Debashis Tripathy
41.1K posts

Debashis Tripathy
@deba1602
Part of the flock known as Indian software engineers. Principal Tech Architect in an IT major. Passionate abt technology, literature, music, movies & Cricket.

#ସିନେମା_ହଲରେ_ପିଟାପିଟି ଭୁବନେଶ୍ବର: ହଲରେ ଦର୍ଶକ ଓ କର୍ମଚାରୀଙ୍କ ମଧ୍ୟରେ ପିଟାପିଟି କଳ୍ପନା ଛକରେ ଥିବା ସିନେମା ହଲରେ ହଙ୍ଗାମା ୧୮ ବର୍ଷରୁ କମ ପିଲାଙ୍କୁ ଫିଲ୍ମ ଦେଖିବା ଉପରେ କଟକଣା ଥିଲା ହେଲେ ଗୋଟିଏ ପରିବାର ନିଜ ଛୋଟ ପିଲାଙ୍କ ସହ ଆସିଥିଲେ କର୍ମଚାରୀ ହଲ ଭିତରକୁ ଛାଡ଼ିବାକୁ ମନା କରିବାରୁ ବଚସା ହୋଇଥିଲା ପରେ ଉଭୟଙ୍କ ମଧ୍ୟରେ ମାଡପିଟ୍ ପରିସ୍ଥିତି ହୋଇଥିଲା #Bbsr #Clashes #cinemaHall #Odisha #ArgusNews

Is there anyone who has been using the same SIM number for 10 years? Mine - 11 years!

ତେଲ ଜାହାଜ ଯାଇଛି ଫସି ଶେୟାର ବଜାର ଗଲାଣି ଧସି ଯାହାକୁ ଯେତେ ପଖାଳ କଂସାରେ ଆମର ଖୁସି

BREAKING: Kim Jong-un has won North Korea's parliamentary elections with 99.93% of the vote.

ସରଳ ପ୍ରଶ୍ନଟିଏ | ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦା - ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଓ ଗୋଆରେ ନବବର୍ଷ ବୈଶାଖ / ମେଷ ସଂକ୍ରାନ୍ତି - ପଞ୍ଜାବ, ହରିଆଣା, ତାମିଲନାଡୁ, କେରଳ, ଓଡିଶା, ପଶ୍ଚିମବଙ୍ଗ, ଆସାମରେ ନବବର୍ଷ ତେବେ କେବଳ ପ୍ରଥମଟି ଭାରତର ରାଷ୍ଟ୍ରୀୟ ନବବର୍ଷ କାହିଁକି?