Sabitlenmiş Tweet

'ଜ୍ଞାନ - ଚରିତ୍ର - ଏକତା: ପରିଷଦର ବିଶେଷତା'
ଆସନ୍ତା ୨୩ ରୁ ୨୫ ଡିସେମ୍ବର ମଧ୍ୟରେ ସଂସ୍କୃତିର ମାଟି ଭଦ୍ରକରେ ଅନୁଷ୍ଠିତ ହେବାକୁ ଯାଉଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ,ଓଡ଼ିଶା(ପୂର୍ବ) ୫୦ତମ ରାଜ୍ୟ ଅଧିବେଶନ। ତେବେ ଆସନ୍ତୁ ଏହି ସମାଗମରେ ସାମିଲ ହୋଇ ରାଷ୍ଟ୍ରୀୟ ପୁନଃ ନିର୍ମାଣରେ ସହଭାଗୀ ହେବା।
#50thABVPOdConf
#ABVPOdisha

OR



























