Director of Factories & Boilers, Odisha
686 posts

Director of Factories & Boilers, Odisha
@dfbodisha
Official X handle of The Director of Factories & Boilers, Odisha l Ensuring Safety, Health & Welfare of Factory Workers l Safe Operation of Steam Boilers.
Bhubaneshwar, India Katılım Haziran 2017
71 Takip Edilen1.5K Takipçiler

ଏହି ନିଯୁକ୍ତି ପ୍ରସାଶନକୁ ଆହୁରି କ୍ରିୟାଶୀଳ କରିବା ସହ ଗୁଣାତ୍ମକ ଜନସେବା ପ୍ରଦାନ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ନିଯୁକ୍ତି ପତ୍ର ଗ୍ରହଣ କରିଥିବା ନବନିଯୁକ୍ତ ପ୍ରାର୍ଥୀମାନେ ମାନ୍ୟବର ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
#ବିକଶିତଓଡ଼ିଶା #factoriesandboilers #Odisha #Safety #Industrialsafety
OR

District Crisis Group (DCG) meeting for Sambalpur was convened on February 21, 2026, at the Sambalpur Collectorate Conference Hall. Presided over by the Collector-cum-District Magistrate, the vital session was attended by over 100 key stakeholders.
#factoriesandboilers #Odisha




English

On-site Emergency Mock Drill and First Aid Firefighting Awareness Program was successfully conducted on 20-02-2026, at M/s. Nilachal Petroproducts Pvt. Ltd., Ganjam simulating a fire emergency at an LPG cylinder filling area.
#factoriesandboilers #Odisha #Ganjam #mockdrill




English

A full-scale Level-III off-site emergency mock drill was conducted on 20-02-2026, in Laing, Rajgangpur, Sundargarh simulating an "Oil Leakage in IOCL pipeline network", aimed to test the emergency preparedness and create awareness among nearby villagers.
#factoriesandboilers




English

An on-site emergency mock drill was conducted at Shree Ganesh Metaliks Pvt. Ltd., Sundargarh on 19-02-2026 simulating "Fire at the I-beam bunker area", was preceded by expert-led firefighting training to enhance emergency preparedness.
#FactoriesAndBoilers #Odisha #mockdrill




English

ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା - କାରଖାନାର କାର୍ଯ୍ୟପରିବେଶକୁ ନିରାପଦ ରଖିବା, ଶ୍ରମିକମାନଙ୍କର ଜୀବନ ଓ ସ୍ୱାସ୍ଥ୍ୟକୁ ସୁରକ୍ଷିତ କରିବା I ରାଜ୍ୟ ଶ୍ରମ ପ୍ରତିଷ୍ଠାନ ପକ୍ଷରୁ ତାଲିମ ପ୍ରାପ୍ତ କରିଥିବା ୪୧ ଜଣ ସୁପରଭାଇଜରଙ୍କୁ ପ୍ରମାଣପତ୍ର ବିତରଣ କରାଯାଇଥିଲା । #Supervisors #SafetyTraining #Factoriesandboilers
OR

ତା. ୧୮.୦୨.୨୦୨୬ ରିଖରେ “ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ସୁପରଭାଇଜରମାନଙ୍କ ପାଇଁ ନିର୍ମାଣ ସୁରକ୍ଷା” ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ତାଲିମ କର୍ମଶାଳାର ଦ୍ୱିତୀୟ ପର୍ଯ୍ୟାୟ ଆୟୋଜିତ ହୋଇଥିଲା । ଏହି କର୍ମଶାଳାକୁ କାରଖାନା ଏବଂ ବାଷ୍ପିତ୍ର ଉପନିର୍ଦ୍ଦେଶକ (ସୁରକ୍ଷା) ଡ଼ଃ ମଳୟ କୁମାର ପ୍ରଧାନ ଉଦ୍ଘାଟନ କରିଥିଲେ।
#Odisha



OR

A full Scale emergency mock-drill was conducted on 18-02-2026 at M/s Shree Cement, Cuttack on a fire scenario to evaluate the emergency preparedness and effectiveness of the on site emergency plan.
#factoriesandboilers #Odisha #Cuttack #ShreeCement




English

An On-Site emergency mockdrill was conducted at M/s IB THERMAL power station, OPGC on 11.02.26 simulating an emergency fire scenario at the hydrogen cylinder storage yard.
#factoriesandboilers #Odisha #mockdrill #Jharsuguda




English

ରାଜ୍ୟ ଶ୍ରମ ପ୍ରତିଷ୍ଠାନ ପକ୍ଷରୁ ତାଲିମ ପ୍ରାପ୍ତ କରିଥିବା ୩୫ଜଣ ସୁପରଭାଇଜରଙ୍କୁ ପ୍ରମାଣପତ୍ର ବିତରଣ କରାଯାଇଥିଲା । #Odisha #Supervisors #SafetyTraining
OR

ତା. ୧୧.୦୨.୨୦୨୬ ରିଖରେ “ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ସୁପରଭାଇଜରମାନଙ୍କ ପାଇଁ ନିର୍ମାଣ ସୁରକ୍ଷା” ସମ୍ବନ୍ଧୀୟ ଏକ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା ଆୟୋଜିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ (ଭା.ପ୍ର.ସେ.) ଯୋଗ ଦେଇଥିଲେ ।
#factoriesandboilers




OR


