Odisha Mining Corporation

4.1K posts

Odisha Mining Corporation banner
Odisha Mining Corporation

Odisha Mining Corporation

@odisha_mining

OMC, the largest State PSU in Mining Sector in the country, undertakes exploration, mining & trading of iron, chrome, bauxite ores

Bhubaneshwar, India Katılım Ocak 2018
12 Takip Edilen9.4K Takipçiler
Sabitlenmiş Tweet
Odisha Mining Corporation
Odisha Mining Corporation@odisha_mining·
ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ ଆୟୋଜିତ ଓଡ଼ିଶା ଖଣି ନିଗମର ୭୧ତମ ପ୍ରତିଷ୍ଠା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଗମର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରିଛନ୍ତି। #OMC #71stFoundationDay #OMCFoundationDay #MiningExcellence #PrideOfOdisha
OR
1
1
8
269
Odisha Mining Corporation
Odisha Mining Corporation@odisha_mining·
Shri Sudhanshu Mohan Samal, IAS, MD, OMC Ltd., visited Jilling–Langalota Iron Ore Mines and reviewed operational performance, infrastructure readiness and opportunities for production enhancement, with emphasis on efficient and sustainable mining practices. #OMC
Odisha Mining Corporation tweet media
English
0
0
3
98
Odisha Mining Corporation
Odisha Mining Corporation@odisha_mining·
ପ୍ରଯୁକ୍ତିବିଦ୍ୟାର ସଠିକ୍ ପ୍ରୟୋଗ ସହ ଡିଜିଟାଲ୍ କ୍ଷେତ୍ରରେ ନୂତନ ପରିବର୍ତ୍ତନ ଆଣିଛି ଓଡ଼ିଶା ଖଣି ନିଗମ। ଅତ୍ୟାଧୁନିକ ‘Integrated Operations Monitoring Centre’ (iOMC) ମାଧ୍ୟମରେ ଖଣି କାର୍ଯ୍ୟକଳାପର ରିଅଲ୍-ଟାଇମ୍ ନିରୀକ୍ଷଣ ସହ ସ୍ୱଚ୍ଛତା, ସୁରକ୍ଷା ଏବଂ ପରିଚାଳନାକୁ ଆହୁରି ସୁଦୃଢ଼ କରାଯାଉଛି। #iOMC #MiningHappiness
OR
0
0
2
50
Odisha Mining Corporation
Odisha Mining Corporation@odisha_mining·
Shri Sudhanshu Mohan Samal, IAS, MD, OMC, visited Dubna–Sakradihi Iron & Manganese Mines and reviewed constraints to achieve enhanced production adhering to uncompromised safety standards, critical infrastructure for ore evaluation for sustainable operations. #SustainableMining
Odisha Mining Corporation tweet mediaOdisha Mining Corporation tweet media
English
0
0
3
73
Odisha Mining Corporation
Odisha Mining Corporation@odisha_mining·
Shri Sudhanshu Mohan Samal, IAS, MD, OMC, visited Guali Iron Ore Mines & focused on strengthening production, ensuring safe and efficient ore evacuation - promoting sustainable, responsible mining practices for long-term operational excellence. #OMC #Miningexcellence
Odisha Mining Corporation tweet mediaOdisha Mining Corporation tweet media
English
0
0
3
79
Odisha Mining Corporation
Odisha Mining Corporation@odisha_mining·
The visit also focused on timely commissioning of the MDO project including 8.5 km pipeline conveyor system, mechanised ore evacuation and modern loading infrastructure to enhance efficiency, productivity and sustainable mineral transportation. #MiningExcellence #MiningGrowth
English
0
0
0
75
Odisha Mining Corporation
Odisha Mining Corporation@odisha_mining·
Shri Sudhanshu Mohan Samal, IAS, MD, OMC, visited Kurmitar Iron Ore Mines and emphasised on achieving production capacity of 6 MTPA and timely execution of key initiatives to ensure sustained raw material supply to propel Odisha's industrial ecosystem.
Odisha Mining Corporation tweet mediaOdisha Mining Corporation tweet mediaOdisha Mining Corporation tweet media
English
1
1
7
160
Odisha Mining Corporation retweetledi
CMO Odisha
CMO Odisha@CMO_Odisha·
ଓଡ଼ିଶା ଖଣି ନିଗମର ୭୧ତମ ପ୍ରତିଷ୍ଠା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରିବାକୁ ଯାଉଛନ୍ତି।
CMO Odisha tweet media
OR
2
4
38
1.3K
Odisha Mining Corporation
Odisha Mining Corporation@odisha_mining·
ଉପଯୁକ୍ତ ଅଗ୍ନିନିର୍ବାପକ ଉପକରଣର ଚୟନ ଏବଂ ଜରୁରୀକାଳୀନ ସମୟରେ ସେଗୁଡିକର ସଠିକ୍ ବ୍ୟବହାର ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ ଦିଆଯାଇଛି। #FireSafety #SafetyAwareness #OdishaMining #MineSafety
OR
0
0
0
71
Odisha Mining Corporation
Odisha Mining Corporation@odisha_mining·
ସୁରକ୍ଷା ସଚେତନତା ବୃଦ୍ଧି ଏବଂ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ଓ ସଠିକ୍ ମୁକାବିଲାକୁ ନେଇ ରୋଇଡା-ସି ଆଇରନ୍ ଏବଂ ମ୍ୟାଙ୍ଗାନିଜ୍ ଖଣିଠାରେ ଅଗ୍ନିନିରାପତ୍ତା ମକ୍ ଡ୍ରିଲ୍ ଆୟୋଜିତ ହୋଇଯାଇଛି।
Odisha Mining Corporation tweet media
OR
1
0
4
101
Odisha Mining Corporation
Odisha Mining Corporation@odisha_mining·
ଖଣିରୁ କେବଳ ଖଣିଜ ସମ୍ପଦ ନୁହେଁ, ବରଂ ଗଢ଼ିଉଠୁଛି ଆମ ଆଗାମୀ ପିଢିର ସ୍ୱର୍ଣ୍ଣିମ ଭବିଷ୍ୟତ। ଓଡ଼ିଶା ମାଇନିଂ କର୍ପୋରେସନ (OMC) ର ଏକ ଅନନ୍ୟ ପ୍ରୟାସ “ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ” ମାଧ୍ୟମରେ ଖଣି ଅଞ୍ଚଳର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ମିଳୁଛି ଗୁଣାତ୍ମକ ଶିକ୍ଷା, ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ସ୍ୱପ୍ନ ସାକାର କରିବାର ଅଧିକାର।
OR
0
1
5
107
Odisha Mining Corporation
Odisha Mining Corporation@odisha_mining·
ଜରୁରୀ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ OMC ପକ୍ଷରୁ ବେସିକ୍ ଲାଇଫ୍ ସପୋର୍ଟ (BLS) ସୁବିଧା ଆରମ୍ଭ କରାଯାଇଛି । ଏହି ବ୍ୟବସ୍ଥା ମାଧ୍ୟମରେ ଲୋକମାନଙ୍କୁ ଆଧୁନିକ ଉପକରଣ ସହ ସମସ୍ତ ଜରୁରୀକାଳୀନ ଏବଂ ତ୍ୱରିତ ଚିକିତ୍ସା ସହାୟତା ପ୍ରଦାନ କରାଯିବ । #BLS #Healthcare #OMC
Odisha Mining Corporation tweet media
OR
0
0
2
86
Odisha Mining Corporation
Odisha Mining Corporation@odisha_mining·
ଏହି କାର୍ଯ୍ୟକ୍ରମରେ ରୋଗର ପ୍ରାରମ୍ଭିକ ଲକ୍ଷଣ, ପ୍ରତିଷେଧକ ବ୍ୟବସ୍ଥା ଏବଂ ସମ୍ପୂର୍ଣ୍ଣ ଚିକିତ୍ସା ଉପରେ ଆଲୋଚନା କରାଯାଇଥିଲା । ଖଣି ଅଞ୍ଚଳର ସମସ୍ତ କର୍ମଚାରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ସହ ଟିବି ମୁକ୍ତ ଭାରତ ଗଠନ ଦିଗରେ ଏହା ଏକ ଦୃଢ଼ ପଦକ୍ଷେପ ସାଜିବ।
OR
0
0
0
43
Odisha Mining Corporation
Odisha Mining Corporation@odisha_mining·
ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଅନୁଯାୟୀ ଓଡ଼ିଶା ଖଣି ନିଗମ ଲିମିଟେଡ୍‌ର ଜିଲିଙ୍ଗ ଲାଙ୍ଗାଲୋଟା ଲୌହ ଖଣି ଅଞ୍ଚଳରେ “ଟିବି ମୁକ୍ତ ଭାରତ ଅଭିଯାନ" ଅନ୍ତର୍ଗତ ୧୦୦ ଦିନିଆ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।
Odisha Mining Corporation tweet media
OR
1
0
1
69
Odisha Mining Corporation
Odisha Mining Corporation@odisha_mining·
Proud moment for OMC! Daitari Iron Ore Mines has been honoured with the Platinum Award at the 10th Apex India Occupational Health & Safety Awards 2025 organised by Apex India Foundation.
Odisha Mining Corporation tweet media
English
1
0
4
90
Odisha Mining Corporation
Odisha Mining Corporation@odisha_mining·
କାଳିଆପାଣି ସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ଲୋକାର୍ପଣ ସହ ବେସିକ୍ ଲାଇଫ୍ ସପୋର୍ଟ (BLS) ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର (iOMC) ଏବଂ ରୋଗୀ ପରିଚାଳନା ବ୍ୟବସ୍ଥା (O-SWASTHYA) ର ମଧ୍ୟ ଶୁଭାରମ୍ଭ ହୋଇଛି। #OMC71stFoundationDay #OdishaMiningCorporation #MiningProgress
Odisha Mining Corporation tweet mediaOdisha Mining Corporation tweet media
OR
0
1
1
88
Odisha Mining Corporation
Odisha Mining Corporation@odisha_mining·
ଓଡ଼ିଶା ଖଣି ନିଗମର ୭୧ତମ ପ୍ରତିଷ୍ଠା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ ହୋଇଛି। #OMC71stFoundationDay #OMC #MiningHappiness #OSWASTHYA #BLSAmbulance #OMAVKaliapani #iOMC
Odisha Mining Corporation tweet mediaOdisha Mining Corporation tweet media
OR
1
2
7
133
Odisha Mining Corporation
Odisha Mining Corporation@odisha_mining·
ଓଏମସି ଆଜି ୨୫ ହଜାର କୋଟିର କାରବାର ସହ ଦେଶର ଅଗ୍ରଣୀ ଖଣି ସଂସ୍ଥା ଭାବେ ପରିଗଣିତ ହୋଇଛି। ଖଣିଜ ସମ୍ପଦର ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ଶିଳ୍ପାୟନ, ପରିବେଶ ସୁରକ୍ଷା ଏବଂ ଖଣି ଅଞ୍ଚଳର ସାମଗ୍ରିକ ବିକାଶ ଦିଗରେ ଓଏମସିର ଅବଦାନ ଓଡ଼ିଶାକୁ ସମୃଦ୍ଧିର ନୂତନ ଶିଖରରେ ପହଞ୍ଚାଇଛି । #OMC71stFoundationDay #OdishaMiningCorporation
OR
0
0
1
66
Odisha Mining Corporation
Odisha Mining Corporation@odisha_mining·
ଓଡ଼ିଶା ଖଣି ନିଗମର ୭୧ତମ ପ୍ରତିଷ୍ଠା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ @MohanMOdisha କହିଛନ୍ତି, #ଓଏମସି କେବଳ ଏକ ଖଣି ସଂସ୍ଥାରେ ସୀମିତ ନୁହେଁ ବରଂ ଓଡ଼ିଶାର ଅର୍ଥନୈତିକ ବିକାଶର ଏକ ପ୍ରମୁଖ ସ୍ତମ୍ଭ। #OMCFoundationDay #71stFoundationDay #ViksitOdisha #OMC #PrideOfOdisha
OR
1
2
4
103