Bichitra Ranjan Sahoo

431 posts

Bichitra Ranjan Sahoo banner
Bichitra Ranjan Sahoo

Bichitra Ranjan Sahoo

@bichitra11

Journalist, Blogger and Content Creator

Bhubaneshwar, India Katılım Nisan 2012
466 Takip Edilen73 Takipçiler
Bichitra Ranjan Sahoo
Bichitra Ranjan Sahoo@bichitra11·
ତୁ ମୋ ଜୀବନ ର ସୁନ୍ଦର ଉପହାର। ଯେଉଁଦିନ ତୁ ମୋ ଆଙ୍ଗୁଠି ଧରି ଚାଲିବା ଶିଖିଥିଲୁ, ସେବେଠୁ ତୁ ମୋ ପାଇଁ ସବୁକିଛି । ତୋ ହସ ମୋର ସବୁଠାରୁ ବଡ଼ ଶକ୍ତି, ଏବଂ ତୋ ଲୁହ ମୋର ସବୁଠାରୁ ବଡ଼ ଦୁର୍ବଳତା। ଚାହୁଁ ଚାହୁଁ ୧୨ ବର୍ଷ ପୁରିଗଲା,୧୩ ଚାଲିଲା l ଆଜି ତୋ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଭଲପାଇବା l #happybirthday
Bichitra Ranjan Sahoo tweet media
OR
0
0
0
12
Bichitra Ranjan Sahoo
Bichitra Ranjan Sahoo@bichitra11·
ଆମ ତିତିରା ଗ୍ରାମର ପେମା ଦାଦାଙ୍କ ପତ୍ନୀ ତଥା କଟକ ମହାନଗର ନିଗମ, ୫ ନଂ ୱାର୍ଡର କର୍ପୋରେଟର ଶ୍ରୀମତୀ ପ୍ରିୟମ୍ବଦା ସ୍ୱାଇଁଙ୍କ ଦେହାବସାନ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାରବର୍ଗଙ୍କୁ ଶକ୍ତି ଓ ଧର୍ଯ୍ୟ ପ୍ରଦାନ କରିବାକୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି । ଓଁମ୍ ଶାନ୍ତି । 🙏🙏🙏 #rip
Bichitra Ranjan Sahoo tweet media
OR
0
0
0
45
Naveen Patnaik
Naveen Patnaik@Naveen_Odisha·
ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ସଭିଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଆନନ୍ଦ ଓ ଉଲ୍ଲାସର ଏହି ଅବସର ସଭିଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ। #HappyDiwali
OR
88
102
1.6K
18.5K
Bichitra Ranjan Sahoo
Bichitra Ranjan Sahoo@bichitra11·
ଆଜି ବିଶ୍ବାସ ହୁଉନି ଯେ ତୁମେ ନାହଁ। ତୁମ ଭଲପାଇବା, ହସ, ମଜା — ସବୁ କିଛି ଆମ ହୃଦୟରେ ଅମର ହେବ। ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ — ତୁମ ଆତ୍ମାକୁ ଶାନ୍ତି ମିଳୁ l ତୁମେ ଆମ ହୃଦୟରେ ସଦା ପାଇଁ ବଞ୍ଚିଥିବ । 💔#RestInPeace #MissYouFriend #EmotionalTribute #FriendshipForever #GoneButNotForgotten #bichitra11
Bichitra Ranjan Sahoo tweet media
OR
0
0
0
16
Bichitra Ranjan Sahoo retweetledi
Ayodhya Darshan
Ayodhya Darshan@ShriAyodhya_·
राजा राम दरबार में स्थापित श्री राम जी के अलौकिक दर्शन
हिन्दी
65
625
4.6K
34.5K
Bichitra Ranjan Sahoo
Bichitra Ranjan Sahoo@bichitra11·
ମାଆ - ଜୀବନର ପାଠ ପଢ଼ାଉଥିବା ପ୍ରଥମ ଗୁରୁ l ଆମ ଜୀବନର ପ୍ରଥମ ବିଦ୍ୟାଳୟ ହେଉଛି ଆମ ମାଆଙ୍କ କୋଳ। ସେ ଆମକୁ କଥାବାର୍ତ୍ତା କରିବାକୁ ଶିଖାଇଥାଏ , ଚାଲିବାକୁ ଶିଖାଇଥାଏ , ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି - ଜଣେ ଆମକୁ ଭଲ ମଣିଷ ହେବାକୁ ଶିଖାଇଥାଏ । ମା' ବିନା ଜୀବନ ଅସମ୍ଭବ । ❤️ #MothersDay #MotherLove #bichitra11
Bichitra Ranjan Sahoo tweet media
OR
0
0
1
34
Bichitra Ranjan Sahoo
Bichitra Ranjan Sahoo@bichitra11·
ସବୁ କିଛି ଶେଷ ଆଉ ତୋ ସହ ଦେଖା ହୋଇପାରିବନି... l କାହିଁକି କେଜାଣି ତୋ ଭଳି ପିଲାକୁ ହରାଇ ମନଟା କାଲିଠୁ ଭଲ ଲାଗୁନି l ତୁ ଯେଉଁଠି ଥା ଭଲରେ ଥା l ଭଗବାନଙ୍କୁ ଡାକୁଛି ତୋ ଅମର ଆତ୍ମା ଶାନ୍ତି ପାଉ ଏତିକି କାମନା l ଓମ୍ ଶାନ୍ତି 🙏 #RIP #asutoshojha #papibikepoint #accide #bichitra11
Bichitra Ranjan Sahoo tweet media
OR
0
0
0
23
Bichitra Ranjan Sahoo
Bichitra Ranjan Sahoo@bichitra11·
ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଉପଲକ୍ଷେ ଶୁଭେଛା ଓ ଅଭିନନ୍ଦନ। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହି ବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ। ବନ୍ଦେ ଉତ୍କଳ ଜନନୀ l 🙏 ଆମ ନବବର୍ଷ ଆମ ଗୌରବ। #OdiaNewYear #OdiaPakhya2025 #ଓଡ଼ିଆନବବର୍ଷ #ଓଡ଼ିଆପକ୍ଷ #ନବବର୍ଷ #ପଣାସଂକ୍ରାନ୍ତି #bichitra11
Bichitra Ranjan Sahoo tweet media
OR
0
0
0
35