Debashish Samantaray

4.3K posts

Debashish Samantaray banner
Debashish Samantaray

Debashish Samantaray

@debashish_mla

This is the official account of Debashish Samantaray. MP- Rajya Sabha . Odisha. India 🇮🇳

Cuttack, Pondicherry India Katılım Temmuz 2018
82 Takip Edilen9.5K Takipçiler
Sabitlenmiş Tweet
Debashish Samantaray
Debashish Samantaray@debashish_mla·
ଶ୍ରୀ ଜଗନ୍ନାଥଙ୍କ ମହାପ୍ରଭୂଙ୍କ ପଦାରବିନ୍ଦରେ ଶତକୋଟି ପ୍ରଣାମ । ଓଡ଼ିଶା ମାଟି ଓ ଓଡ଼ିଆ ଜାତିର ଉନ୍ନତି ପାଇଁ ମୋର ପ୍ରଚେଷ୍ଟା ଜାରି ରଖିବି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ନୂତନ ଓଡ଼ିଶା ଗଠନ ପାଇଁ ନିଜକୁ ନିୟୋଜିତ ରଖିବି । ଜୟ ଜଗନ୍ନାଥ 🙏🏻 #Odisha #OathCeremony #RajyaSabha
OR
14
7
174
17.6K
Debashish Samantaray
Debashish Samantaray@debashish_mla·
କଟକ ଉପର ବାଲିଯାତ୍ରା ପଡିଆ ରେ ଆୟୋଜିତ 22ତମ ବୈଶାଖୀ ବାଣିଜ୍ୟ ମେଳା ରେ ଯୋଗଦେବା ଅବସରରେ।
Debashish Samantaray tweet mediaDebashish Samantaray tweet mediaDebashish Samantaray tweet mediaDebashish Samantaray tweet media
OR
2
0
2
49
Debashish Samantaray
Debashish Samantaray@debashish_mla·
ଜୟ ଜଗନ୍ନାଥ 🙏, ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ "ବନ୍ଦେ ଉତ୍କଳ ଜନନୀ" l #ଓଡ଼ିଶାଦିବସ୨୦୨୬
Debashish Samantaray tweet media
OR
1
0
7
39
Debashish Samantaray retweetledi
Naveen Patnaik
Naveen Patnaik@Naveen_Odisha·
Surprised to hear the outrageous things said about Biju Babu by a BJP MP. I don’t think he knows that Prime Minister Jawaharlal Nehru had given him an office next to his in Delhi while he was still Chief Minister of #Odisha to help with strategy during the Chinese conflict and fight the Chinese. I was about 13 years old then, but I remember how furious Biju Babu was with the Chinese attack and how much he did to repel it. I think the MP needs some mental doctor’s attention. #BijuBabu
English
340
1.9K
7.9K
396.2K
Debashish Samantaray
Debashish Samantaray@debashish_mla·
ପବିତ୍ର ରାମ ନବମୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ସଭିଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। #RamNavami
Debashish Samantaray tweet media
OR
2
0
9
55
Debashish Samantaray
Debashish Samantaray@debashish_mla·
Eid Mubarak Wishing you and your family a joyful Eid-ul-Fitr filled with love, laughter, and an abundance of blessings.
Debashish Samantaray tweet media
English
1
0
5
60
Debashish Samantaray
Debashish Samantaray@debashish_mla·
ବିଶ୍ୱ ପଖାଳ ଦିବସ ଅବସରରେ ସମସ୍ତସଙ୍କୁ ଅନେକ ଅନେକ ଶୁଭେଚ୍ଛା। #PakhalDiwas
Debashish Samantaray tweet media
OR
3
0
12
104
Debashish Samantaray
Debashish Samantaray@debashish_mla·
Raised concern in Rajya Sabha about East Coast Railway's disappointing lack of sports recruitment, while other divisions move ahead! Time for fairness & equal opportunities! Demand answers from ECoR! #RajyaSabha #Odisha
English
2
0
8
93
Debashish Samantaray
Debashish Samantaray@debashish_mla·
କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ଅଗ୍ନିକାଣ୍ଡ ଫଳରେ ଏକାଧିକ ରୋଗୀଙ୍କ ମୃତ୍ୟୁ ଘଟିବା ଦୁର୍ଭାଗ୍ୟଜନକ। ମୁଁ ମୃତକ ମାନଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ସମବେଦନା ଜଣାଉଛି। ଆହତ ମାନଙ୍କ ଆଶୁ ଆରୋଗ୍ୟ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।🙏
OR
3
0
8
107
Debashish Samantaray
Debashish Samantaray@debashish_mla·
ଓଡ଼ିଆ ଭାଷା ଆମ ପରିଚୟ, ଏହା ଆମର ଗରିମା। ଆଜିର ଦିନରେ ଆମ ଭାଷା ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିଲା। ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପଛରେ ଥିବା ମହାପୁରୁଷମାନଙ୍କ ଅତୁଳନୀୟ ଅବଦାନକୁ ଏହି ଅବସରରେ ମୋର ସମ୍ମାନ ଜଣାଉଛି। ଆଧୁନିକତାର ତାଳରେ ଓଡ଼ିଆ ଭାଷାକୁ ଆହୁରି ବ୍ୟାପକ କରିବା ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା।
Debashish Samantaray tweet media
OR
2
0
5
59
Debashish Samantaray
Debashish Samantaray@debashish_mla·
Heartiest congratulations to Team India on securing their third #T20WorldCup title! A resounding 96-run victory over New Zealand showcases the team's exceptional skill and determination. Proud of the Men in Blue! 🏆 🇮🇳 #INDVsNZ #T20WorldCup2026final
Debashish Samantaray tweet media
English
2
0
5
215
Debashish Samantaray
Debashish Samantaray@debashish_mla·
ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସବୁ ମହିଳା ମାନଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ଆସନ୍ତୁ, ମହିଳା ମାନଙ୍କୁ ସମର୍ପିତ ଏହି ବିଶେଷ ଦିବସରେ ସେମାନଙ୍କ ସ୍ନେହ, ତ୍ୟାଗ ଓ ସାହସକୁ ସମ୍ମାନ ଜଣେଇବା। #InternationalWomensDay
Debashish Samantaray tweet media
OR
1
0
3
31
Debashish Samantaray
Debashish Samantaray@debashish_mla·
ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସବୁ ମହିଳା ମାନଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ଆସନ୍ତୁ, ମହିଳା ମାନଙ୍କୁ ସମର୍ପିତ ଏହି ବିଶେଷ ଦିବସରେ ସେମାନଙ୍କ ସ୍ନେହ, ତ୍ୟାଗ ଓ ସାହସକୁ ସମ୍ମାନ ଜଣେଇବା। #InternationalWomensDay
Debashish Samantaray tweet media
OR
1
0
3
37
Debashish Samantaray
Debashish Samantaray@debashish_mla·
Heartiest congratulations to Team India for a magnificent 7-run triumph over England in the Semi-Final of ICC Men's T20 World Cup at Wankhede.Sanju Samson's brilliant 89 and resolute bowling performance earned a spot in the final!Outstanding effort by the Entire Team! #INDvsENG
English
0
1
3
68
Debashish Samantaray
Debashish Samantaray@debashish_mla·
Honoured to be nominated as a Member of the India-Argentina Parliamentary Friendship Group by the Hon'ble Speaker, Lok Sabha. 🇮🇳🇦🇷 Grateful for the trust bestowed upon me. Looking forward strengthening bilateral ties & fostering cooperation between two nations.
Debashish Samantaray tweet media
English
0
0
5
43
Debashish Samantaray
Debashish Samantaray@debashish_mla·
ମହାନ ଜନନାୟକ, ଓଡ଼ିଆଙ୍କ ସ୍ୱାଭିମାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ଆଦର୍ଶରେ ବିଜୁ ଜନତା ଦଳର ପ୍ରତିଟି କର୍ମୀ ଓଡ଼ିଶା ମା'ର ସେବାରେ ସର୍ବଦା ସମର୍ପିତ। ସଭିଙ୍କୁ ସାଥିରେ ନେଇ ଶ୍ରେଷ୍ଠ ଓଡ଼ିଶା ଗଠନର ତାଙ୍କ ମୂଲ୍ୟବୋଧ ଆମ ସମସ୍ତଙ୍କ ପାଇଁ ଚିର ପ୍ରେରଣାର ଉତ୍ସ।
Debashish Samantaray tweet mediaDebashish Samantaray tweet mediaDebashish Samantaray tweet mediaDebashish Samantaray tweet media
OR
2
0
10
71
Debashish Samantaray
Debashish Samantaray@debashish_mla·
ରଙ୍ଗ ଓ ଆନନ୍ଦର ପର୍ବ 'ହୋଲି'ର ଶୁଭେଚ୍ଛା। 'ହୋଲି' ସଭିଙ୍କ ଜୀବନରେ ଖୁସି ଭରି ଦେଉ। #HappyHoli
Debashish Samantaray tweet media
OR
4
0
6
62
Debashish Samantaray
Debashish Samantaray@debashish_mla·
ପବିତ୍ର ବାସନ୍ତୋତ୍ସବ ଓ ରଙ୍ଗର ପର୍ବ ହୋଲି ଅବସରରେ କଟକ ବିଜୁ ଯୁବ ଛାତ୍ର ଜନତା ପକ୍ଷରୁ ଆୟୋଜିତ ବନ୍ଧୁ ମିଳନ ଉତ୍ସବରେ ଯୋଗଦେଲି। #Holi2026
Debashish Samantaray tweet mediaDebashish Samantaray tweet mediaDebashish Samantaray tweet mediaDebashish Samantaray tweet media
OR
1
0
4
75
Debashish Samantaray
Debashish Samantaray@debashish_mla·
ପବିତ୍ର ଦୋଳ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଦୋଳଗୋବିନ୍ଦଙ୍କ କରୁଣାରୁ ସଭିଙ୍କ ଜୀବନ ମଙ୍ଗଳମୟ ହେଉ। #DolaPurnima
Debashish Samantaray tweet media
OR
3
0
8
60