ITDA, KAPTIPADA, UDALA retweetledi

ଜନଜାତିଙ୍କ ପ୍ରଗତିଧାରା ଆହୁରି ହେଉଛି ତ୍ୱରାନ୍ୱିତ। 'ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ' ଅଧୀନରେ ୧.୫ ଲକ୍ଷରୁ ଊର୍ଦ୍ଧ୍ୱ ଜନଜାତି ପରିବାର ପାଇଁ ହୋଇଛି ଜୀବିକା ପ୍ରୋତ୍ସାହନ ବ୍ୟବସ୍ଥା। ଏଥିପାଇଁ ୨୦୨୨-୨୩ରୁ ୨୦୨୫-୨୬ ଆର୍ଥିକ ବର୍ଷ ଯାଏଁ ₹୫୦୦ କୋଟି ଖର୍ଚ୍ଚ ହେଉଥିବା ବେଳେ ପର୍ଯ୍ୟାୟକ୍ରମେ ୧୪.୫ ଲକ୍ଷ ଜନଜାତି ପରିବାର ଅନ୍ତର୍ଭୁକ୍ତ ହେବେ। #JanajatiJeevikaMission
OR











































