Collector Boudh

6.7K posts

Collector Boudh banner
Collector Boudh

Collector Boudh

@dmboudh

The Official X handle of Collector Boudh

Boudh, Odisha Katılım Haziran 2016
82 Takip Edilen11K Takipçiler
Collector Boudh
Collector Boudh@dmboudh·
ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସ୍ଥାନୀୟ ଟାଉନ୍ ହଲ୍ ଠାରେ ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକଙ୍କ ଉପସ୍ଥିତିରେ ଓଡିଶା ପ୍ରଦେଶ ଗଠନର ୯୧ ତମ ବର୍ଷ ପୂର୍ତ୍ତି ଓ ଆମର ଆତ୍ମପରିଚିତ ତଥା ଅସ୍ମିତାର ମହାନ ପର୍ବ “ଓଡିଶା ଦିବସ-୨୦୨୬” ମହାସମାରୋହରେ ପାଳନ ହୋଇଯାଇଛି ।
Collector Boudh tweet mediaCollector Boudh tweet mediaCollector Boudh tweet mediaCollector Boudh tweet media
OR
0
1
4
98
Collector Boudh
Collector Boudh@dmboudh·
ଆଜି କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଖୁଣ୍ଟିଗୋରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବା ସହିତ ଆସିଥିବା ୫୨ ଅଭିଯୋଗରୁ ୮ଟି ତୁରନ୍ତ ସମାଧାନ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି ।
Collector Boudh tweet mediaCollector Boudh tweet mediaCollector Boudh tweet media
OR
0
0
7
171
Collector Boudh
Collector Boudh@dmboudh·
ଆସନ୍ତା ଅପ୍ରେଲ ୨ ରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହେବାକୁ ଥିବା “ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ”ରେ ଯୋଗଦାନ କରିବାପାଇଁ ଜିଲ୍ଲାପାଳ ବୌଦ୍ଧ ଧଳପୁର ପ୍ରାଥମିକ ବିଦ୍ୟାଳୟଠାରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ପ୍ରଦାନ କରୁଛନ୍ତି
Collector Boudh tweet mediaCollector Boudh tweet media
OR
0
0
2
137
Collector Boudh
Collector Boudh@dmboudh·
Collector Boudh visited Government High School Ramgarh and Govt. Primary School Dhalapur today under Harbhanga Block and interacted with the students and teachers regarding the education and facilities at the School.
Collector Boudh tweet mediaCollector Boudh tweet mediaCollector Boudh tweet mediaCollector Boudh tweet media
English
0
0
1
155
Collector Boudh
Collector Boudh@dmboudh·
ଆଜି ହରଭଙ୍ଗା ବ୍ଲକ ଅନ୍ତର୍ଗତ ଧଳପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବା ସହିତ ଆସିଥିବା ୬୪ ଅଭିଯୋଗରୁ ୨୧ଟି ତୁରନ୍ତ ସମାଧାନ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି ।
Collector Boudh tweet mediaCollector Boudh tweet media
OR
0
0
1
111
Collector Boudh
Collector Boudh@dmboudh·
ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକ ଆଜି ହରଭଙ୍ଗା ବ୍ଲକ ଅନ୍ତର୍ଗତ ବନ୍ଧାପଥର ଅଞ୍ଚଳକୁ ଯାଇ ସେଠାରେ ଥିବା ଝୁପଡ଼ି ବାସୀନ୍ଦାଙ୍କ ପାଇଁ ଜମି ପଟ୍ଟା ବଣ୍ଟନ ବ୍ୟବସ୍ଥା ଏବଂ ଅନ୍ତଃଦ୍ୱୟ ଗୃହ ଯୋଜନାରେ ଘର ବଣ୍ଟନ ସମ୍ବନ୍ଧରେ ଆଲୋଚନା କରିଛନ୍ତି।
Collector Boudh tweet mediaCollector Boudh tweet mediaCollector Boudh tweet mediaCollector Boudh tweet media
OR
0
1
11
434
Collector Boudh retweetledi
Chief Electoral Officer, Odisha
ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟରେ ଅବହେଳା ପାଇଁ ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି। ସରକାରୀ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର, ଫେଜ୍–୨ ରେ କାର୍ଯ୍ୟରତ ଶ୍ରୀମତୀ ରଶ୍ମି ସାହୁଙ୍କୁ ବୁଥ୍ ସ୍ତରୀୟ ଅଧିକାରୀ (BLO) ଭାବେ ନିଯୁକ୍ତ କରାଯାଇଥିଲା। ଏହି ପରିପ୍ରେକ୍ଷିରେ, ଜନପ୍ରତିନିଧିତ୍ୱ ଆଇନ, 1950 ର ଧାରା 32(1) ଅନୁଯାୟୀ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଚଞ୍ଚଳ ରାଣା ତାଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଲୋକ ପ୍ରତିନିଧିତ୍ୱ ଆଇନର ବ୍ୟବସ୍ଥାନୁସାରେ SIR କାର୍ଯ୍ୟରେ ଅବହେଳା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। #ECI #CEOOdisha #SIR #VoterMapping #SIRMapping #Odisha
Chief Electoral Officer, Odisha tweet media
OR
5
13
42
3.4K
Collector Boudh
Collector Boudh@dmboudh·
ଗତକାଲି ସପ୍ତମ ସନ୍ଧ୍ୟାରେ ସ୍ଥାନୀୟ କଚେରୀ ପଡ଼ିଆଠାରେ ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକଙ୍କ ଉପସ୍ଥିତିରେ "ସୁଭଦ୍ରା ଶକ୍ତି ମେଳା -୨୦୨୬" ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
OR
1
1
8
216
Collector Boudh
Collector Boudh@dmboudh·
ସ୍ଥାନୀୟ କଚେରୀ ପଡ଼ିଆଠାରେ ଗତକାଲି ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକଙ୍କ ଉପସ୍ଥିତିରେ "ସୁଭଦ୍ରା ଶକ୍ତି ମେଳା -୨୦୨୬" ର ଷଷ୍ଠ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି ।
OR
0
2
4
292
Collector Boudh
Collector Boudh@dmboudh·
ସ୍ଥାନୀୟ କଚେରୀ ପଡ଼ିଆଠାରେ ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକଙ୍କ ଉପସ୍ଥିତିରେ ତା.୧୦.୦୩.୨୦୨୬ ଦିନ "ସୁଭଦ୍ରା ଶକ୍ତି ମେଳା -୨୦୨୬" ର ପଞ୍ଚମ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି ।
OR
0
2
8
216
Collector Boudh
Collector Boudh@dmboudh·
ଗତକାଲି ସ୍ଥାନୀୟ କଚେରୀ ପଡ଼ିଆଠାରେ ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକଙ୍କ ଉପସ୍ଥିତିରେ "ସୁଭଦ୍ରା ଶକ୍ତି ମେଳା -୨୦୨୬" ର ଚତୁର୍ଥ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି ।
OR
0
1
3
167
Collector Boudh
Collector Boudh@dmboudh·
ଗତକାଲି ସ୍ଥାନୀୟ କଚେରୀ ପଡ଼ିଆଠାରେ ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକଙ୍କ ଉପସ୍ଥିତିରେ "ସୁଭଦ୍ରା ଶକ୍ତି ମେଳା -୨୦୨୬" ର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି ।
OR
1
2
8
179
Collector Boudh
Collector Boudh@dmboudh·
ଗତକାଲି ସ୍ଥାନୀୟ କଚେରୀ ପଡ଼ିଆଠାରେ ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକଙ୍କ ଉପସ୍ଥିତିରେ "ସୁଭଦ୍ରା ଶକ୍ତି ମେଳା -୨୦୨୬" ର ଦ୍ଵିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି ।
OR
0
2
5
161
Collector Boudh
Collector Boudh@dmboudh·
ଜିଲ୍ଲା ପ୍ରଶାସନ ବୌଦ୍ଧ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ର ଦ୍ଵିତୀୟ ଦିବସ ଅବସରରେ ଆଜି ସ୍ଥାନୀୟ ଚନ୍ଦ୍ରଚୁଡ଼ ଆରତୀ ଘାଟ ଠାରେ "ସଶକ୍ତ ନାରୀ, ସାଶକ୍ତ ରାଷ୍ଟ୍ର" ଆତ୍ମରକ୍ଷା ପ୍ରଦର୍ଶନ ଓ ପ୍ରଶିକ୍ଷଣ ସ୍ବାସ୍ଥ୍ୟ ନିରାପତ୍ତା ଓ ନେତୃତ୍ୱ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।
OR
1
0
5
205
Collector Boudh
Collector Boudh@dmboudh·
ସ୍ଥାନୀୟ କଚେରୀ ପଡ଼ିଆଠାରେ ଗତକାଲି ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକଙ୍କ ଉପସ୍ଥିତିରେ "ସୁଭଦ୍ରା ଶକ୍ତି ମେଳା -୨୦୨୬" ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମେଳା ରିଖ ୬ ରୁ ୧୨, ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ମହା ସମାରୋହରେ ଅନୁଷ୍ଠିତ ହେବ।
OR
0
3
11
518
Collector Boudh
Collector Boudh@dmboudh·
ଜିଲ୍ଲା ପ୍ରଶାସନ ବୌଦ୍ଧ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଆଜି ସ୍ଥାନୀୟ ଚନ୍ଦ୍ରଚୁଡ଼ ଆରତୀ ଘାଟ ଠାରେ ଶକ୍ତି ସ୍ବରୂପିଣୀ ସାମୁହିକ ଯୋଗ ଶିବିର ଓ ଶାରୀରିକ କାର୍ଯ୍ୟକଳାପ ଅନୁଷ୍ଠିତ ହୋଇଯାଇଛି ।
Collector Boudh tweet mediaCollector Boudh tweet mediaCollector Boudh tweet mediaCollector Boudh tweet media
OR
0
0
9
164
Collector Boudh
Collector Boudh@dmboudh·
ଜିଲ୍ଲା ପ୍ରଶାସନ ବୌଦ୍ଧ ତରଫରୁ ୬ ରୁ ୮, ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ବିଭିନ୍ନ କ୍ରିୟାକଳାପ ଆୟୋଜନ କରାଯାଉଛି।
Collector Boudh tweet media
OR
0
2
11
327
Collector Boudh retweetledi
Mission Shakti
Mission Shakti@mission_shakti·
ଓଡ଼ିଶାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ରାଜ୍ୟବ୍ୟାପୀ "ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା" ଆୟୋଜିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ, ତା ୦୨.୦୩.୨୦୨୬ ରିଖରେ ବୌଦ୍ଧ ଜିଲ୍ଲାରେ ମାନ୍ୟବର ଜିଲ୍ଲାପାଳଙ୍କ କରକମଳରେ ଏକ ସ୍ୱତନ୍ତ୍ର ପ୍ରଚାର ଯାନର ଶୁଭ ଉଦ୍ଘାଟନ ହୋଇଯାଇଛି।
OR
1
2
6
293
Collector Boudh
Collector Boudh@dmboudh·
ଆଜି ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବା ସହିତ ଆସିଥିବା ୮୪ ଅଭିଯୋଗରୁ ୩୧ଟି ତୁରନ୍ତ ସମାଧାନ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି ।
Collector Boudh tweet mediaCollector Boudh tweet mediaCollector Boudh tweet mediaCollector Boudh tweet media
OR
1
0
5
220