
ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷାରେ ହେଉଛି ସଂସ୍କାର । ମାନବୀୟ ମୂଲ୍ୟାୟନ ବଦଳରେ ଏବେ ସେନ୍ସର ଓ କ୍ୟାମେରା ମାଧ୍ୟମରେ ହେଉଛି ଡ୍ରାଇଭିଂ ଟେଷ୍ଟ। ରାଜ୍ୟର ୧୯ଟି ସ୍ଥାନରେ କାର୍ଯ୍ୟକାରୀ ହୋଇଛି ସ୍ୱୟଂକ୍ରିୟ ଯାନ ଚାଳନା ପରୀକ୍ଷା ବ୍ୟବସ୍ଥା (ADTS)। #DrivingLicence #RoadSafety #TrafficReforms #OdishaTransport #DigitalOdisha #STAOdisha #SafeDriving




























