
ମହାନ ଭାରତୀୟ ସମ୍ରାଟ ଛତ୍ରପତି ଶିବାଜୀ ମହାରାଜଙ୍କ ପୁଣ୍ୟ ତିଥିରେ ତାଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ। ତାଙ୍କ ଜିବନୀ ଓ ବ୍ୟକ୍ତିତ୍ୱ ଆମକୁ ସଂଘର୍ଷ, ନ୍ୟାୟ ଏବଂ ସ୍ୱାଧୀନତା ପାଇଁ ଲଢ଼ିବାର, ଶିକ୍ଷା ଦେଇ ଆସିଛି। ତାଙ୍କର ସଂଘର୍ଷ ଏବଂ ବଳିଦାନକୁ ସ୍ମରଣ କରି, ତାଙ୍କ ଆଦର୍ଶରେ ଆଗକୁ ବଢ଼ିବା...
#shivajimaharaj #Punyatithi

OR









































