
@rjsoumya87 @Culturedeptt @suryabanshibjp ଆପଣଙ୍କର ଏହି ବିଷୟଟି ଆମ ଦୃଷ୍ଟିକୁ ଆଣିଥିବାରୁ ଧନ୍ୟବାଦ। ରବୀନ୍ଦ୍ର ମଣ୍ଡପରେ ଥିବା ସମସ୍ୟାଟିକୁ ତୁରନ୍ତ ଗୁରୁତ୍ୱ ଦେଇ ପରବର୍ତ୍ତୀ ଦିନରେ ଆବଶ୍ୟକୀୟ ମରାମତି କାମ ସମ୍ପୂର୍ଣ୍ଣ କରାଯାଇଛି। ସାର୍ବଜନିନ ସମ୍ପତ୍ତିର ରକ୍ଷାବେକ୍ଷଣରେ ଆପଣଙ୍କର ସଚେତନତା ଓ ସହଯୋଗ ପାଇଁ ଆମେ ଆଭାରୀ।


OR
































