ZEE Odisha News

171.2K posts

ZEE Odisha News banner
ZEE Odisha News

ZEE Odisha News

@ZeeOdisha

ZEE Odisha News is 24x7 Odia news channel. This Digital channel update news bulletins and current affairs of your interest. WhatsApp Link: https://t.co/Wc1gSzZu9p

Bhubneshwar Katılım Kasım 2013
1 Takip Edilen186.1K Takipçiler
ZEE Odisha News
ZEE Odisha News@ZeeOdisha·
Rain Alert: କାଳବୈଶାଖି ରଚିବ ତାଣ୍ତବ! ଝଡ଼ବର୍ଷା ପାଇଁ ଏହିସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ,୬୦ କିମି ବେଗରେ ବହିବ ପବନ #RainAlert zeenews.india.com/hindi/zeeodish…
OR
0
0
1
52
ZEE Odisha News
ZEE Odisha News@ZeeOdisha·
ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ସମ୍ବଲପୁରରେ ପୋଲିସ ବିଭାଗ ତରଫରୁ ଉତ୍ତରାଞ୍ଚଳ ଆଞ୍ଚଳିକ ସ୍ତରୀୟ ଦିନିକିଆ କର୍ମଶାଳା...GMU ପ୍ରେକ୍ଷାଳୟରେ ଆୟୋଜିତ ଏହି ଦିନିକିଆ କର୍ମଶାଳା ରେ ଯୋଗ ଦେଲେ ଉତ୍ତରାଞ୍ଚଳ ରେଞ୍ଜ ର ପୋଲିସ ଅଧିକାରୀ... #Sambalpur #OdishaNews
OR
0
0
1
96
ZEE Odisha News
ZEE Odisha News@ZeeOdisha·
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରେ ଗ୍ୟାସକୁ ନେଇ ଚିନ୍ତା, ଜାଣନ୍ତୁ ବିଭିନ୍ନ ସହରରେ ସିଲିଣ୍ଡର ପିଛା କେତେ ରହିଛି ଦାମ୍? #LPGPrice zeenews.india.com/hindi/zeeodish…
OR
0
0
1
34
ZEE Odisha News
ZEE Odisha News@ZeeOdisha·
ଜୟନ୍ତ ପୁର ପିଚୁ କାରଖାନା ଅଗ୍ରୱାଲ ରସାୟନ ରେ ଅଗ୍ନିକାଣ୍ଡ...ସୂଚନା ମୁତାବକ ଆଜି ସକାଳ ପାଖାପାଖି ଆଠ ଟା ସମୟରେ ସମ୍ବଲପୁର ଅଗ୍ନିଶମ ବିଭାଗ କୁ ଜୟନ୍ତ ପୁର ନିକଟ ଅଗ୍ରୱାଲ ରସାୟନ ରେ ଅଗ୍ନିକାଣ୍ଡ ହୋଇଥିବା ଖବର ଆସିଥିଲା... #Sambalpur #OdishaNews
OR
0
0
4
268
ZEE Odisha News
ZEE Odisha News@ZeeOdisha·
ଆଜି ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷ ରେ ସମ୍ବଲପୁର ୨୦୨୫-୨୬ ଆର୍ଥିକ ବର୍ଷ ର ପଞ୍ଚମ ଲିଙ୍ଗ ନିରୂପଣ ନିଷିଦ୍ଧ ଆଇନ ୧୯୯୪ ର ଜିଲ୍ଲା ପରାମର୍ଶ ଦାତା ଓ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି #Sambalpur #Odisha
ZEE Odisha News tweet media
OR
0
0
1
75
ZEE Odisha News
ZEE Odisha News@ZeeOdisha·
'ବିଜେଡିର ମାନସିକତା ନାହିଁ ବିଧାନସଭାକୁ ଚଲେଇଦେବା ପାଇଁ...ଲୋକଙ୍କ ଟଙ୍କା ବରବାଦ ହଉଛି' #Bhubaneswar #OdishaAssembly #OdishaNews
OR
0
0
0
246