DGP, Odisha

5.2K posts

DGP, Odisha banner
DGP, Odisha

DGP, Odisha

@DGPOdisha

Official handle of Director General of Police, Odisha

Cuttack Katılım Aralık 2017
67 Takip Edilen295.7K Takipçiler
DGP, Odisha
DGP, Odisha@DGPOdisha·
ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ସମଗ୍ର ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ନିଜ ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରି ଆମ ସମ୍ବିଧାନର ଗରିମା ବଜାୟ ରଖିବା ସମସ୍ତଙ୍କର ସଂକଳ୍ପ ହେଉ। 🇮🇳 #HappyRepublicDay
DGP, Odisha tweet media
OR
11
2
12
1.7K
DGP, Odisha retweetledi
Odisha Police
Odisha Police@odisha_police·
🚨 In any emergency, don’t panic — just dial! 📞 ERSS (All-in-One Emergency): 112 👩‍🦰 Women’s Safety Helpline: 181 🚦 Traffic Helpline: 1095 💻 Cyber Crime & Fraud: 1930 👶 Child Helpline: 1098 👴 Senior Citizen Helpline: 14567 These aren’t just helplines — they’re lifelines. Odisha Police — Always by your side. 💙 #OdishaPolice #Dial112 #PublicSafety #SafeOdisha #CitizenFirst
Odisha Police tweet media
English
17
71
183
14.3K
DGP, Odisha
DGP, Odisha@DGPOdisha·
ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ । ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରି ଯାଉ। #Diwali 🪔
DGP, Odisha tweet media
OR
14
3
103
5.7K
DGP, Odisha retweetledi
Home Department, Govt. of Odisha
The Government of Odisha have fixed the Headquarters of the 2nd, 3rd and 4th Odisha Industrial Security Force (OISF) Battalions at Bhubaneswar for their smooth functioning and better administration.
Home Department, Govt. of Odisha tweet media
English
10
11
184
15.7K
DGP, Odisha retweetledi
Odisha Police
Odisha Police@odisha_police·
We urge everyone to stay calm, avoid rumours, and cooperate with the police in restoring normalcy in Cuttack city. Odisha Police is fully committed to maintaining peace and order. All necessary measures are in place to ensure citizens’ safety. @CMO_Odisha
English
62
42
406
21.9K
DGP, Odisha
DGP, Odisha@DGPOdisha·
ପବିତ୍ର ବିଜୟା ଦଶମୀ ତଥା ଦଶହରା ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ଜଗତଜନନୀ ମା' ଦୁର୍ଗାଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ଖୁସିମୟ ହେଉ ।
DGP, Odisha tweet media
OR
1
3
34
2.9K
DGP, Odisha
DGP, Odisha@DGPOdisha·
ସର୍ବ ମଙ୍ଗଳ ମାଙ୍ଗଲ୍ୟେ.. ଶିବେ ସର୍ବାର୍ଥ ସାଧିକେ, ଶରଣ୍ୟେ ତ୍ରୟମ୍ବକେ ଗୌରୀ..! ନାରାୟଣୀ ନମସ୍ତୁତେ..!! ଶାରଦୀୟ ଦୁର୍ଗା ପୂଜାର ଅଭିନନ୍ଦନ । କରୁଣାମୟୀ ଆଦିଶକ୍ତି ଜଗତଜନନୀ ମା' ଦୁର୍ଗାଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ଓ ସୁଖମୟ ହେଉ ।
DGP, Odisha tweet media
OR
2
2
47
3K
DGP, Odisha
DGP, Odisha@DGPOdisha·
ନୂଆ ଧାନ ସହ ନୂଆ ଆଶା, ପ୍ରେମ, ଭ୍ରାତୃତ୍ଵ ତଥା ଆନନ୍ଦର ଉତ୍ସବ ନୂଆଁଖାଇ ଉପଲକ୍ଷେ ସମଗ୍ର ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମା' ସମଲେଇଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ ।
DGP, Odisha tweet media
OR
10
8
174
4.9K
DGP, Odisha
DGP, Odisha@DGPOdisha·
ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମଗ୍ର ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ପ୍ରଭୁ ଶ୍ରୀ ଗଣେଶଙ୍କ ଅପାର କୃପାରୁ ସମସ୍ତଙ୍କ ବିଦ୍ୟାର ଭଣ୍ଡାର ପରିପୂର୍ଣ୍ଣ ହେବା ସହ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ ।
DGP, Odisha tweet media
OR
11
16
233
6.5K
DGP, Odisha retweetledi
SP BERHAMPUR
SP BERHAMPUR@SP_BERHAMPUR·
Berhampur Cyber Police station distributed 51 missing mobiles to their owners on 25.8.2025.
SP BERHAMPUR tweet mediaSP BERHAMPUR tweet mediaSP BERHAMPUR tweet media
English
6
5
60
3.8K
DGP, Odisha
DGP, Odisha@DGPOdisha·
ପବିତ୍ର ସ୍ୱାଧୀନତା ଦିବସ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ଼ ଅଭିନନ୍ଦନ । ଏହି ଅବସରରେ ମାତୃଭୂମିର ସ୍ୱାଧୀନତା ପାଇଁ ଲକ୍ଷ ଲକ୍ଷ ସଂଗ୍ରାମୀଙ୍କ ଦେଶପ୍ରେମ ଏବଂ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶ ତଥା ଜାତିର ସୁରକ୍ଷା ଏବଂ ସେବା କରିବା ପାଇଁ ଆମେ ସମସ୍ତେ ସଂକଳ୍ପବଦ୍ଧ ହେବା ।
DGP, Odisha tweet media
OR
16
8
137
4.9K
DGP, Odisha retweetledi
Odisha Police
Odisha Police@odisha_police·
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ଅଗଷ୍ଟ ୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ "ଗରୁଡ଼" ଅଭିଯାନ ଜାରି ରହିଛି। ଅପରାଧ ଏବଂ ଅପରାଧୀଙ୍କ ଉପରେ ରୋକ ଲଗାଇବାକୁ ଏହି ଅଭିଯାନ ଆଗାମୀ ଦିନରେ ଆହୁରି ବ୍ୟାପକ ହେବ।
Odisha Police tweet media
OR
26
16
131
8.3K
DGP, Odisha retweetledi
Home Department, Govt. of Odisha
Odisha Government has created Rairangpur PoliceDistrict by carving it out from Mayurbhanj to ensure better law enforcement and faster public service • 2 Sub-divisions: Rairangpur & Karanjia • New Cyber Crime & Economic Offences PS • Special Unit to handle Crimes Against Women
Home Department, Govt. of Odisha tweet mediaHome Department, Govt. of Odisha tweet mediaHome Department, Govt. of Odisha tweet mediaHome Department, Govt. of Odisha tweet media
English
9
22
269
20.2K
DGP, Odisha retweetledi
Odisha Police
Odisha Police@odisha_police·
ବଳଙ୍ଗା ଘଟଣାରେ ପୀଡିତା ଝିଅଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ । ଏହି ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ନିଷ୍ଠାର ସହ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି। ଏଣୁ ସମସ୍ତଙ୍କୁ ଅନୁରୋଧ ଯେ,ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ। @CMO_Odisha @DGPOdisha
OR
217
96
692
64.1K
DGP, Odisha
DGP, Odisha@DGPOdisha·
ରୌପ୍ୟ ପଦକ ହାସଲ କରି ଓଡ଼ିଶା ପୋଲିସକୁ ଗୌରବାନ୍ବିତ କରିଛନ୍ତି। ଉଭୟ କ୍ରୀଡ଼ାବିତ୍ ଙ୍କ ଏହି ଉଲ୍ଲେଖନୀୟ ସଫଳତା ଦେଶ ତଥା ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ଅବସରରେ ଉଭୟଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। #WorldPoliceFireGames #GoldMedalist #800mRace #GlobalChampions #PrideOfIndia #RunForGlory
OR
1
0
13
2.6K
DGP, Odisha
DGP, Odisha@DGPOdisha·
🎖️ ଯୁକ୍ତରାଷ୍ଟ୍ର ଆମେରିକା, ବର୍ମିଂହୋମରେ ଆୟୋଜିତ ବିଶ୍ୱ ପୋଲିସ ଓ ଅଗ୍ନିଶମ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ପୋଲିସର କନେଷ୍ଟବଳ ଅଶୋକ ଦଣ୍ଡସେନା ଭାଗ ନେଇ 800 ମିଟର (ପୁରୁଷ ବର୍ଗ) ଦୌଡ଼ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଓ 800 ମିଟର (ମହିଳା ବର୍ଗ) ଦୌଡ଼ ପ୍ରତିଯୋଗିତାରେ କନେଷ୍ଟବଳ ସୁସ୍ମିତା ଟିଗ୍ଗା ଶ୍ରେଷ୍ଠ ପ୍ରଦର୍ଶନ କରି
DGP, Odisha tweet media
OR
11
10
171
7.2K
DGP, Odisha
DGP, Odisha@DGPOdisha·
ଓଡ଼ିଶାର ମହାମହିମ ରାଜ୍ୟପାଳ @DrHariBabuKଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କର ସୁସ୍ଥ, ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି ।
DGP, Odisha tweet mediaDGP, Odisha tweet media
OR
13
9
360
12K
DGP, Odisha
DGP, Odisha@DGPOdisha·
ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରକୃତି, ଧରିତ୍ରୀ ଏବଂ ନାରୀଙ୍କ ପ୍ରତି ସମ୍ମାନର ପ୍ରତୀକ ଏହି ମହାନ ପର୍ବରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି।
OR
8
4
29
3.2K
DGP, Odisha
DGP, Odisha@DGPOdisha·
ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ । ଈଶ୍ୱରଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ଶୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ ।
DGP, Odisha tweet media
OR
6
2
41
4.2K