Kailash Chandra Das retweetledi

ପରିମଳ ଏବଂ ପରିବେଶକୁ ବି ଏମ୍ ସି ର ଗୁରୁତ୍ୱ
ଆଜି ବି ଏମ୍ ସି ଅନ୍ତର୍ଗତ ୱାର୍ଡ 45 ଓ 61ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି କମିଶନର ଶ୍ରୀ ଚଞ୍ଚଳ ରାଣା l ସ୍ଥିତି ଅନୁଧ୍ୟାନ କରି ସେ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା ପୂର୍ବକ ବର୍ଜ୍ୟବସ୍ତୁ ପରିଚାଳନା ଓ ପୃଥକୀକରଣ ର ଗୁରୁତ୍ଵ ବାବଦରେ ଆଲୋଚନା କରିଛନ୍ତି l
ଏହି ଅବସରରେ 61 ୱାର୍ଡରେ ଥିବା ଭୀମେଶ୍ଵର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କରିଛିନ୍ତି କମିଶନର l #Plantation #FieldVisit




OR












































