Sunanda Das

2K posts

Sunanda Das banner
Sunanda Das

Sunanda Das

@iamsunandadas

Former Member of Odisha Legislative Assembly Bari Constituency. Former Chairman of Bari Block , Jajpur. @BJP4Odisha

Jajpur, India Katılım Eylül 2019
60 Takip Edilen4.8K Takipçiler
Sunanda Das
Sunanda Das@iamsunandadas·
ପବିତ୍ର ମହାଶିବରାତ୍ରୀ ତଥା ଜାଗର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଦେବ ଦେବ ମହାଦେବଙ୍କ ଅପାର କରୁଣାରୁ ସଭିଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ। #ମହାଶିବରାତ୍ରି #MahaShivaratri
Sunanda Das tweet media
OR
1
0
0
71
Sunanda Das
Sunanda Das@iamsunandadas·
ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଏହି ଦିନଟି ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣିଦେଉ, ଏତିକି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।
Sunanda Das tweet media
OR
0
0
1
65
Sunanda Das
Sunanda Das@iamsunandadas·
ସ୍ଵାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ଶହୀଦ, ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି । ମାଟି ମା'ର ସୁରକ୍ଷା ପାଇଁ ତାଙ୍କର ବଳିଦାନ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ |
Sunanda Das tweet media
OR
0
0
1
40
Sunanda Das
Sunanda Das@iamsunandadas·
ସମ୍ବିଧାନର ପ୍ରଣେତା ଭାରତରତ୍ନ ବାବା ସାହେବ ଡ଼ା ଭୀମରାଓ ଆମ୍ବେଦକରଙ୍କ ପୂଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି। ସାମାଜିକ ନ୍ୟାୟ, ସମାନତା, ମାନବିକ ମୂଲ୍ୟବୋଧ ଓ ଗଣତନ୍ତ୍ରର ସୁଦୃଢ଼ ପ୍ରତିଷ୍ଠା ପାଇଁ ତାଙ୍କର ଅମର ଅବଦାନ ସଦା ସଦା ପାଇଁ ସ୍ମରଣୀୟ ରହିବ। ​#BabaSaheb #DrBRAmbedkar
Sunanda Das tweet media
OR
0
0
0
56
Sunanda Das
Sunanda Das@iamsunandadas·
ଓଡ଼ିଶାର ଗାନ୍ଧିବାଦୀ ସ୍ଵାଧୀନତା ସଂଗ୍ରାମୀ ସମାଜସେବୀ, ଲୋକସଭାର ପ୍ରଥମ ଓଡ଼ିଆ ବାଚସ୍ପତି ତଥା ଜନନେତା #ରବିରାୟ ଙ୍କ ଜୟନ୍ତୀ ଅବସରରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଗାନ୍ଧିଜୀଙ୍କ ନୀତି ଆଦର୍ଶର ପ୍ରସାର ଏବଂ ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ସର୍ବଦା ସ୍ମରଣ ହୋଇ ରହିବ । #RabiRay
Sunanda Das tweet media
OR
0
0
0
48
Sunanda Das
Sunanda Das@iamsunandadas·
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମାତୃଭୂମିକୁ ସୁରକ୍ଷା ଦେବା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସମସ୍ତ ସହିଦ ସୈନିକ, ପୋଲିସ କର୍ମଚାରୀ ଏବଂ ନିରୀହ ନାଗରିକଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି। ମାତୃଭୂମିର ସୁରକ୍ଷା ପାଇଁ ଦେଇଥିବା ବଳିଦାନ ପ୍ରତି ଭାରତ ସର୍ବଦା ଆପଣମାନଙ୍କ ଋଣୀ ଏବଂ କୃତଜ୍ଞ ରହିବ । #MumbaiTerrorAttack
Sunanda Das tweet media
OR
0
0
0
29
Sunanda Das
Sunanda Das@iamsunandadas·
ସମ୍ବିଧାନ ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। #ConstitutionDay
Sunanda Das tweet media
OR
0
0
0
34
Sunanda Das
Sunanda Das@iamsunandadas·
म्हारी छोरियां छोरो से कम है के 🇮🇳 Our #WomenInBlue outplayed the world and lifted #WomensWorldCup2025 🏆. A triumph of talent, teamwork & spirit, which will inspire millions across the nation. Many congratulations #TeamIndia. Deserved Champions 💙
English
0
0
1
148
Sunanda Das
Sunanda Das@iamsunandadas·
ପବିତ୍ର ଗରୁଡ଼ ଦ୍ୱାଦଶୀ ଏବଂ ତୁଳସୀ ବିବାହ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା l ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଶାନ୍ତି ସମୃଦ୍ଧି ଭରିଦେଉ l #ଗରୁଡଏକାଦଶୀ #ତୁଳସୀବିବାହ
Sunanda Das tweet media
OR
0
0
1
29
Sunanda Das
Sunanda Das@iamsunandadas·
ଓଡ଼ିଆ ଭକ୍ତି ସଙ୍ଗୀତ ବିଶାରଦ ତଥା ମୁକୁଟବିହୀନ ଭଜନ ସମ୍ରାଟ ଭିକାରୀ ବଳଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ଚରଣ କମଳରେ କୋଟି କୋଟି ପ୍ରଣାମ। ଓଡ଼ିଶାର ପାରମ୍ପରିକ ସଙ୍ଗୀତ ଓଡ଼ିଶୀ, ଭଜନ, ଜଣାଣ, ଗୀତଗୋବିନ୍ଦ ପ୍ରଭୃତିକୁ ପ୍ରଚାର ପ୍ରସାର କରାଇବାରେ ତାଙ୍କର ଅବଦାନ ସବୁଦିନ ପାଇଁ ମନେରହିବ।
Sunanda Das tweet media
OR
0
0
1
23
Sunanda Das
Sunanda Das@iamsunandadas·
India’s unity stands on four pillars: ▪️Cultural harmony ▪️Linguistic Unity ▪️Inclusive development ▪️Connecting Hearts through Connectivity – Hon'ble Prime Minister Shri Narendra Modi @narendramodi #RunForUnity #EktaDiwas
English
0
0
1
72
Sunanda Das
Sunanda Das@iamsunandadas·
ଭାରତକୁ ଗଢ଼ି ତୋଳିଥିବା ବ୍ୟକ୍ତି! ତାଙ୍କୁ ଭାରତର ଲୌହ ପୁରୁଷ ଭାବରେ ମନେ ରଖାଯାଏ, ଯିଏ ସ୍ୱାଧୀନତା ପରେ 560ଟି ଗଡ଼ଜାତ ରାଜ୍ୟକୁ ଏକାଠି କରିଥିଲେ, ଏକ ଶକ୍ତିଶାଳୀ ଏବଂ ସ୍ଥିର ରାଷ୍ଟ୍ରକୁ ଆକାର ଦେଇଥିଲେ। ତାଙ୍କର ଐତିହ୍ୟ ଜାତୀୟ ଏକତା, ଏକ ସମ୍ବିଧାନ, ଏକ ସ୍ୱପ୍ନ ଦିଗରେ ପ୍ରତ୍ୟେକ ପଦକ୍ଷେପରେ ବଞ୍ଚି ରହିଛି। #nationalunityday
OR
0
0
1
24
Sunanda Das
Sunanda Das@iamsunandadas·
ପବିତ୍ର ଅଁଳା ନବମୀ ଓ ଶ୍ରୀ ରାଧା ପାଦ ଦର୍ଶନ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଭଗବାନଙ୍କ ପ୍ରେମର ସ୍ୱରୂପ ମା'ରାଧାରାଣୀଙ୍କ ଦିବ୍ୟ କୃପା ଆପଣଙ୍କ ଜୀବନକୁ ଭକ୍ତି, ପ୍ରେମ ଓ ଶାନ୍ତିରେ ଭରିଦେଉ। #ଅଁଳାନବମୀ #ରାଧାପାଦଦର୍ଶନ #AnlaNabami #RadhaPadaDarsan
Sunanda Das tweet media
OR
1
0
2
28
Sunanda Das
Sunanda Das@iamsunandadas·
ଏକ ଭାରତ, ଶ୍ରେଷ୍ଠ ଭାରତ! ରାଷ୍ଟ୍ରୀୟ ଏକତା, ଅଖଣ୍ଡତା ଓ ପ୍ରଗତିର ଶିଳ୍ପକାର ତଥା ମହାନ ସ୍ୱାଧୀନତା ସଂଗ୍ରାମୀ, ନବଭାରତର ନିର୍ମାତା 'ଲୌହ ପୁରୁଷ' ଭାରତରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜୀଙ୍କର ଜନ୍ମଜୟନ୍ତୀ ଅବସରରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। #NationalUnityDay #sardarballabhbhaipatel
Sunanda Das tweet media
OR
0
0
1
33
Sunanda Das
Sunanda Das@iamsunandadas·
परंपरा, आस्था और सामाजिक समरसता के उत्सव छठ पूजा के ‘नहाय-खाय’ की सभी को हार्दिक शुभकामनाएँ। छठी मैया से सभी के सुख और समृद्धि की प्रार्थना करता हूँ।
Sunanda Das tweet media
हिन्दी
0
0
0
21
Sunanda Das
Sunanda Das@iamsunandadas·
ପବିତ୍ର ଗିରି ଗୋବର୍ଦ୍ଧନ ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଏହି ଶୁଭ ଅବସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଆନନ୍ଦରେ ପରିପୂର୍ଣ୍ଣ ହେଉ। ଗୋବର୍ଦ୍ଧନ ପୂଜା ଆମକୁ ପ୍ରକୃତି, ପଶୁପକ୍ଷୀ ଓ ପରିବେଶ ସହ ମିଳିତ ସମନ୍ବୟର ଶିକ୍ଷା ଦେଇଥାଏ।
Sunanda Das tweet media
OR
0
0
1
21
Sunanda Das
Sunanda Das@iamsunandadas·
କେନ୍ଦ୍ରୀୟ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା | ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା କୁ ମଜବୁତ କରିବା ଏବଂ ପ୍ରତ୍ୟେକ ଭାରତୀୟ ନିରାପତ୍ତା ଓ ସମ୍ମାନର ସହ ଜୀବନଯାପନ ନିଶ୍ଚିତ କରିବାକୁ ତାଙ୍କ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ । @AmitShah
Sunanda Das tweet media
OR
0
0
2
27
Sunanda Das
Sunanda Das@iamsunandadas·
ଆଲୋକର ପର୍ବ ଦୀପାବଳୀ ଓ କାଳୀ ପୂଜା ଉପଲକ୍ଷେ ଆପଣକୁ ଏବଂ ଆପଣଙ୍କ ପରିବାର ବୃନ୍ଦ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। #ଦୀପାବଳୀ🪔 Wishing you and your family a very happy and prosperous Diwali! May the light of the diyas guide you on the way to happiness and success. #Diwali 🪔
Sunanda Das tweet media
0
0
1
62
Sunanda Das
Sunanda Das@iamsunandadas·
ଭାରତର ଏକାଦଶତମ ରାଷ୍ଟ୍ରପତି "ଭାରତ ରତ୍ନ" ତଥା ମିସାଇଲ ମ୍ୟାନ୍ #ଡକ୍ଟର_ଏପିଜେ_ଅବଦୁଲ_କଲାମ ଙ୍କ ଜନ୍ମଜୟନ୍ତୀ ଅବସରରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସେ ଶୀର୍ଷ ସ୍ଥାନ ହାସଲ କରିଥିଲେ ହେଁ ତାଙ୍କର ସରଳ ଓ ନିଡାମ୍ବର ଜୀବନଯାପନ ଶୈଳୀ ସମସ୍ତଙ୍କ ପାଇଁ ଉଦାହରଣ ହୋଇ ରହିବ। #apjabdulkalam
Sunanda Das tweet media
OR
0
0
2
40
Sunanda Das
Sunanda Das@iamsunandadas·
ସେବା, ସମର୍ପଣ ଏବଂ ସଙ୍ଘର୍ଷର ପ୍ରତିମୂର୍ତ୍ତି ରାଜମାତା ବିଜୟାରାଜେ ସିନ୍ଧିୟାଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ । @BJP4India @narendramodi @dpradhanbjp
Sunanda Das tweet media
OR
0
0
1
23