Panchayati Raj and Drinking Water Department

21.8K posts

Panchayati Raj and Drinking Water Department banner
Panchayati Raj and Drinking Water Department

Panchayati Raj and Drinking Water Department

@PRDeptOdisha

Rural development is the main pillar of state development. The thrust of policies and programmes of PR&DW is on all-round economic development & Social Justice

Bhubaneswar, Odisha Katılım Ağustos 2016
891 Takip Edilen125.5K Takipçiler
Panchayati Raj and Drinking Water Department
ଓଡ଼ିଆ ପକ୍ଷର ଦ୍ୱିତୀୟ ଦିବସରେ "ଆମ ପୋଷାକ ଆମ ପରିଚୟ" ଅଭିଯାନରେ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗର ଅନନ୍ୟ ସ୍ୱାକ୍ଷର । ଆମ ପରମ୍ପରା ହେଉଛି ଆମର ପରିଚୟ, ଆମ ପୋଷାକରେ ଝଲକି ଉଠେ ଓଡ଼ିଆ ସଂସ୍କୃତିର ଗୌରବ । #OdiaPakhya2026 #ଓଡ଼ିଆପକ୍ଷ୨୦୨୬ #Odisha #OdiaCulture #TraditionalWear #AmaParichaya #OdiaAsmita @CMO_Odisha @IPR_Odisha @RabiNaikBJP
Panchayati Raj and Drinking Water Department tweet media
OR
1
4
10
345
Panchayati Raj and Drinking Water Department
ଆଜି ଅନ୍ତ୍ୟୋଦୟ ଗୃହ ଯୋଜନା ସଫଳତାର ସହ ଏକ ବର୍ଷ ପୂରଣ କରିଛି। ଗୃହହୀନ, କଚ୍ଚା ଘରେ ବସବାସ କରୁଥିବା, ପ୍ରାକୃତିକ ଓ ମନୁଷ୍ୟକୃତ ବିପର୍ଯ୍ୟୟରେ ପ୍ରଭାବିତ, ସରକାରୀ ପ୍ରକଳ୍ପ ପାଇଁ ସ୍ଥାନାନ୍ତରିତ, ଭିନ୍ନକ୍ଷମ ଓ ଦୁରାରୋଗ୍ୟ ରୋଗରେ ପୀଡିତ ପରିବାରମାନଙ୍କୁ ଏହି ଯୋଜନା ଆଶ୍ରୟ ଓ ସୁରକ୍ଷା ଦେଇଆସୁଛି। ବର୍ତ୍ତମାନ ସୁଦ୍ଧା ୧,୫୭ ,୯୩୬ ପରିବାରଙ୍କୁ ଗୃହ ମଞ୍ଜୁର କରାଯାଇଥିବା ବେଳେ, ୭୨,୨୬୩ ଘରର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ଏକ ବର୍ଷର ସଫଳତା—ନିରାପଦ ଆଶ୍ରୟ, ସମ୍ମାନଜନକ ଜୀବନ ଓ ଉଜ୍ଜ୍ୱଳ ଭବିଷ୍ୟତର ପଥେ ଆଗୁଆ ଓଡ଼ିଶା। #OneYearOfAntyodaya #HousingForAll #OdishaProgress @CMO_Odisha @RabiNaikBJP @IPR_Odisha
Panchayati Raj and Drinking Water Department tweet media
OR
2
10
43
1.9K
Panchayati Raj and Drinking Water Department
Today, the Antyodaya Gruha Yojana has successfully completed one year. This scheme has been providing shelter and security to families who are homeless, living in kutcha houses, affected by natural and man-made disasters, displaced due to government projects, as well as persons with disabilities and those suffering from chronic illnesses. So far, houses have been sanctioned for 1,57,936 families, out of which construction of 72,263 houses has been completed. One year of success—moving towards safe shelter, a dignified life, and a brighter future for Odisha. @CMO_Odisha @IPR_Odisha @RabiNaikBJP
Panchayati Raj and Drinking Water Department tweet media
English
0
6
11
427
Panchayati Raj and Drinking Water Department retweetledi
CMO Odisha
CMO Odisha@CMO_Odisha·
ରାଜ୍ୟର ଗୃହହୀନ ଓ ଅସହାୟ ପରିବାରଙ୍କୁ ସ୍ୱାଭିମାନର ସହ ବଞ୍ଚିବାର ରାହା ଦେଖାଇ 'ଅନ୍ତ୍ୟୋଦୟ ଗୃହ ଯୋଜନା' ଆଜି ସଫଳତାର ଏକ ବର୍ଷ ଅତିକ୍ରମ କରିଛି। ଗତ ଏକ ବର୍ଷ ମଧ୍ୟରେ ଏହି ଯୋଜନା ମାଧ୍ୟମରେ ମୋଟ ୧,୫୭,୯୩୬ ପରିବାର ଉପକୃତ ହୋଇଥିବା ବେଳେ ଏହି ସମସ୍ତ ପରିବାରଙ୍କୁ ନିଜସ୍ୱ ପକ୍କାଘର ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୭୨,୨୬୩ ପରିବାରଙ୍କ ପକ୍କାଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ଅନ୍ୟ ୮୫,୬୭୩ ଘରର ନିର୍ମାଣ କାର୍ଯ୍ୟ ଜାରି ରହିଛି। ବିପର୍ଯ୍ୟୟ କ୍ଷତିଗ୍ରସ୍ତ, ଭିନ୍ନକ୍ଷମ, ସ୍ଥାନାନ୍ତରିତ ଏବଂ ଦୁରାରୋଗ୍ୟ ରୋଗଗ୍ରସ୍ତ ପରିବାରଙ୍କୁ ପ୍ରାଥମିକତା ଭିତ୍ତିରେ ସାମିଲ କରି ଏହି ଯୋଜନା ସାମାଜିକ ଓ ଅର୍ଥନୈତିକ ବିକାଶର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଏକ ସମୃଦ୍ଧ ଓଡ଼ିଶା ଗଠନ ସଂକଳ୍ପରେ ଏହି ଯୋଜନା ପ୍ରତିଟି ଗୃହହୀନଙ୍କ ମୁହଁରେ ହସ ଫୁଟାଇ ପାରିଛି। #OneYearOfAntyodaya
CMO Odisha tweet media
OR
6
43
118
4.1K
Panchayati Raj and Drinking Water Department retweetledi
Mohan Charan Majhi
Mohan Charan Majhi@MohanMOdisha·
ଆଜି ଆମ ସମସ୍ତଙ୍କ ପାଇଁ ଏକ ଗୌରବର ଦିନ। ଆମ ସରକାରର ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା 'ଅନ୍ତ୍ୟୋଦୟ ଗୃହ ଯୋଜନା' ସଫଳତାର ସହ ଏକ ବର୍ଷ ପୂରଣ କରିଛି। ଠିକ୍ ବର୍ଷେ ତଳେ କଳାହାଣ୍ଡି ମାଟିରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଓଡ଼ିଶାର କୋଣ ଅନୁକୋଣରେ ଆର୍ଥିକ ଅନଗ୍ରସର ଓ ଅସହାୟ ପରିବାରଙ୍କ ପାଇଁ ନୂତନ ଆଶାର ଆଲୋକ ସାଜିଛି। 'ଅନ୍ତ୍ୟୋଦୟ'ର ପ୍ରକୃତ ଅର୍ଥ ହେଉଛି ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କର ଉତ୍ଥାନ, ଏବଂ ଆମ ସରକାର ଏହି ମୂଳମନ୍ତ୍ରକୁ ପାଥେୟ କରି ଆଶ୍ରୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି। #OneYearOfAntyodaya
Mohan Charan Majhi tweet media
OR
33
32
104
5K
Panchayati Raj and Drinking Water Department
'ହର ଘର ଜଲ୍’ ସଙ୍କଳ୍ପକୁ ନୂଆ ଶକ୍ତି 💧 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ହର ଘର ଜଲ୍’ ସଙ୍କଳ୍ପକୁ ସଶକ୍ତ କରିବା ପାଇଁ ଓଡ଼ିଶା ସରକାର ଓ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ମଧ୍ୟରେ ଆଜି ଜଳ ଜୀବନ ମିଶନ- ୨.୦ ରେ ଏକ ଗୁରୁତ୍ୱପୂର୍ଣ୍ଣ MoU ସ୍ୱାକ୍ଷରିତ ହୋଇଛି 💧 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ‘ଜଳ ଜୀବନ ମିଶନ ୨.୦’ କାର୍ଯ୍ୟକାରୀ ହୋଇ, ପ୍ରତ୍ୟେକ ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି। ଏହି ଚୁକ୍ତି ଜଳ ସୁରକ୍ଷା, ଡିଜିଟାଲ୍ ମନିଟରିଂ ଓ ସୁସ୍ଥ ଜୀବନକୁ ଆଗକୁ ନେଇ, ଓଡ଼ିଶାକୁ ଜଳ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବାରେ ସହାୟକ ହେବ । @CMO_Odisha @IPR_Odisha
Panchayati Raj and Drinking Water Department tweet mediaPanchayati Raj and Drinking Water Department tweet mediaPanchayati Raj and Drinking Water Department tweet mediaPanchayati Raj and Drinking Water Department tweet media
OR
2
5
18
710
Panchayati Raj and Drinking Water Department retweetledi
CMO Odisha
CMO Odisha@CMO_Odisha·
ଓଡ଼ିଶାରେ ଜଳ ଜୀବନ ମିଶନ ୨.୦ ଶୁଭାରମ୍ଭ ଅବସରରେ ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଏବଂ ଦିଲ୍ଲୀରୁ ଭିଡିଓ କନଫରେନ୍ସ ମାଧ୍ୟମରେ ମାନ୍ୟବର କେନ୍ଦ୍ର ଜଲ୍ ଶକ୍ତି ମନ୍ତ୍ରୀ ଶ୍ରୀ @CRPaatil ଉପସ୍ଥିତ ରହିଥିଲେ । #JalJeevanMission #JalMahotsav2026
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
3
13
49
2.1K
Panchayati Raj and Drinking Water Department retweetledi
C R Paatil
C R Paatil@CRPaatil·
माननीय प्रधानमंत्री श्री @narendramodi सर के दूरदर्शी एवं प्रेरक नेतृत्व में, जल जीवन मिशन 2.0 के अंतर्गत आज राष्ट्रीय जल जीवन मिशन, जल शक्ति मंत्रालय तथा ओडिशा सरकार के मध्य एक महत्वपूर्ण MoU पर हस्ताक्षर किए गए। इस अवसर पर ओडिशा के माननीय मुख्यमंत्री श्री @MohanMOdisha जी वर्चुअल माध्यम से सहभागी रहे। यह MoU ग्रामीण ओडिशा में स्वच्छ एवं सुरक्षित पेयजल की उपलब्धता को सुदृढ़ करने के साथ-साथ जल प्रबंधन की प्रभावशीलता और दीर्घकालिक स्थिरता को नई दिशा प्रदान करेगा। इससे लाखों परिवारों के जीवन स्तर में सकारात्मक परिवर्तन सुनिश्चित होगा। इस अवसर पर ओडिशा के ग्रामीण विकास, पंचायती राज एवं पेयजल मंत्री श्री @RabiNaikBJP जी सहित जल शक्ति मंत्रालय एवं राज्य सरकार के वरिष्ठ अधिकारीगण की उपस्थिति रही। #JalJeevanMission #HarGharJal
C R Paatil tweet mediaC R Paatil tweet mediaC R Paatil tweet mediaC R Paatil tweet media
हिन्दी
1
58
89
1.9K
Panchayati Raj and Drinking Water Department retweetledi
I & PR Department, Odisha
I & PR Department, Odisha@IPR_Odisha·
ରାଜ୍ୟସ୍ତରୀୟ ବିଶ୍ବ ଜଳ ଦିବସ ସମାରୋହର ସିଧାପ୍ରସାରଣ: youtube.com/live/4Wgu4t7K0…
YouTube video
YouTube
OR
0
11
42
6.9K