
Secular Buffalo 🐃
216.4K posts

Secular Buffalo 🐃
@SecularBuffalo
pagal hai kya, bio dekh rha hai tu, Novak Djokovic is love ❤️ 🐃🐄 Queer ,Account managed by ghost



#ମାଛ_ଧରାଳିଙ୍କ_ପୁଅ_ପାଇଲେ_ଓଏଏସ୍ । ବାପା ମାଛ ଧରାଳି.....ପୁଅ ପାଇଲେ ଓଏଏସ୍ । ଗଞ୍ଜାମ ଜିଲ୍ଲା ସୋରଡ଼ା ଏନଏ ସିର କାହୁଁ ଚରଣ ବେହେରା 56 ନମ୍ବର ରେଙ୍କ ରଖି ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। #OdishaNews #GanjamNews #OASSuccess #KahnuCharanBehera #OdishaCivilServices #OTV



#OAS_ରେଜଲ୍ଟ: #ବୁବୁନ_ସାହୁ_ଟପ୍ପର -ପ୍ରକାଶ ପାଇଲା OAS ରେଜଲ୍ଟ -OPSC ପରିଚାଳିତ OCS-2024 ରେଜଲ୍ଟ ପ୍ରକାଶିତ -ମୋଟ୍ ୨ ଶହ କୃତକାର୍ଯ୍ୟ, ମହିଳା ବର୍ଗରୁ ୭୮ -ବୁବୁନ ସାହୁ ଟପ୍ପର, ଶୋଭନା ମହାନ୍ତି ଦ୍ବିତୀୟ -୩- ଜିତମିତ୍ର ସାହୁ, ୪- କନକ ଜୈନ, ୫- ସଂଗ୍ରାମ ପ୍ରଧାନ -୬- ଅମନ ଗୋୟଲ, ୭- ଶାନ୍ତନୁ କୁମାର ଶତପଥୀ -୮- ନିତେଶ କୁମାର ବାରିକ, ୯- ଶୀତଲ ପାତ୍ର, ୧୦- ଈତିଶ୍ରୀ ଜେନା -ପରୀକ୍ଷା ଦେଇଥିଲେ ୩୫ ହଜାର ୧୬୫ ପରୀକ୍ଷାର୍ଥୀ -ପ୍ରିଲିମ୍ ପରେ ୩୮୫ ଜଣ ଇଣ୍ଟରଭ୍ୟୁ ପାଇଁ କ୍ବାଲିଫାଏ କରିଥିଲେ -ଏଥର ୧୭ ମାସ ଭିତରେ ପ୍ରକାଶ ପାଇଛି ରେଜଲ୍ଟ -ଫଳରେ UPSC ସିଭିଲ୍ ଦେଉଥିବା ପିଲାଙ୍କ ସମସ୍ୟା ରହିବନି #OASResult #BubunSahuTopper #OCS2024 #OPSC #OdishaCivilServices #OTV


















