Sarat Patnaik

1.2K posts

Sarat Patnaik banner
Sarat Patnaik

Sarat Patnaik

@SaratPatINC

Ex President - Odisha Pradesh Congress Committee | Former Member of Parliament & AICC Secretary | Committed to serve people of Odisha ଜୟ ଓଡ଼ିଶା

Bhubaneshwar, India Katılım Eylül 2012
124 Takip Edilen4.7K Takipçiler
Sarat Patnaik
Sarat Patnaik@SaratPatINC·
Happy Labour Day Respect every worker. This world is built on the sweat of workers Respecting them is our responsibility.
Sarat Patnaik tweet media
English
0
0
0
25
Sarat Patnaik
Sarat Patnaik@SaratPatINC·
ଓଡ଼ିଆ ପ୍ରାଣର ଚିର ନମସ୍ୟ, କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଯାହାଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଦୂରଦୃଷ୍ଟି ଯୋଗୁଁ ଆଜି ଓଡ଼ିଆ ଭାଷା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି, ସେହି ମହାନ ମନୀଷୀଙ୍କୁ ଆମର ଶତ ଶତ ପ୍ରଣାମ।
Sarat Patnaik tweet media
OR
0
1
2
63
Sarat Patnaik
Sarat Patnaik@SaratPatINC·
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଚାଷୀ ଭାଇଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ।
Sarat Patnaik tweet media
OR
0
1
2
46
Sarat Patnaik
Sarat Patnaik@SaratPatINC·
ସମ୍ବିଧାନ ପ୍ରଣେତା, ମହାନ୍ ରାଷ୍ଟ୍ରନାୟକ ଭାରତରତ୍ନ ଡକ୍ଟର ଭୀମ୍‌ରାଓ ରାମ୍‌ଜୀ ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
Sarat Patnaik tweet media
OR
0
0
2
43
Sarat Patnaik
Sarat Patnaik@SaratPatINC·
ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ପବିତ୍ର ମହାବିଷୁବ "ପଣା" ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଏହି ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ।
Sarat Patnaik tweet media
OR
0
0
2
65
Sarat Patnaik
Sarat Patnaik@SaratPatINC·
ପବିତ୍ର #ଉତ୍କଳଦିବସ ଅବସରରେ ମୋର ସମସ୍ତ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ। ଆସନ୍ତୁ ଏହି ପବିତ୍ର ଉତ୍କଳ ଦିବସ ଅବସରରେ ଉତ୍କଳର ବୀରପୁତ୍ରମାନଙ୍କ ବଳିଦାନ ଓ ଅବଦାନକୁ ସ୍ମରଣ କରିବା ଏବଂ ଆମେ ଓଡ଼ିଆ ବୋଲି ଗର୍ବ ଅନୁଭବ କରିବା ।
Sarat Patnaik tweet media
OR
1
1
4
53
Sarat Patnaik
Sarat Patnaik@SaratPatINC·
ପବିତ୍ର ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ସତ୍ୟ, ଧର୍ମ, ନ୍ୟାୟ ଓ ଆଦର୍ଶକୁ ପାଥେୟ କରି ସମାଜର ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା। ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ।
Sarat Patnaik tweet media
OR
0
1
4
51
Sarat Patnaik
Sarat Patnaik@SaratPatINC·
ପବିତ୍ର ଇଦ୍-ଉଲ୍-ଫିତର ଅବସରରେ ସମସ୍ତ ମୁସଲମାନ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା। ଏହି ପବିତ୍ର ପର୍ବ ଆମ ମନରେ ଶାନ୍ତି, ମୈତ୍ରୀ ଓ ସଂପ୍ରୀତି ମୂଲ୍ୟବୋଧର ଭାବକୁ ଉଜାଗର କରି ଭାତୃତ୍ବ ସୂତ୍ରରେ ବାନ୍ଧି ରଖିବାର ମାଧ୍ୟମ ହେଉ। #Eid
Sarat Patnaik tweet media
OR
0
0
2
61
Sarat Patnaik
Sarat Patnaik@SaratPatINC·
କଟକର SCB Medical College and Hospital ରେ ଘଟିଥିବା ଅଗ୍ନିକାଣ୍ଡ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା। ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। 🙏 ଏହି ଘଟଣାର ତୁରନ୍ତ ତଦନ୍ତ କରାଯାଇ ପୀଡ଼ିତ ପରିବାରମାନଙ୍କୁ ଯଥୋଚିତ ସହାୟତା ଯୋଗାଇ ଦେବାକୁ ପ୍ରଶାସନଙ୍କୁ ଅନୁରୋଧ l
OR
0
1
10
178
Sarat Patnaik
Sarat Patnaik@SaratPatINC·
A glorious victory at the ICC Cricket World Cup. A proud moment for every Indian as our team displayed courage, determination, and the true spirit of champions. Congratulations Team India! The entire nation celebrates this historic triumph.
Sarat Patnaik tweet media
English
1
2
3
94
Sarat Patnaik
Sarat Patnaik@SaratPatINC·
On this International Women’s Day, salute the strength, courage, and resilience of every woman who fights battles silently and still stands tall. A progressive society is built when women are respected, empowered, and given equal opportunities. Respect Women. Empower Women. Celebrate Women. #WomensDay #InternationalWomensDay
Sarat Patnaik tweet media
English
0
1
3
72
Sarat Patnaik
Sarat Patnaik@SaratPatINC·
ରଙ୍ଗର ପର୍ବ ହୋଲିର ହାର୍ଦ୍ଦିକ ଶୁଭେଚ୍ଛା। ଆନନ୍ଦ ଓ ଉଲ୍ଲାସର ଏହି ପର୍ବ ସଭିଙ୍କ ଜୀବନ ଖୁସି ଭରି ଦେଉ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିର ରଙ୍ଗରେ ରଙ୍ଗୀନ ହେଉ। ସମସ୍ତେ ସୁରକ୍ଷିତ ଭାବେ ହୋଲି ପାଳନ କରନ୍ତୁ।
Sarat Patnaik tweet media
OR
0
0
2
60
Sarat Patnaik
Sarat Patnaik@SaratPatINC·
ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ବିୟୋଗ ଖବର ଶୁଣି ଗଭୀର ଦୁଃଖିତ। ତାଙ୍କର ସୁମଧୁର କଣ୍ଠ ଓଡ଼ିଆ ସଙ୍ଗୀତ ଜଗତରେ ସଦା ସ୍ମରଣୀୟ ରହିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା। ଓଁ ଶାନ୍ତି 🙏
Sarat Patnaik tweet media
OR
0
0
1
79
Sarat Patnaik
Sarat Patnaik@SaratPatINC·
ପବିତ୍ର #ମହାଶିବରାତ୍ରି ଉପଲକ୍ଷେ ଆପଣ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଦେବ ଦେବ ମହାଦେବଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିମୟ ହେଉ ବୋଲି ମୋର କାମନା । ଓଁ ନମଃ ଶିବାୟ🙏
Sarat Patnaik tweet media
OR
1
0
6
85
Sarat Patnaik
Sarat Patnaik@SaratPatINC·
କଂଗ୍ରେସର ବରିଷ୍ଠ ନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ ଓଡ଼ିଶା ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି। ସରଳତା, ସାହସ ଓ ନିଷ୍ଠା ସହ ଓଡ଼ିଶାବାସୀଙ୍କ ସେବାରେ ନିଜ ସାରା ଜୀବନ ଅର୍ପଣ କରିଥିବା ଏହି ମହାନ ନେତାଙ୍କ ଅବଦାନ ସଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ଏବଂ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ଗଭୀର ସମବେଦନା। ଓଁ ଶାନ୍ତି 🙏
Sarat Patnaik tweet media
OR
0
0
3
68
Sarat Patnaik
Sarat Patnaik@SaratPatINC·
Champions again! India’s U-19 team shows the world what talent, discipline and fearless cricket look like. Future of Indian cricket is not coming — it’s already here. Proud moment for the nation.
Sarat Patnaik tweet media
English
0
1
3
49
Sarat Patnaik
Sarat Patnaik@SaratPatINC·
ମୟୁରଭଞ୍ଜର ବରିଷ୍ଠ କଂଗ୍ରେସ ନେତ୍ରୀ, ପୂର୍ବତନ ସାଂସଦ ସୁଶୀଳା ତିରିୟାଙ୍କ ଦେହାନ୍ତ ସୂଚନା ପାଇ ଗଭୀର ଦୁଃଖିତ। ଜନଜାତି କଲ୍ୟାଣ ଓ ସାମାଜିକ ନ୍ୟାୟ ପ୍ରତି ତାଙ୍କର ଅମୂଲ୍ୟ ସେବା କେବେ ଭୁଲାଯିବ ନାହିଁ। ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା, ପ୍ରଭୁ ଶ୍ରୀ ଜଗନ୍ନାଥ ଦିବଙ୍ଗତ ଆତ୍ମାଙ୍କୁ ସଦଗତି ଦିଅନ୍ତୁ। 🙏
Sarat Patnaik tweet media
OR
0
0
3
60
Sarat Patnaik
Sarat Patnaik@SaratPatINC·
On this day, we remember Mahatma Gandhi, whose life was a message of truth, non-violence, and moral courage. His ideals still guide India—and the world—towards peace and justice.
Sarat Patnaik tweet media
English
0
1
2
46