Sanjay Pattanaik retweetledi

ନୟାଗଡ଼ ଜିଲ୍ଲା ଓଡ଼ଗାଁ କାଣିପଦା ଜଙ୍ଗଲରେ ପଥର ସନ୍ଧିରେ ଫସି ରହିଥିବା ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରିଥିବା ସମସ୍ତ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ସଭିଙ୍କ ସମୟୋଚିତ ପ୍ରୟାସ ଏବଂ ନିଷ୍ଠା ଶିଶୁଟିର ଜୀବନ ବଞ୍ଚାଇ ପାରିଛି। ଏପରି କାର୍ଯ୍ୟ ଓଡ଼ିଶା ଅଗ୍ନିଶମ ବାହିନୀଙ୍କ ଅସୀମ ଦକ୍ଷତାର ନିଦର୍ଶନ। #Odisha
OR


























