Double Engine - ଡବଲ ଇଞ୍ଜିନ

540 posts

Double Engine - ଡବଲ ଇଞ୍ଜିନ banner
Double Engine - ଡବଲ ଇଞ୍ଜିନ

Double Engine - ଡବଲ ଇଞ୍ଜିନ

@doublengineodia

ଡବଲ ଇଞ୍ଜିନ ମାନେ ଦୁଇ ଗୁଣା ବିକାଶର ଗ୍ୟାରେଣ୍ଟି

Odisha Katılım Temmuz 2025
7 Takip Edilen23 Takipçiler
Double Engine - ଡବଲ ଇଞ୍ଜିନ retweetledi
Lala
Lala@lala_the_don·
People of Bengal, before you vote, don’t forget those tears in the eyes of countless mothers and sisters. #BengalElection
English
6
264
820
6.6K
Double Engine - ଡବଲ ଇଞ୍ଜିନ retweetledi
BJP Odisha
BJP Odisha@BJP4Odisha·
₹ ୨,୦୦୦ କୋଟି ନିବେଶରେ 3D Glass Solutionର ଗ୍ଲାସ୍ ସବ୍ ଷ୍ଟ୍ରେଟ ପ୍ୟାକେଜିଙ୍ଗ ୟୁନିଟ୍ ର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ୨,୫୦୦ରୁ ଉର୍ଦ୍ଧ୍ଵ ଯୁବକଯୁବତୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛନ୍ତି ଡବଲ ଇଞ୍ଜିନ ସରକାର ।
BJP Odisha tweet media
OR
0
3
13
199
Double Engine - ଡବଲ ଇଞ୍ଜିନ retweetledi
BJP Odisha
BJP Odisha@BJP4Odisha·
ଶିଳ୍ପ ସଂପ୍ରସାରଣ ସହିତ ସୁଦୃଢ଼ ଭିତ୍ତିଭୂମି, ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରୁଛନ୍ତି ଡବଲ ଇଞ୍ଜିନ ସରକାର । ₹୩,୮୭୭.୧୪ କୋଟି ପୁଞ୍ଜିନିବେଶରେ ୧୮ଟି ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ ।
BJP Odisha tweet media
OR
1
2
4
170
Double Engine - ଡବଲ ଇଞ୍ଜିନ retweetledi
Narendra Modi
Narendra Modi@narendramodi·
Happy Maha Bishuba Pana Sankranti!
Narendra Modi tweet mediaNarendra Modi tweet media
Filipino
406
2.4K
18.2K
4.6M
Double Engine - ଡବଲ ଇଞ୍ଜିନ retweetledi
BJP Odisha
BJP Odisha@BJP4Odisha·
ସମସ୍ତଙ୍କ ସାମୂହିକ ପ୍ରୟାସରେ,ସମଗ୍ର ଗୃହର ମର୍ଯ୍ୟାଦା ନୂତନ ଶିଖରରେ ପହଞ୍ଚାଇବ 'ନାରୀ ଶକ୍ତି ବନ୍ଦନ ଅଧିନିୟମ' :-ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । #NariShaktiVandan
OR
0
2
1
111
Double Engine - ଡବଲ ଇଞ୍ଜିନ retweetledi
BJP Odisha
BJP Odisha@BJP4Odisha·
କଥା ଦେଇ କଥା ରଖିଛନ୍ତି ଲୋକଙ୍କ ସରକାର । ବଡ଼ବିଲ ସହରର ଉନ୍ନତି ପାଇଁ ରିଂରୋଡର ଶିଳାନ୍ୟାସ କରିଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ।
OR
0
1
3
166
Double Engine - ଡବଲ ଇଞ୍ଜିନ retweetledi
PMO India
PMO India@PMOIndia·
The mishap at a hospital in Cuttack, Odisha, is deeply painful. Condolences to those who have lost their loved ones. I pray for the speedy recovery of the injured. An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi
English
114
222
1.2K
99.9K
Double Engine - ଡବଲ ଇଞ୍ଜିନ retweetledi
PMO India
PMO India@PMOIndia·
ଓଡ଼ିଶାର କଟକରେ ଏକ ହସ୍ପିଟାଲରେ ଘଟିଥିବା ଦୁର୍ଘଟଣା ଗଭୀର ଯନ୍ତ୍ରଣାଦାୟକ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା। ଆହତମାନଙ୍କ ଆଶୁ ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି। ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ । ଆହତମାନଙ୍କୁ ୫୦,୦୦୦ ଟଙ୍କା ଦିଆଯିବ: ପ୍ରଧାନମନ୍ତ୍ରୀ @narendramodi
OR
53
166
718
59.2K
Double Engine - ଡବଲ ଇଞ୍ଜିନ retweetledi
Lala
Lala@lala_the_don·
Today in Shillong–Silchar, development project worth ₹24,000 crore has been carried out. Congress cannot even count how many zeroes in such numbers have. Where the thinking of Congress stops, our work begins. Congress will today cry whole day on this 🤣
English
1
19
96
1.6K
Double Engine - ଡବଲ ଇଞ୍ଜିନ
କଂଗ୍ରେସ ନେତାଙ୍କ ଘରୁ ଧରା ପଡିଛି କଳାବଜାରୀ ପାଇଁ ରଖିଥିବା ଗ୍ଯାସ ଟାଙ୍କି ।
OR
0
0
0
22
Double Engine - ଡବଲ ଇଞ୍ଜିନ
ଆସ ହେ.. ଆସ ହେ ମନ୍ତ୍ରୀଗଣ ମୋର, ଏକାଠି ହେଇଣ ବସିବା ଯେଣ ତେଣ ମିଶି ବିଜେଡ଼ି - କଂଗ୍ରେସ, ରାଜ୍ୟସଭାଟାକୁ ଜିତିବା ଏକା ଆଉ କିଛି କରି ହେଉନାହିଁ, ପର ଗୋଡ ଚାଲ ଧରିବା ନାଳେଇ ପାଳେଈ, ଗଡେଇ ତଡେଇ.. ସତ୍ତାକୁ ବଞ୍ଚେଇ ରଖିବା #BJDBetraysBijuBabu
Double Engine - ଡବଲ ଇଞ୍ଜିନ tweet media
OR
0
0
0
17