
‘#ଡିସେମ୍ବର_ସୁଦ୍ଧା_ଶିକ୍ଷାନୁଷ୍ଠାନକୁ_ପଟା’ -ଡିସେମ୍ବର ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ସରକାରୀ ପଟା ଦିଆଯିବ -ବିଧାନସଭାରେ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ -‘୨୪ ବର୍ଷର ସରକାର ସମୟରେ ଅନେକ ଶିକ୍ଷାନୁଷ୍ଠାନର ନିଜସ୍ବ ଜମି ନାହିଁ’ -ଅନ୍ୟ କାହା ଜମିରେ ସ୍କୁଲ, କଲେଜ ଚାଲିଥିଲା- ସୁରେଶ ପୂଜାରୀ -‘ପ୍ରାଥମିକ ସ୍କୁଲଠୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ପଟା ମିଳିବ’ #Odisha #SureshPujari #OTV



































