Gobinda Chandra Das

76 posts

Gobinda Chandra Das banner
Gobinda Chandra Das

Gobinda Chandra Das

@gobindamlar

MLA | Serving People with Dedication | Empowering Youth | Building a Stronger, Smarter, Sustainable Future

Balasore, Remuna Katılım Nisan 2025
10 Takip Edilen11 Takipçiler
Gobinda Chandra Das
Gobinda Chandra Das@gobindamlar·
ପବିତ୍ର ହନୁମାନ ଜୟନ୍ତୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଜୟ ଶ୍ରୀରାମ🚩 #hanumanjayanti
Gobinda Chandra Das tweet media
OR
0
0
0
29
Gobinda Chandra Das
Gobinda Chandra Das@gobindamlar·
ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶାରୁ ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ପ୍ରାର୍ଥୀ ଭାବେ ମାନନୀୟ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ବରିଷ୍ଠ ନେତା ଶ୍ରୀ ସୁଜିତ୍ କୁମାର ଙ୍କ ନାମ ଘୋଷଣା ହୋଇଥିବାରୁ ଉଭାୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
Gobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet media
OR
0
0
0
9
Gobinda Chandra Das
Gobinda Chandra Das@gobindamlar·
ବାଲେଶ୍ଵର ସହର ସ୍ଥିତ ପର୍ମିଟ ପଡିଆରେ ଆୟୋଜିତ ସାଂସଦ ଖେଳ ମହାକୁମ୍ଭର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲି। ଏହି ଅବସରରେ ଖେଳରେ ଭଲ ପ୍ରଦର୍ଶନ କରିଥିବା ବିଭିନ୍ନ ପ୍ରତିଭା ମାନଙ୍କୁ ପୁରସ୍କୃତ କଲି। #ସାଂସଦ_ଖେଳ_ମହାକୁମ୍ଭ
Gobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet media
OR
0
0
0
39
Gobinda Chandra Das
Gobinda Chandra Das@gobindamlar·
ଶ୍ରୀ ଗୁରୁଜୀ ଇନଷ୍ଟିଚ୍ୟୁଟ ଅଫ ଏଜୁକେସନ, ବାଲେଶ୍ଵର ଆନୁକୂଲ୍ୟରେ ଆୟୋଜିତ ବିଶାଳ ରକ୍ତଦାନ ଶିବିରର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲି। #BloodDonationCamp 🩸
Gobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet media
OR
0
0
1
25
Gobinda Chandra Das
Gobinda Chandra Das@gobindamlar·
ଇଁଚୁଡ଼ି ପଞ୍ଚାୟତ ଅନ୍ତର୍ଗତ ଶିଆଳିଆପଦା ଖେଳ ପଡିଆରେ ଆୟୋଜିତ ଅଷ୍ଟମ ଇଞ୍ଚୁଡ଼ି ପ୍ରିମିୟର ଲିଗର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲି । ଏହି ଅବସରରେ ବିଜେତା ଏବଂ ଉପ ବିଜେତା ଖେଳାଳି ଙ୍କୁ ଟ୍ରଫି ପ୍ରଦାନ କରିବା ସହିତ ଉତ୍ସାହିତ କଲି।
Gobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet media
OR
0
0
0
13
Gobinda Chandra Das
Gobinda Chandra Das@gobindamlar·
ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ, ସାଉଁର ସୁବର୍ଣ୍ଣ ଜୟନ୍ତୀ କମିଟି ଓ ପୁରାତନ ଛାତ୍ର ଛାତ୍ରୀଙ୍କ ଆୟୋଜକତାରେ ସ୍କୁଲ ପରିସରରେ ଆୟୋଜିତ ଜୁନ ସ୍ତରୀୟ ବାର୍ଷିକ କ୍ରିଡ଼ା ଉତ୍ସବର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲି। #annualathleticmeet
Gobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet media
OR
0
0
0
14
Gobinda Chandra Das
Gobinda Chandra Das@gobindamlar·
ଓଡ଼ିଶା ରାଜ୍ୟ ମହିଳା ଆୟୋଗ ତରଫରୁ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ବାଲେଶ୍ଵରର ସହଯୋଗରେ ଆୟୋଜିତ ସଦର ବ୍ଲକ ସ୍ତରୀୟ ଆଇନ୍ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲି।
Gobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet media
OR
0
0
0
16
Gobinda Chandra Das
Gobinda Chandra Das@gobindamlar·
ବାଲେଶ୍ଵର ମାଟିର ଗର୍ବ ଓ ଗୌରବ, ଜଣେ ସ୍ପଷ୍ଟବାଦୀ ମଣିଷ ତଥା ଆମ ସମସ୍ତଙ୍କ ପ୍ରେରଣାର ଉତ୍ସ ବାଲେଶ୍ୱରର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ୭୧ ତମ ଜନ୍ମ ଦିବସରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ନିରାମୟ ଏବଂ ଦୀର୍ଘାୟୁ ଜୀବନ କାମନା କରୁଛି।
Gobinda Chandra Das tweet media
OR
0
0
0
19
Gobinda Chandra Das
Gobinda Chandra Das@gobindamlar·
ଭାରତର ଗୃହ ଏବଂ ସମବାୟ ମନ୍ତ୍ରୀ ତଥା ଜଣେ ଶ୍ରେଷ୍ଠ ରଣନୀତିଜ୍ଞ, ଦକ୍ଷ ସଂଗଠକ, ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ପାଇଁ ପ୍ରେରଣାର ଉତ୍ସ ମାନନୀୟ ଶ୍ରୀ ଅମିତ ଶାହଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘାୟୁ ଜୀବନ ନିମନ୍ତେ କାମନା କରୁଛି ।
Gobinda Chandra Das tweet media
OR
0
0
0
9
Gobinda Chandra Das
Gobinda Chandra Das@gobindamlar·
ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପ୍ରଦତ୍ତ ୩,୫୦,୧୦,୪୬୦/- ଟଙ୍କାର ହେବାକୁ ଥିବା ଏନ୍ .ଏଚ୍.-୫ ଠାରୁ ଚିଲାପଦା ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଲି । #DevelopmentWork
Gobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet media
OR
0
0
1
8
Gobinda Chandra Das
Gobinda Chandra Das@gobindamlar·
ଜାପାନ ଟୋକିଓରେ ଅନୁଷ୍ଠିତ ହେଉଥିବା ଡେଫ୍ ଅଲମ୍ପିକ୍ସ ଖେଳିବା ପାଇଁ ନୁଆଗାଁ ପଞ୍ଚାୟତର ପୁଅ ସମ୍ବିତ ଦାସ ଚୟନ ହୋଇଥିବାରୁ ଆଜି ତାଙ୍କୁ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହ ସମ୍ବର୍ଦ୍ଧିତ କଲି । ସେ ନା କଥା କହିପାରନ୍ତି ନା ଶୁଣିପାରନ୍ତି। ସେ ପୂର୍ବରୁ ଜୋଡୋ ଖେଳରେ ଅନେକ କୃତିତ୍ୱ ହାସଲ ମଧ୍ୟ କରିଛନ୍ତି।
Gobinda Chandra Das tweet mediaGobinda Chandra Das tweet media
OR
0
0
0
9
Gobinda Chandra Das
Gobinda Chandra Das@gobindamlar·
ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପ୍ରଦତ୍ତ ଏନ୍ .ଏଚ୍.-୫ ଠାରୁ ବାଲଗୋପାଲପୁର ଶିଳ୍ପାଞ୍ଚଳ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ଶୁଭ ଶିଳାନ୍ୟାସ ଅବସରରେ ଯୋଗ ଦେଲି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜନସାଧାରଣଙ୍କ ଗମନାଗମନରେ ବିଶେଷ ସୁବିଧା ହେବ। #DevelopmentWork
Gobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet media
OR
0
0
0
10
Gobinda Chandra Das
Gobinda Chandra Das@gobindamlar·
ବିଶ୍ୱ ପୋଲିଓ ଦିବସ ଅବସରରେ ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ ପୋଲିଓ ବିତରଣ କାର୍ଯ୍ୟକ୍ରମରେ ଯୋଗ ଦେଲି। "ଦୁଇ ବୁନ୍ଦା ପ୍ରତ୍ୟେକ ଥର ପୋଲିଓ ଉପରେ ବିଜୟ ରୁହ ନିରନ୍ତର" #poliofreeindia #poliodrops
Gobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet media
OR
0
0
0
37
Gobinda Chandra Das
Gobinda Chandra Das@gobindamlar·
ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଭାସି ମାଧ୍ୟମରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କ କରକମଳରେ ଆୟୋଜିତ "ପ୍ରଧାନମନ୍ତ୍ରୀ ଧନ୍ୟମାନ୍ୟ କୃଷି ଯୋଜନା ଏବଂ ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଲି।
Gobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet media
OR
0
0
0
14
Gobinda Chandra Das
Gobinda Chandra Das@gobindamlar·
ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ମହାପର୍ବ ପବିତ୍ର 'ବିଜୟା ଦଶମୀ' ତଥା 'ଦଶହରା' ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଜଗଜ୍ଜନନୀ, ଦୁର୍ଗତି ନାଶିନୀ, ମା’ଦୁର୍ଗା ସମସ୍ତଙ୍କୁ ସୁଖ, ସମୃଦ୍ଧି ଓ ଶାନ୍ତି ପ୍ରଦାନ କରିବା ସହ ଜଗତର କଲ୍ୟାଣ କରନ୍ତୁ।
Gobinda Chandra Das tweet media
OR
0
0
0
11
Gobinda Chandra Das
Gobinda Chandra Das@gobindamlar·
ରାଷ୍ଟ୍ର ଜାଗରଣ ସମିତି,ରେମୁଣା ତରଫରୁ ମନ୍ଦିର ଛକ ନିକଟରେ ଆୟୋଜିତ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଲି। #79thIndependenceDay #HappyIndependenceDay2025
Gobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet media
OR
0
0
1
31
Gobinda Chandra Das
Gobinda Chandra Das@gobindamlar·
ହର ଘର ତ୍ରିରଙ୍ଗା, ଘରେ ଘରେ ତ୍ରିରଙ୍ଗା ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି କନକଦୁର୍ଗା ମଣ୍ଡଳର ଶହ ଶହ ନାଗରିକଙ୍କ ସହ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେଲି।
Gobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet media
OR
0
0
0
26
Gobinda Chandra Das
Gobinda Chandra Das@gobindamlar·
୭୯ ତମ ସ୍ବାଧିନତା ଦିବସ ଅବସରରେ ଆଜି ଖାନନଗର ସ୍ଥିତ ସହିଦ ଗଙ୍ଗାରାମ ସ୍ମୃତିପିଠ ରେ ଆୟୋଜିତ "ସ୍ୱଚ୍ଛ ଭାରତ ଅଭିଯାନ" କାର୍ଯ୍ୟକ୍ରମରେ ରେ ଯୋଗ ଦେଲି। ଏହି ଅବସରରେ ସହିଦ ଗଙ୍ଗାରାମ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲୁ।
Gobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet media
OR
0
0
0
21
Gobinda Chandra Das
Gobinda Chandra Das@gobindamlar·
"ରାଧାରାଣୀ ଓମେନ୍ସ ଉଇଙ୍ଗ" ତରଫରୁ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଲି।
Gobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet mediaGobinda Chandra Das tweet media
OR
0
0
0
29