୁଲ୍ କରନ୍ତୁ ନାହିଁ।
ସଡ଼କ ସୁରକ୍ଷା ନିୟମର ପାଳନ କରନ୍ତୁ, ସୁରକ୍ଷିତ ଘରକୁ ଫେରନ୍ତୁ ।
#PassengerSafety #ResponsibleRide
#SpecialDrive #ComeHomeSafe #RoadSafety #Odisha

OR

Drive at Gunupur against wrong-side driving, a major cause of road accidents.During the drive, violators were identified and penalized as per provisions of the MV Act. Drivers were also counselled about the risks associated with wrong-side driving. @STAOdisha @DM_Rayagada




English

Joint enforcement drive conducted with Chandili Police Station against road safety violations.During the drive, one juvenile rider was detected and appropriate action has been initiated as per law.Strict enforcement will continue to ensure safer roads for all. #RoadSafety




English








































