JoJo
1.8K posts

JoJo
@imash_9
coc x anime x traveling × memes × coding













#ସବୁ_ପ୍ରକଳ୍ପ_ଲାଭ_ପାଇଁ_ହୁଏନି- ଅପରାଜିତା -ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପ୍ରସଙ୍ଗ -ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା -ସବୁ ପ୍ରକଳ୍ପ ଲାଭ ପାଇଁ କରାଯାଏ ନାହିଁ କହିଲେ ଅପରାଜିତା -'କିଛି ପ୍ରକଳ୍ପ ବୃହତ୍ତର ଜନସ୍ୱାର୍ଥକୁ ନଜରରେ ରଖି କରାଯାଏ' -'ମୁଖ୍ୟମନ୍ତ୍ରୀଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା ପରେ ଚିଠି ଲେଖିଛି' '-କେନ୍ଦ୍ର ସହ ଆଲୋଚନା କରି ପଦକ୍ଷେପ ନେବାକୁ ଆଶ୍ୱସନା ଦେଇଛନ୍ତି' -ଦରକାର ପଡ଼ିଲେ ମୁଁ କେନ୍ଦ୍ର ସହିତ ଆଲୋଚନା କରିବି: ଅପରାଜିତା '-ମେଟ୍ରୋ ପ୍ରକଳ୍ପ ପାଇଁ କିପରି ଅର୍ଥ ଆସିବ ସେନେଇ ଆଲୋଚନା କରିବି' '-୩୪ଟି ସହରରେ ମେଟ୍ରୋ ପ୍ରକଳ୍ପ ଅଛି; ଭୁବନେଶ୍ୱର କାହିଁକି ବାଦ୍ ପଡ଼ିବ' '-ପ୍ରକଳ୍ପ ହେଲେ ଛାତ୍ରଛାତ୍ରୀ, ବୃତ୍ତିଗତ, ସାଧାରଣ ଲୋକ ଉପକୃତ ହେବେ' #BhubaneswarMetro #AparajitaSarangi #OdishaMetro #BhubaneswarMP #MetroForBhubaneswar #PublicInterestProject #OTV







Unpopular opinion Bhubaneswar Metro was rushed ahead of elections without real viability. No similar city has secured approval yet. It looked more like a land offloading game for netas & babus. Now cancelled due to non-compliance with the National Metro Rail Policy 2017.

I support every infra project. Be it BBSR, Berhampur or Sambalpur. No need to fight amongst each other. Situation is same everywhere. Demand without fighting with each other.

















