Bishnu Sethi
1.9K posts

Bishnu Sethi
@bsethibjp
In the memory of Late Bishnu Sethi
Bhadrak, India Katılım Ekim 2016
0 Takip Edilen6.3K Takipçiler
Bishnu Sethi retweetledi

.@Naveen_Odisha, ଆପଣଙ୍କ ମନ ଭିତରେ ସତରେ ଭଉଣୀ ପାଇଁ ସ୍ନେହ ଓ ଶ୍ରଦ୍ଧା କିଛି ଅଛି ; ନା ଖାଲି ନିଜ ସ୍ୱାର୍ଥ ହାସଲ କରିବା ପାଇଁ ରାଜନୀତି କରୁଛନ୍ତି ?
OR

ରତନ ବେଦିରେ ନୀଳାଚଳ ଧାମେ ପ୍ରଭୁ ତୁମେ ବସି ଅଛ। ଦୁନିଆରେ ଯେବେ ଯାହା ଘଟୁ ଅଛି ସବୁ ତୁମେ ଜାଣୁ ଅଛ। କରୁଣାମୟ ପ୍ରଭୁ ହେ ଦୟାଳୁ ଠାକୁର ଜଗତକୁ ସବୁ ବିପଦରୁ ରକ୍ଷା କର। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ।
@BJP4Odisha
@BJP4India

OR

ଭାରତୀୟ ଜନସଂଘର ସଂସ୍ଥାପକ, ମହାନ ଶିକ୍ଷାବିତ୍ ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ..
@BJP4India
@BJP4India

OR

ବିଶ୍ୱର ସର୍ବବୃହତ ମୋଦି ସରକାରଙ୍କ ଦ୍ୱାରା ସମସ୍ତ ରାଜ୍ୟରେ ଜନ ସାଧାରଣ ପାଇଁ "ମାଗଣା ଟିକାକରଣ ଅଭିଯାନ " ଆରମ୍ଭ ହୋଇଥିବା ବେଳେ ଆଜି ଧାମନଗର NACରେ ୧୮ ରୁ ୪୫ ବର୍ଷ ଟୀକାକରଣ କେନ୍ଦ୍ରକୁ ଉଦଘାଟନ କଲି।
#FreeVaccination4All #OneNationOneVaccination #COVID19
@BJP4Odisha




OR

ଆଜି ମୋ ନିର୍ବାଚନ ମଣ୍ଡଳୀ ଖଡ଼ିପଦା ପଞ୍ଚାୟତ କାଞ୍ଜିଆପାଳ ମଠକୁ ଯାଇ ମାସ୍କ, ସାନିଟାଇଜର,ଅକ୍ସିମିଟର, ଇଂଫ୍ରାରେଡ଼ ଥର୍ମୋମିଟର ଓ ଶୁଖିଲା ଖାଦ୍ୟ ବଣ୍ଟନ କଲି।
@BJP4Odisha




OR

ଆଜି ୨୧ ଜୁନ ୭ମ ଅନ୍ତଃରାଷ୍ଟ୍ରୀୟ ଯୋଗଦିବସରେ ସମସ୍ତଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା ।
ଯୋଗ ଦ୍ଵାରା ମଣିଷ ସୁସ୍ଥ ଓ ଆରୋଗ୍ୟ ରହିଥାଏ, ସେଥିପାଇଁ ସମସ୍ତଙ୍କୁ ନିୟମିତ ଯୋଗ କରିବାର ଆବଶ୍ୟକତା ଅଛି l ଘରେ ରୁହନ୍ତୁ ,ଯୋଗ କରନ୍ତୁ ,ସୁସ୍ଥ ରୁହନ୍ତୁ ।
#InternationalDayofYoga

OR

Deeply saddened to hear about the demise of legendary athlete, the Flying Sikh Shri #MilkhaSingh Ji . May his soul rest in peace. My condolences to his family and friends in this hour of grief.

English

ଆଜି ମୋ ନିର୍ବାଚନ ମଣ୍ଡଳୀ ଖଡିପଦା ପଞ୍ଚାୟତରେ ବୈତରଣୀ ନଦୀବନ୍ଧ ମଲ୍ଲିମାହାରା ଏସ୍କେପ ପୁନଃଉଦ୍ଧାର କାର୍ଯ୍ୟ ସ୍ଥଳକୁ ଯାଇ ପରିଦର୍ଶନ ଓ ତଦାରଖ କଲି।
@BJP4Odisha




OR


ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜା କରିବା ବା ସମ୍ମାନ ଜଣାଇବାର ପ୍ରତୀକ ରୂପେ ରଜପର୍ବ ହେଉଛି ଆମ ଓଡ଼ିଆ ସଂସ୍କୃତିର ଅନନ୍ୟ ତଥା ଗୌରବମୟ ପରମ୍ପରା । ପବିତ୍ର #ରଜପର୍ବ ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।
#StayHomeStaySafe 😷
#happyraja

OR

ମୋଦୀ ସରକାର ଗରିବଙ୍କ ପାଇଁ ପକ୍କା ଘର ଉପଲବ୍ଧ କରାଉଛନ୍ତି।
◾ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ମାଧ୍ୟମରେ ୩.୬୧ ଲକ୍ଷ ନୂଆ ଘରକୁ ମଞ୍ଜୁରୀ ମିଳିଛି।
◾ ସମୁଦାୟ ୧୧୨.୪ ଲକ୍ଷ ଘରକୁ ମଞ୍ଜୁରୀ ମିଳିଥିବା ବେଳେ ଏଥିପାଇଁ ୭.୩୫ ଲକ୍ଷ କୋଟି ଟଙ୍କା ସମୁଦାୟ ନିବେଶ କରାଯାଇଛି।
@BJP4Odisha

OR









